Daily Archives

January 18, 2023

ବାଲିଶଙ୍କରା ଓ ସବଡେଗାରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ, ଜନସାଧାରଣଙ୍କ ଭିତରେ ଉତ୍ସାହ

ସୁନ୍ଦରଗଡ଼: ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁକୁ ଗାଁ ବୁଲୁଛି ବିଶ୍ୱକପ୍ ଟ୍ରଫି। ଗତ ୧୬ ତାରିଖରୁ ଲେଫ୍ରପିଡ଼ା ବ୍ଲକରୁ ଆରମ୍ଭ ହୋଇଥିବା ଏହି ଟ୍ରଫି ପରିକ୍ରମା କାର୍ଯ୍ୟକ୍ରମ ବୁଧବାର ଦିନ ବାଲିଶଙ୍କରା ଏବଂ ସବଡେଗା ବ୍ଲକରେ ପହଞ୍ଚିଥିଲା। ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା…
ଅଧିକ ଖବର ଦେଖନ୍ତୁ...

ଆଗକୁ ବଜେଟ୍ ଥିବାବେଳେ ଅର୍ଥ ମନ୍ତ୍ରାଳୟରେ ଗୁପ୍ତଚର କାରବାରର ପର୍ଦ୍ଦାଫାଶ

ନୂଆଦିଲ୍ଲୀ : ଆଗକୁ କେନ୍ଦ୍ର ବଜେଟ ଘୋଷଣା ହେବାକୁ ଥିବାବେଳେ ବଜେଟ ପ୍ରସ୍ତୁତିରେ ଲାଗିଛି ଅର୍ଥ ମନ୍ତ୍ରାଳୟ । ବଜେଟକୁ ଗୁପ୍ତ ରଖିବାକୁ ମନ୍ତ୍ରାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହା ସତ୍ତ୍ବେ ଏହି ମନ୍ତ୍ରାଳୟରେ ଏକ ଗୁପ୍ତଚରକାଣ୍ଡ ଧରା ପଡ଼ିଛି । ବୁଧବାରଦିନ ଗୁପ୍ତଚର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପୂର୍ବାହ୍ଣରେ ଅନୁଷ୍ଠିତ ବୈଠକରେ ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ବୈଠକର ନିଷ୍ପତ୍ତି ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଆପଣ ଚିହ୍ନି ପାରୁଛନ୍ତି କି?

ମୁମ୍ବାଇ: ବଲିଉଡର ଅନେକ ତାରକା ଅଛନ୍ତି, ଯେଉଁମାନେ ଛୋଟ ବେ‌ଳେ ଯେମିତି ଦେଖାଯାଉଥିଲେ, ବର୍ତ୍ତମାନ ମଧ୍ୟ ସେଭଳି ଦେଖାଯାଉଛନ୍ତି। କିନ୍ତୁ କିଛି ସେଲିବ୍ରିଟି ଏଭଳି ଅଛନ୍ତି ଯେଉଁମାନେ ଛୋଟ ଥିବା ବେଳେ ଯେମିତି ଦେଖାଯାଉଥିଲେ ବଡ଼ ହେବା ପରେ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି। ଆପଣ ଯଦି…
ଅଧିକ ଖବର ଦେଖନ୍ତୁ...

