Daily Archives

January 22, 2023

ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଦିନକ ପରେ ମୃତଦେହ ଉଦ୍ଧାର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତ କାଦଗୁମ୍ମା ଗ୍ରାମର ନିଖୋଜ ମଙ୍ଗରା ପାଙ୍ଗି (୪୫)ଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ। ସୂଚନା ଅନୁଯାୟୀ, ଗତକାଲି କାଦଗୁମ୍ମା ଗ୍ରାମର ମଙ୍ଗରା ପାଙ୍ଗି ନିଜ ସ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ : ଧର୍ମ ପରିବର୍ତ୍ତନ ନ କରିବାରୁ ହିନ୍ଦୁ ଯୁବତୀକୁ ଅପହରଣ ଓ ବଳାତ୍କାର

କରାଚି : ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ହିନ୍ଦୁ ଯୁବତୀମାନଙ୍କ ଉପରେ ହେଉଥିବା ପାଶବିକ ଅତ୍ୟାଚାରର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ସିନ୍ଧ ପ୍ରଦେଶରେ । ସିନ୍ଧ ପ୍ରଦେଶରୁ ଅପହରଣ ହୋଇଥିବା ଜଣେ ବିବାହିତ ହିନ୍ଦୁ ଯୁବତୀ ଅଭିଯୋଗ କରିଛି ଯେ…
ଅଧିକ ଖବର ଦେଖନ୍ତୁ...

‘ଆମର ଅପରାଧ କ’ଣ?’ ଝିଅ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଭାବବିହ୍ବଳ କଲା ଭଳି ପୋଷ୍ଟ କଲେ ଶିଜାନଙ୍କ…

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିବା ଘଟଣାକୁ ପ୍ରାୟ ଏକ ମାସ ହେବାକୁ ବସିଲାଣି। ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିବାରୁ ତାଙ୍କ ପୂର୍ବ ପ୍ରେମିକ ଶିଜାନ ଖାନ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି। ଜାମିନ ପାଇଁ ଶିଜାନଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ…
ଅଧିକ ଖବର ଦେଖନ୍ତୁ...

୨୮ବର୍ଷ ପୂର୍ବେ ଲେଖା ହୋଇଥିବା ଚିଠିକୁ ବୃଦ୍ଧା ଅବସ୍ଥାରେ ପାଇ ଭୋଭୋ ହୋଇ କାନ୍ଦିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ପୁରାତନ ଜିନିଷଗୁଡ଼ିକ ପ୍ରତି ଆକର୍ଷଣ କଦାପି ଦୂର ହୋଇ ନଥାଏ। ସମ୍ପ୍ରତି ବ୍ରିଟେନରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଏମିତି ଏକ ଜିନିଷ ମିଳିଛି, ଯାହାକି ଭାଇରାଲ ହୋଇଯାଇଛି।  ୨୮ ବର୍ଷ ପୂର୍ବେ ପଠାଯାଇଥିବା ଚିଠି ବର୍ତ୍ତମାନ ସଠିକ୍ ଠିକଣାରେ ପହଞ୍ଚିଥିବା ଜଣାପଡ଼ିଛି। ଏହି…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ବିବାଦରୁ ପୁଣି ଅଶାନ୍ତ ହେଲା ପିତାତଳି ଗାଁ; ପ୍ରତିପକ୍ଷ ଗ‌ୋଷ୍ଠୀର ୨ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅଧୀନ ପିତାତଳି ଗ୍ରାମରେ ଦୁଇ ଗୋଷ୍ଠୀ ଭିତରେ ବର୍ଷ ବର୍ଷ ଧରି ଲାଗି ରହିଥିବା ପୂର୍ବ ଶତ୍ରୁତା ଏବଂ ରାଜନୈତିକ ବିବାଦକୁ କେନ୍ଦ୍ର କରି ପୁଣି ପରିସ୍ଥିତି ଅଶାନ୍ତ ହୋଇଛି। ପ୍ରତିପକ୍ଷ ଗୋଷ୍ଠୀର ୨ ଜଣ ଯୁବକଙ୍କୁ ଅନ୍ୟମାନେ…
ଅଧିକ ଖବର ଦେଖନ୍ତୁ...

