Daily Archives

January 24, 2023

୧୮ ଚୋରା ବାଇକ୍‌ ଜବତ, ମାଷ୍ଟର ମାଇଣ୍ଡ ସହ ୩ ଗିରଫ

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲାର ରାଇବଣିଆ ପୁଲିସ ଏକ ଆନ୍ତଃରାଜ୍ୟ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ କରିଛି। ରାଇବଣିଆ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଏସପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚୋରି ଘଟଣାରେ ରାଇବଣିଆ ପୁଲିସ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ବିବିସି ଡକ୍ୟୁମେଣ୍ଟାରି ଦେଖିବାକୁ ଅଡ଼ିବସିଛି ଜେଏନୟୁ ଛାତ୍ରସଂଘ ; ବିଦ୍ୟୁତ୍ ଓ ଇଣ୍ଟରନେଟ ସଂଯୋଗ ବିଚ୍ଛିନ୍ନ କଲେ…

ନୂଆଦିଲ୍ଲୀ : କଟକଣା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ଦେଖିବାକୁ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଗୋଟିଏ ଛାତ୍ରଗୋଷ୍ଠୀ ଅଡ଼ିବସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ସଂଘ…
ଅଧିକ ଖବର ଦେଖନ୍ତୁ...

କେହି ବି ସେନାକୁ ନେଇ ପ୍ରଶ୍ନ କରିନାହାନ୍ତି: ବୟାନକୁ ନେଇ ଏକଘରିକିଆ ହେବା ପରେ ସ୍ୱର ବଦଳାଇଲେ ଦିଗବିଜୟ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଆଜି ସ୍ୱର ବଦଳାଇଛନ୍ତି | ବାସ୍ତବରେ ଦିଗବିଜୟଙ୍କ ବୟାନକୁ କଂଗ୍ରେସ ନେତାମାନେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ପରିବାର ପାଇଁ ଘର କିଣିବାକୁ ମୋଠାରୁ ଟଙ୍କା ନେଇଛନ୍ତି ନୋରା: ସୁକେଶ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ‌ ନୋରା ଫତେହିଙ୍କ ବିରୋଧରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଆଉ ଏକ ବଡ଼ ଖୁଲସା କରିଛି। ବିଦେଶରେ ଘର କିଣିବା ପାଇଁ ନୋରା ତାଙ୍କଠାରୁ ଟଙ୍କା ନେଇଥିବା କହିଛନ୍ତି ସୁକେଶ। ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

୨୪ବର୍ଷ ହେବ ଏହି କାରଣରୁ ଡାକ୍ତରଙ୍କ ମା’ ଗୋଟିଏ ଥାଳିରେ ଖାଉଥିଲେ

ନୂଆଦିଲ୍ଲୀ: ବାପା-ମା’ଙ୍କ ପାଇଁ ସେମାନଙ୍କର ପିଲାମାନଙ୍କର ଛୋଟ ସଫଳତା ବି ବହୁ ଗୁରୁତ୍ୱ ରଖିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ପିଲାଦିନରେ ପାଇଥିବା ପୁରସ୍କାରକୁ ଭୁଲି ଯାଇଆନ୍ତି, କିନ୍ତୁ ସେମାନଙ୍କ ବାପା-ମା’ ସେସବୁକୁ ମନେ ରଖିବା ସହିତ ସାଇତି ବି ରଖି ଥାଆନ୍ତି। ଟ୍ୱିଟରରେ ଏକ…
ଅଧିକ ଖବର ଦେଖନ୍ତୁ...

ଜେସିବି, ହାଇୱା ଜାଳିଦେବା ଘଟଣା: ୪ ପିଏଲ୍‌ଏଫ୍‌ଆଇ ସଦସ୍ୟକୁ ବାନ୍ଧିଲା ପୁଲିସ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ରେଳବାଇ ଦୋହରୀକରଣ କାର୍ଯ୍ୟରେ ନିୟୋଜିତ ଜେସିବି ଓ ହାଇୱା ଜାଳିଦେବା ଘଟଣାରେ ଜଲଡେଗା ପୁଲିସ ୪ ପିଏଲ୍‌ଏଫ୍‌ଆଇ ସଦସ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜାଗେଶ୍ବର ସିଂହ ଓରଫ ଜାଗେ, କାନାରୋଗା ବରଖେଡାଟୋଲିର ଦୀପକ ଟପ୍ନୋ,…
ଅଧିକ ଖବର ଦେଖନ୍ତୁ...

