Daily Archives

January 19, 2023

ଆରଆଇଙ୍କୁ ଧମକ ଦେଇ ପୋକ୍ଲେଇନ ଛଡ଼ାଇ ନେଲେ ମାଫିଆ

ସିକୋ: ସିକୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ବେଧଡ଼କ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖଣି ଚାଲୁଛି। ପ୍ରଶାସନ ପକ୍ଷରୁ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ଉପରେ କୌଣସି କଠୋର ପଦକ୍ଷେପ ନିଆଯାଉ ନାହିଁ। ବୁଧବାର ରାଉତପଡ଼ା ଲେମ୍ବୁ ଖଣିରେ ଆରଆଇ ବିଜୟ କୁମାର ମାର୍ଥା, ସୁପରଭାଇଜର କୃଷ୍ଣଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ତ୍ରିପୁରାରେ ରାଜନୈତିକ ହିଂସା : ଆଞ୍ଚଳିକ ଦଳ ନେତାଙ୍କୁ ହତ୍ୟା, ବିଜେପିକୁ ଦାୟୀ କଲେ ବିରୋଧୀ

ଅଗରତାଲା : ବୁଧବାରଦିନ ତ୍ରିପୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟରେ ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ତାରିଖ ଘୋଷଣାର ମାତ୍ର ଅଧଘଣ୍ଟା ମଧ୍ୟରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ଏହି ଘଟଣାର ଅବସାନ ନ ହେଉଣୁ ଏକ ଆଞ୍ଚଳିକ ଦଳର…
ଅଧିକ ଖବର ଦେଖନ୍ତୁ...

ଅମ୍ରିଶ ପୁରୀଙ୍କ ନାତି କହିଲେ, ବଲିଉଡରେ ଫିଲ୍ମ ବଦଳରେ ଯୌନ ସମ୍ପର୍କ ରଖିବାକୁ କୁହାଯାଏ

ମୁମ୍ବାଇ:  ବଲିଉଡର ଦିବଙ୍ଗତ ଅଭିନେତା ଅମ୍ରିଶ ପୁରୀଙ୍କ ନାତି ବର୍ଦ୍ଧନ ପୁରୀଙ୍କ ଏକ କଥା ଆଜିକାଲି ଅନେକଙ୍କୁ ବିସ୍ମିତ କରିଛି। ଅଭିନେତା ବର୍ଦ୍ଧନ ପୁରୀ ପ୍ରକାଶ କରିଛନ୍ତି ଯେ ସେ ଅନେକ ଲୋକଙ୍କୁ ଭେଟିଛନ୍ତି, ଯେଉଁମାନେ ତାଙ୍କଠାରୁ ଫାଇଦା ନେବାକୁ ଚେଷ୍ଟା କରିଥିଲେ। ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ବ୍ରେକ୍ ବଦଳରେ କାରର ଆକ୍ସିଲିରେଟର ଦବାଇ ଦେଲେ ଯୁବତୀ, ତା’ପରେ…

ଭଦୋଦରା: ବ୍ରେକ୍ ବଦଳରେ କାରର ଆକ୍ସିଲିରେଟର ଦବାଇ ଦେଲେ ଯୁବତୀ। ଏଭଳି ଭୁଲ ପାଇଁ କାରଟି ସିଧା ଯାଇ ଏକ କ୍ରକେରି ସପ୍ ( ଶଙ୍ଖ ବାସନକୁସନ ଦୋକାନ)ରେ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଯୁବତୀଙ୍କ ଜୀବନ ବଞ୍ଚିଯାଇନଥିଲେ ବି କାର୍ ଓ କ୍ରକେରି ସପ୍ ଦୋକାନୀଙ୍କ ଅନେକ କ୍ଷତି ହୋଇଛି। କାର…
ଅଧିକ ଖବର ଦେଖନ୍ତୁ...

ଏ କି ଯୁଗ ହେଲା ! ଜଙ୍ଗଲରେ ମାଙ୍କଡ଼ ବି ବ୍ୟବହାର କରୁଛି ସ୍ମାର୍ଟଫୋନ !!

ନୂଆଦିଲ୍ଲୀ: ଏବେ ଇଣ୍ଟରନେଟର ଯୁଗ। ଆଜିକାଲି ପ୍ରାୟ ସମସ୍ତଙ୍କ ଘରେଘରେ ଇଣ୍ଟରନେଟ୍ ସୁବିଧା ହୋଇଗଲାଣି । ସ୍ମାର୍ଟଫୋନ୍ ଯୁଗରେ ଜୀବନ ସହଜ ହୋଇଯାଇଛି ବୋଲି କିଛି ‌କ୍ଷେତ୍ରରେ କୁହାଯାଉଛି। ବର୍ତ୍ତମାନ ଆମେ କେବଳ ଗୋଟିଏ କ୍ଲିକରେ ଘରେ ବସି କୌଣସି ସାମଗ୍ରୀ, ଦ୍ରବ୍ୟ ଓ ସେବାକୁ ସହଜରେ ପାଇ…
ଅଧିକ ଖବର ଦେଖନ୍ତୁ...

ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଐତିହାସିକ ପଦକ୍ଷେପ : ପ୍ରଥମ ଥର ପାଇଁ କେନ୍ଦ୍ରର ଆପତ୍ତି ଓ…

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ ନ୍ୟାୟପାଳିକା ଓ ସରକାରଙ୍କ ମଧ୍ୟରେ ଚାଲିଥିବା ମତଭେଦ ଆହୁରି ତୀବ୍ର ହୋଇଛି । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ୍ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ହାଇକୋର୍ଟରେ ବିଚାରପତି ନିଯୁକ୍ତି ଉପରେ କଲେଜିୟମ ର’ ଓ ଆଇବି…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫ ପାଇଁ ଲାଗୁ ହେଲା ନୂତନ ସାମାଜିକ ଗଣମାଧ୍ୟମ ନିୟମ: ‘କୌଣସି ରାଜନୈତିକ ମନ୍ତବ୍ୟ ଦିଅନ୍ତୁ ନାହିଁ’…

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ ଏହାର କର୍ମଚାରୀଙ୍କ ପାଇଁ ଏକ ନୂତନ ସାମାଜିକ ଗଣମାଧ୍ୟମ ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀରେ ସେମାନଙ୍କୁ ବିବାଦୀୟ କିମ୍ବା ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ନଦେବାକୁ ବାରଣ କରାଯାଇଛି। ଗତ ସପ୍ତାହରେ…
ଅଧିକ ଖବର ଦେଖନ୍ତୁ...

ମାଡ଼ିଗଲା ଟ୍ରାକ୍ଟର: ଅଜା-ନାତି ମୃତ

ରାଉରକେଲା: କଚାରୁ-ଟାଙ୍ଗରାଣୀ ଗାଁ ରାସ୍ତାର କଚାରୁ ନିକଟରେ ଏକ ଟ୍ରାକ୍ଟର ମାଡ଼ି ଯିବାରୁ ଘଟଣାସ୍ଥଳରେ ଅଜାନାତିଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଅଜାନାତି କଚାରୁ ଗ୍ରାମର ସାନିକା ବାରା(୬୬) ଓ ମନୀଷ ବାରା(୧୧)। ଆଜି ସଂଧ୍ୟା ପ୍ରାୟ ସା‌ଢ଼େ ୭ଟା ସମୟରେ କଚାରୁ ଗ୍ରାମର ଅଜା ନାତି ସାନିକା ଓ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ମାତିଲେ ପିଏଲ୍‌ଏଫ୍‌ଆଇ; ଜାଳିଦେଲେ ଜେସିବି ଓ ହାଇୱା, ମିଳିଲା ଧମକପୂର୍ଣ୍ଣ ପୋଷ୍ଟର

ରାଉରକେଲା,୧୯/୧(ଇମିସ): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ମାତିଲା ପିପୁଲ୍‌ସ ଲିବ୍ରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)। କିଛି ଦିନ ବ୍ୟବଧାନ ପରେ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ଠାରୁ ମାତ୍ର ୨୫ କି.ମି. ଦୂର ଓଡ଼ଗାଁ ରେଳ ଲାଇନ୍‌ରେ ସଙ୍ଗଠନର ତା’ର ଉପସ୍ଥିତି ଜାହିର କରିଛି। ରେଳ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକରେ ହର୍ଣ୍ଣ ମାରୁଥିବାରୁ ଯୁବତୀଙ୍କୁ କାରରୁ ଟାଣି ଆଣି ଚାପୁଡ଼ା ମାରିଲେ ଯୁବକ, ଘରକୁ ଆସି ପିଟିବାର ଧମକ ଦେଲେ

ନୂଆଦିଲ୍ଲୀ: ଟ୍ରାଫିକରେ ହର୍ଣ୍ଣ ମାରୁଥିବାରୁ ଯୁବତୀଙ୍କୁ କାରରୁ ଟାଣି ଆଣି ଚାପୁଡ଼ା ମାରିଲେ ଯୁବକ। ଏହା ସହ ଘରକୁ ଆସି ପିଟିବାର ଧମକ ମଧ୍ୟ ଦେଲେ। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି ଗୁରୁଗ୍ରାମର ଏମଡିଆଇ ଚୌକରେ। ଏହି ଘଟଣାକୁ ନେଇ ଯୁବତୀଜଣକ ପୁଲିସରେ ଅଭିଯୋଗ କରିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...