Daily Archives

January 25, 2023

ସାଧାରଣତନ୍ତ୍ର  ଦିବସ ଦିନକ ପୂର୍ବରୁ ମଣିପୁରରେ ବିସ୍ଫୋରଣ, ୩ ଆହତ

ଇମ୍ଫାଲ : ସାଧାରଣତନ୍ତ୍ର ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ ବୁଧବାର  ମଣିପୁରର ଉଖରୁଲ ସହରରେ ଏକ ଗ୍ରେନେଡ୍ ବିସ୍ଫୋରଣ ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି ବୋଲି ପୋଲିସ କହିଛି । ଅପରାହ୍ଣ ୫ଟାରେ ସହରର ଗାନ୍ଧୀ ଛକରେ ଏହି ବିସ୍ଫୋରଣ ଘଟିଥିଲା…
ଅଧିକ ଖବର ଦେଖନ୍ତୁ...

ଆପଣ ଏୟାରଟେଲ ସିମ ବ୍ୟବହାର କରୁଛନ୍ତି କି? ବନ୍ଦ ହୋଇଗଲା ଏହି ଶସ୍ତା ଓ ଲୋକପ୍ରିୟ ପ୍ଲାନ

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ନିଜର ଗ୍ରାହକମାନଙ୍କୁ ଏକ ବଡ ଝଟକା ଦେଇଛି | ଏୟାରଟେଲ ଏହାର ଲୋକପ୍ରିୟ ତଥା ଶସ୍ତା ପ୍ଲାନ ଭାବେ ପରିଚିତ ୯୯ ଟଙ୍କିଆ ପ୍ଲାନକୁ ବନ୍ଦ କରିଦେଇଛି | ଏହି ପ୍ଲାନକୁ ବନ୍ଦ କରି କମ୍ପାନୀ ଏହାର ସର୍ବନିମ୍ନ ମାସିକିଆ ରିଚାର୍ଜ ପ୍ଲାନର ମୂଲ୍ୟ ୧୫୫ ଟଙ୍କାକୁ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ବିଲୁପ୍ତ ଔଷଧୀୟ ବୃକ୍ଷର ସଂରକ୍ଷଣ ଦେଲା ପଟାୟତ ସାହୁଙ୍କୁ ସ୍ବୀକୃତି, ପଦ୍ମଶ୍ରୀ ଲାଗି ହେଲେ ମନୋନୀତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ କୃଷିରେ ଉତ୍କର୍ଷ  ନିମନ୍ତେ ନାନ୍ଦୋଲ ଗ୍ରାମର ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଖୁସିରଲହରି ଖେଳିଯାଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼…
ଅଧିକ ଖବର ଦେଖନ୍ତୁ...

ବିଗ୍ ବ୍ରଦରକୁ ପ୍ରତିଯୋଗୀ ହୋଇ ଯିବେ ‘ବିଗ୍ ବସ୍-୧୬’ରେ ଲୋକଙ୍କ ମନ କିଣିଥିବା ଅବଦୁ

ନୂଆଦିଲ୍ଲୀ: ତାଜାକିସ୍ତାନର ଅବଦୁ ରୋଜିକ୍ ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ ୧୬ରେ ପ୍ରତିଯୋଗୀ ହୋଇ ଆସି ଲୋକପ୍ରିୟ ହୋଇଥିଲେ। ବିଗ୍ ବସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତ ସମେତ ବିଦେଶରେ ମଧ୍ୟ ଲୋକଙ୍କ ମନ କିଣିଥିଲେ ଅବଦୁ। ପୂର୍ବରୁ ଭାରତରେ ଅବଦୁଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଯିବା ରାସ୍ତାରେ ମା’ଙ୍କ ସ୍କୁଟି ପଛରେ ଏହି କାରଣରୁ ଚକା ଆସନ ପକାଇ ବସିଛି ପୁଅ

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନଙ୍କୁ ସ୍କୁଲ ନେବା ଆଣିବା ବାପା-ମା’ମାନେ କରିଥାଆନ୍ତି। ଏହି କ୍ରମରେ ଅନେକ ପିଲାମାନେ ବିଦ୍ୟାଳୟକୁ ନ ଯିବାକୁ ଜିଦ କରିଥାନ୍ତି। ଏହି ଯଦିକୁ ଅଣଦେଖା କରି ପିଲାଙ୍କ ଭଲ ଭବିଷ୍ୟତ ପାଇଁ ବାପା-ମା’ମାନେ ଜୋରଜବରଦସ୍ତ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ନେଇ…
ଅଧିକ ଖବର ଦେଖନ୍ତୁ...