ସରକାର ନ୍ୟାୟପାଳିକା ମତଭେଦ ମଧ୍ୟରେ ପ୍ରଧାନ ବିଚାରପତିଙ୍କୁ ପ୍ରସଂଶା କଲେ ମୋଦୀ

ନୂଆଦିଲ୍ଲୀ : ସରକାର ବନାମ ନ୍ୟାୟପାଳିକା ମତଭେଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ପ୍ରସଂଶା କରିଛନ୍ତି ।  ଆଞ୍ଚଳିକ ଭାଷାରେ ସୁପ୍ରିମକୋର୍ଟଙ୍କ ରାୟ ଉପଲବ୍ଧ କରାଇବା ଉପରେ ଚନ୍ଦ୍ରଚୂଡ଼ କରିଥିବା ଘୋଷଣାକୁ  ମୋଦୀ ପ୍ରଶଂସା କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

୬,୦୦୦ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ, ବର୍ଷେ ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ୬,୦୦୦ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ। ବର୍ଷେ ପରେ ସାମ୍ନାକୁ ଆସିଲା ସତ। ଛତିଶଗଡର ମହାସମୁନ୍ଦ ଜିଲ୍ଲାରେ ବର୍ଷେ ପୂର୍ବେ ଘଟିଥିବା ଘଟଣାର ଅସଲ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ଏହି ହତ୍ୟାକାଣ୍ଡ ତାଙ୍କ ପୁଅ ଦ୍ୱାରା ମାତ୍ର ୬…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ମେ‌ଟ୍ରୋ ଟ୍ରେନର ଦ୍ବାର ଖୋଲି ଷ୍ଟେସନକୁ ବିପଦପୂର୍ଣ୍ଣ ଭାବେ ଡେଇଁ ପଡ଼ିଲେ ଯାତ୍ରୀ, ଅଳ୍ପକେ ବର୍ତ୍ତିଲା…

ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକ ନିୟମ ମାନି ଚାଲି ଥାଆନ୍ତି। ନିୟମ ମାନି ଚାଲିଲେ ହିଁ ଏହା ଯାତ୍ରୀଙ୍କ ପାଇଁ ସୁରକ୍ଷିତ ହୋଇଥାଏ।  ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ଏହି ନିୟମ ଭାଙ୍ଗିବାକୁ ଦ୍ୱିଧା କରନ୍ତି ନାହିଁ। କିନ୍ତୁ ଏପରି କରିବା ଆଦୌ ଉଚିତ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ପଛରେ ପିଟି ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବିଷମ କଟକ: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପାଞ୍ଚାୟତର ବୃନ୍ଦାବାଡ଼ି ଗ୍ରାମ ନିକଟରେ ରହିଥିବା ମୁଖ୍ୟ ରାଜ୍ୟରାଜପଥରେ ଟ୍ରକ ପଛରେ ପିଟି ହେଲା ବାଇକ୍। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ତାଙ୍କ ଘର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଅନ୍ତରଙ୍ଗ ବନ୍ଧୁ ଭେଟିବାକୁ ଆସିପାରନ୍ତି। ଆଲୋଚନା ଦ୍ବାରା ଆପଣଙ୍କ ମନର ବୋଝ କମ୍ ହେବ। ପାଠପଢ଼ାରେ ଲାଗି ରହିଥିବା ବାଧା ଦୂର ହେବ। ବୃଷ: ଲୋକେ ଆପଣଙ୍କ କଥା ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେବେ। ଆର୍ଥିକ ସମସ୍ୟାର ସମାଧାନ ବାହାରିବ। ଜୀବନାସାଥୀଙ୍କ ସହିତ ଭଲ ସମୟ…
ଅଧିକ ଖବର ଦେଖନ୍ତୁ...