ଚଇତି ନିମନ୍ତ୍ରଣ କାର୍ଡରେ ବ୍ଲକ୍ ଅଧ୍ୟକ୍ଷଙ୍କୁ ଉପେକ୍ଷା: କାଶୀପୁରରେ ତୀବ୍ର ବିରୋଧ, ବଜାର ବନ୍ଦ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଲୋକ ମହୋତ୍ସବ ‘ଚଇତି’ରେ କାଶୀପୁର ବ୍ଲକ୍ ଅଧ୍ୟକ୍ଷ କଣ୍ଠେଶ୍ବର ମାଝିଙ୍କୁ ଅଣଦେଖା କରାଯାଇଛି। ୫ ଦିନ ଧରି ପାଳନ ହେବାକୁ ମହୋତ୍ସବର ନିମନ୍ତ୍ରଣ କାର୍ଡରେ ଜିଲ୍ଲାର ଅନ୍ୟ ୧୦ ବ୍ଲକ୍ ଅଧ୍ୟକ୍ଷଙ୍କ ନାଁ ଥିବା ବେଳେ କାଶୀପୁର ବ୍ଲକ୍ ଅଧ୍ୟକ୍ଷଙ୍କ ନାଁକୁ ବାଦ୍…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡୁମୁଣିଗୁଡ଼ା ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ  ମୃତ୍ୟୁ ହୋଇଛି। ସେ  ନିଜ ଚାଷ ଜମିରେ କାର୍ଯ୍ୟ କରୁଥିବା ସମୟରେ ଜମି ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଉପକଣ୍ଠରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ବୁଧବାର ଦିନ ଦକ୍ଷିଣ ପୂର୍ବ ଦିଲ୍ଲୀର ନୋଏଡା ସୀମା ନିକଟରେ ଥିବା ଏକ କବାଡ଼ି ସାମଗ୍ରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରୁ ଅଗ୍ନିକାଣ୍ଡର ଧୂଆଁ ବହୁ ଉଚ୍ଚକୁ ଉଠୁଥିବା ଦେଖାଯାଉଛି । ନିଆଁ ଦିଲ୍ଲୀ-…
ଅଧିକ ଖବର ଦେଖନ୍ତୁ...

ପଟିଆରେ କୁକର୍ମ ଘଟଣା: ସଂପର୍କୀୟଙ୍କ ଘରକୁ ଆସି ଦୁଷ୍କର୍ମର ଶିକାର ହେଲା ୧୪ ବର୍ଷୀୟ ନାବାଳିକା

ଭୁବନେଶ୍ବର: ଭୁବନେଶ୍ୱରର ପଟିଆ ରେଳଷ୍ଟେସନ ନିକଟରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଘଟଣାରେ କମିସନରେଟ୍‌ ପୁଲିସ ଦୁଇ ନାବାଳିକାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରିଛି। ଏଥି ସହିତ ପୁଲିସ ପୋକ୍ସୋ ଆଇନ ବଳରେ ମାମଲା ରୁଜୁ କରିଛି। ଅପରାଧ ଘଟଣା ସଂପର୍କରେ ଅଧିକ ତଥ୍ୟ ହାସଲ…
ଅଧିକ ଖବର ଦେଖନ୍ତୁ...

ସୁକେଶ ମୋ ଭାବନା ସହିତ ଖେଳି ମୋ ଜୀବନକୁ ନର୍କରେ ପରିଣତ କରିଛନ୍ତି: ଜାକଲିନ

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ମୋର ଭାବନା ସହିତ ଖେଳି ମୋ ଜୀବନକୁ ନର୍କରେ ପରିଣତ କରିଛନ୍ତି। ଆଜି ପଟିଆଲା ହାଉସ୍ କୋର୍ଟରେ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏଭଳି ବୟାନ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ହାତରେ ଜାକଲିନଙ୍କ ବୟାନର କପି ଲାଗିଥିବା ବେଳେ ଅଭିନେତ୍ରୀ କ’ଣ…
ଅଧିକ ଖବର ଦେଖନ୍ତୁ...

ଭୋଜି ଖାଇ ୩୦ରୁ ଊର୍ଦ୍ଧ୍ବ ଅସୁସ୍ଥ, ୨୦ ଡାକ୍ତରଖାନାରେ ଭର୍ତ୍ତି

ସାଲେପୁର: ଭୋଜି ଖାଇ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ମହାଜନପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗ୍ରାମର ୩୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି। ଏବେ ସେମାନଙ୍କୁ କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...