Daily Archives

January 20, 2023

ଜିଲ୍ଲା ସମସ୍ୟା ନେଇ ଜାତୀୟ ଆୟୋଗ ଅନୁସୂଚିତ ଜନଜାତି କମିସନ ସଦସ୍ୟଙ୍କୁ ଅବଗତ କରାଇଲେ ବରିଷ୍ଠ ନେତା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ଜାତୀୟ ଆୟୋଗ ଅନୁସୂଚିତ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକ ଆସିଥିବା ବେଳେ ଜିଲ୍ଲାର ବରିଷ୍ଠ ନେତାମାନେ ତାଙ୍କ ଭେଟି ଜିଲ୍ଲାରେ ଆଦିବାସୀଙ୍କୁ କିପରି ଅଣଦେଖା କରାଯାଉଛି ସେନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ।କଂଗ୍ରେସର ବରିଷ୍ଠ ଆଦିବାସୀ…
ଅଧିକ ଖବର ଦେଖନ୍ତୁ...

ଡଟଫେଷ୍ଟରେ ସୁନୀଲ ଗ୍ରୋଭର ଧମାକା

ଭୁବନେଶ୍ବର: ଡଟଫେଷ୍ଟରେ ଶୁକ୍ରବାର ସୁନୀଲ ଗ୍ରୋଭର ଧମାକା ଦେଖିବାକୁ ମିଳିଥିଲା। ଷ୍ଟେଜରେ ବାହା ହେଲେ ସୁନୀଲ ଗ୍ରୋଭର । ବଛା ହେଲା 'ଆଚ୍ଛା ପତି'  ହସି ହସି ବେଦମ ହେଲେ ଦର୍ଶକ । ଡଟ ଫେଷ୍ଟର ଷଷ୍ଠ ସନ୍ଧ୍ୟାରେ ମାହୋଲ ବେସ୍ ହସ ହସ ଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଓଡ଼ିଆ କଣ୍ଠଶିଳ୍ପୀ…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସ ପରେଡ଼କୁ ୮୫୦ ନିର୍ମାଣ ଶ୍ରମିକଙ୍କୁ ନିମନ୍ତ୍ରଣ କରାଯିବ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୨୬ରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼କୁ ୮୫୦ ନିର୍ମାଣ ଶ୍ରମିକଙ୍କୁ ନିମନ୍ତ୍ରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ କର୍ତ୍ତବ୍ୟପଥ ନିର୍ମାଣ କାର୍ଯ୍ୟ କରିଥିବା ୮୫୦ ଜଣ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣ ମାମଲା : ୭ ଜଣିଆ କମିଟି ଗଠନ କଲା ଭାରତୀୟ ଅଲମ୍ପିକ ସଂଘ

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଏକ ସାତ ଜଣିଆ କମିଟି ଗଠନ କରିଛି ।  ଏହି କମିଟିରେ ସଦସ୍ୟ ମେରି କମ୍, ଡୋଲା ବାନାର୍ଜୀ, ଅଲକାନନ୍ଦା ଅଶୋକ, ଯୋଗେଶ୍ୱର…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ତୃତୀୟ ତ୍ରୟମାସିକ ଲାଭ ୨୮.୩ ପ୍ରତିଶତ ବୃଦ୍ଧି ସହ ୪୬୩୮ କୋଟି ଟଙ୍କା

ଭୁବନେଶ୍ୱର: ଦେଶର ସର୍ବବୃହତ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଶୁକ୍ରବାର ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ଲାଭ ଘୋଷଣା କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ତ୍ରୟମାସରେ କମ୍ପାନୀର ନେଟ ଲାଭ ଗତ ବର୍ଷ ତୁଳନାରେ ୨୮.୩ ପ୍ରତିଶତ ବୃଦ୍ଧି ପାଇ ୪୬୩୮ କୋଟି ଟଙ୍କାରେ ପହଂଚିଛି। ଗତ…
ଅଧିକ ଖବର ଦେଖନ୍ତୁ...