ପଡ଼ୋଶୀଙ୍କ ଛାତ ଉପରେ ୪ ବର୍ଷର ଶିଶୁକୁ ପିଟି ହତ୍ୟା: ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର, ଅଭିଯୁକ୍ତ ଫେରାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମ ହାଟସାହିରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗ୍ରାମର ଏକ ୪ ବର୍ଷର ଶିଶୁକୁ ପଡ଼ୋଶୀ ଘର ଛାତ ଉପରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଛି। ମୃତ ଶିଶୁଟି ଗ୍ରାମରେ ପାନ ଦୋକାନ କରିଥିବା…
ଅଧିକ ଖବର ଦେଖନ୍ତୁ...

ମାଗିବାକୁ ଲାଜ ମାଡ଼ୁଛି, କିନ୍ତୁ ଆମକୁ ଆଉ ଏକ ବିଲିୟନ ଡଲାର ଦିଅ : ୟୁଏଇ ଆଗରେ ହାତ ପତଉଛନ୍ତି ପାକିସ୍ତାନ…

ନୂଆଦିଲ୍ଲୀ : ପାକିସ୍ତାନର ଅର୍ଥନୀତି ଆଜିକାଲି ଏକ ଗୁରୁତର ସଙ୍କଟ ଦେଇ ଗତି କରୁଛି। ଏହି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଇତିହାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ମାତ୍ର ୩ ସପ୍ତାହର ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ରହିଛି । ସେପଟେ ଠିକ୍ ସମୟରେ ଋଣ ପରିଶୋଧ ନକଲେ ଦେଶ ଋଣ ଖିଲାପକାରୀ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ଜିଲ୍ଲାପାଳ, ଏସପି କଲେ ତଦାରଖ

ଜୟପୁର: ଆସନ୍ତା ୩୧ତାରିଖ ଦିନ ଜୟପୁର ଗସ୍ତରେ ଘଣ୍ଟାକ ପାଇଁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଦିନ ସେ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ଭାଗ ନେବା ସହ ମହିଳା ସ୍ବୟଂ ସହାୟକ ଦଳ ସହ ମିଶିବା ଏବଂ କିଛି ନିର୍ମାଣାଧୀନ ପ୍ରକଳ୍ପର ଲୋକାର୍ପଣ ଓ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ନୂଆ କାର୍ଯ୍ୟାଳୟରୁ ଚୋରି ଘଟଣା: ୪୮ଘଣ୍ଟା ପରେ ବି ପୁଲିସ ହାତରେ ଲାଗିନି ସୁରାକ୍

ଜୟପୁର: ଗତ ୨୧ତାରିଖ ଦିନ ରାତିରେ ପାରାବେଡ଼ା ସନ୍ତୋଷୀ ମା’ ନଗର ଦ୍ବିତୀୟ ଲାଇନରେ ଖୋଲିବାକୁ ଥିବା ‘ସମ୍ବାଦ’ ଜୟପୁର ସଂସ୍କରଣ କାର୍ଯ୍ୟାଳୟରୁ ଚୋରି ହୋଇଥିଲା। ୨୨ତାରିଖ ଦିନ ଏନଇେ ଜୟପୁର ଟାଉନଥାନାରେ ଅଭିଯୋଗ କରାଯାଇଥିଲା। ଟାଉନଥାନା  ପୁଲିସ ଆସି ଘଟଣାର ତଦନ୍ତ ଓ ଛାନଭିନ୍ନ ବି…
ଅଧିକ ଖବର ଦେଖନ୍ତୁ...