୨୦୨୮ ଅଲ ଆଞ୍ଜେଲସ ଅଲିମ୍ପିକ୍ସରେ ସାମିଲ ହେବନି କ୍ରିକେଟ୍

ମୁମ୍ବାଇ : ୨୦୨୮ରେ ଆମେରିକାରେ ଅଲ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସରେ ସାମିଲ ହେବନି କ୍ରିକେଟ୍ । ଏ ନେଇ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ଆଇସିସି କୁ ଜଣାଇଦିଆଯାଇଛି । ଫଳରେ ବିଶ୍ବର ସବୁଠାରୁ ବୃହତ କ୍ରୀଡ଼ା ମହାକୁମ୍ଭରେ ନିଜ ପ୍ରିୟ କ୍ରିକେଟ ଖେଳାଳିଙ୍କୁ ଦେଖିବାକୁ ଆଶା…
ଅଧିକ ଖବର ଦେଖନ୍ତୁ...

ପୁରୀ ଯାଇ ବ୍ୟକ୍ତି ନିଖୋଜ, ଅଭିଯୋଗ ପରେ ମଧ୍ୟ ପଦକ୍ଷେପ ନେଉନି ପୁଲିସ

ଖୋର୍ଦ୍ଧା: ମଦ ନିଗମର ଗାଡ଼ିରେ ରବି ବାରିକ ନାମକ ଜଣେ ବ୍ୟକ୍ତି ମାସେ ପୂର୍ବେ ପୁରୀ ଯାଇଥିଲେ, ସେଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ପରିବାର ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ହକି ବିଶ୍ବକପ୍‌: କ୍ବାର୍ଟର ଫାଇନାଲରେ ପ୍ରବେଶ କଲେ ଏହି ୪ଟି ଟିମ୍‌

ରାଉରକେଲା: ଆଜି ପୁରୁଷ ହକି ବିଶ୍ଵକପର ଚାରୋଟି ମ୍ୟାଚ୍ ଖେଳିଯାଇଛି। ସମସ୍ତ ମ୍ୟାଚ୍ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଛି। ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏଥିରେ ୯-୨ ଗୋଲ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍…
ଅଧିକ ଖବର ଦେଖନ୍ତୁ...

ବହୁଚର୍ଚ୍ଚିତ ରାମ ପାଢ଼ୀ ହତ୍ୟାକାଣ୍ଡ ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର: ରାଜନୈତିକ ଶତ୍ରୁତାରୁ ୨୦୧୨ ମସିହା ଫେବ୍ରୁଆରି ମାସରେ ସଂଗଠିତ ବହୁ ଚର୍ଚ୍ଚିତ ରାମ ପାଢ଼ୀ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍‌(ଏଡିଜେ-୩) ଇନ୍ଦୁ ଶର୍ମା ସାକ୍ଷ୍ୟପ୍ରମାଣ ଅଭାବରୁ ୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହି ହତ୍ୟାକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ର ‘ପଠାନ’ ରିଲିଜ୍‌ ନକରିବା ପାଇଁ ହଲ୍‌ ମାଲିକଙ୍କୁ ଧମକ ଦେଇ ଗିରଫ ହେଲେ ଯୁବକ

ମୁମ୍ବାଇ: ଚଳଚ୍ଚିତ୍ର ‘ପଠାନ’ ରିଲିଜ୍‌ ନକରିବା ପାଇଁ ହଲ୍‌ ମାଲିକମାନଙ୍କୁ ଧମକ ଦେବା ଅଭିଯୋଗରେ ଗୁଜୁରାଟର ଜନୈକ ଯୁବକଙ୍କୁ ଗରିଫ କରାଯାଇଛି। ରିପୋର୍ଟରୁ ପ୍ରକାଶ, ଅହମ୍ମଦାବାଦ ସାଇବର କ୍ରାଇମ ପୁଲିସ ଜଣେ ୩୩ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି; ଯିଏ କି ହଲ ମାଲିକମାନଙ୍କୁ ଶାହରୁଖ ଖାନ…
ଅଧିକ ଖବର ଦେଖନ୍ତୁ...