କଣ୍ଢେଇ ନାଚ ଗୁରୁ ମାଗୁଣି ଚରଣ ପାଇବେ ପଦ୍ମଶ୍ରୀ, କଳାକୁ ବଞ୍ଚାଇବାରେ ସମର୍ପିତ ପୂରା ଜୀବନ

କେନ୍ଦୁଝର: ସମୟ ବଦଳୁଛି। ପାରମ୍ପରିକ ନୃତ୍ୟ, ଗୀତ ଓ ସଂସ୍କୃତିର ରୂପ ରେଖ ବି ବଦଳୁଛି। ଏଭଳିସ୍ଥଳେ କଣ୍ଢେଇ ନାଚ ଭଳି ବିଲୁପ୍ତ କଳାକୁ ବଞ୍ଚେଇ ରଖିବାକୁ ଅହରହ ସଂଘର୍ଷ କରୁଥିବା କଳକାର ହେଉଛନ୍ତି ମାଗୁଣି  ଚରଣ କୁଅଁର। ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି କେନ୍ଦୁଝର ସହରର…
ଅଧିକ ଖବର ଦେଖନ୍ତୁ...

ବୀରତା ପୁରସ୍କାର ଘୋଷିତ : ମେଜର ଶୁଭାଙ୍ଗଙ୍କୁ କୀର୍ତ୍ତିଚକ୍ର, ସେନାର ସହିଦ କୁକୁର ‘ଜୁମ୍’କୁ ମିଳିବ ପଦକ

ନୂଆଦିଲ୍ଲୀ : ୭୪ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାର ବୀରତା ପୁରସ୍କାର ଘୋଷଣା କରିଛନ୍ତି । ମୋଟ ୪୧୨ ଜଣ ସାମରିକ ଓ ପୁଲିସ କର୍ମୀଙ୍କୁ ଅତୁଳନୀୟ ସାହସ ପାଇଁ ଏହି ପୁରସ୍କାର ଦିଆଯିବ । ଏଥିରେ ୨ ସେନା ଏବଂ ୪ ଟି ଗୃହ ମନ୍ତ୍ରଣାଳୟ (ମରଣୋତ୍ତର ୪), ୭ ସେନା, ୫…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଏହି ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର, ଜାଣନ୍ତୁ ସେମାନଙ୍କର ଅବଦାନ

ଭୁବନେଶ୍ବର: ବହୁପ୍ରତୀକ୍ଷିତ ୨୦୨୩ ମସିହା ଲାଗି ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଏଥର ମୋଟ୍‌ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଥିବା ବେଳେ ଓଡ଼ିଶାରୁ ଅଛନ୍ତି ୪ ଜଣ। ତେବେ ଓଡ଼ିଶାର ଯେଉଁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବାକୁ ଯାଇଛି ସେମାନେ ହେଲେ ମାଗୁଣି ଚରଣ କୁଅଁର (କଳା),…
ଅଧିକ ଖବର ଦେଖନ୍ତୁ...

୧୯୫୮ ମସିହା ପରଠାରୁ ଗଣତନ୍ତ୍ର ଦିବସର ଅତିଥି ହୋଇନାହାନ୍ତି କେହି ଚୀନ ରାଷ୍ଟ୍ରପତି! ସର୍ବାଧିକ କେଉଁ ଦେଶର…

ନୂଆଦିଲ୍ଲୀ: ଜାନୁଆରୀ ୨୬, ୧୯୫୦ରେ ଗଣତନ୍ତ୍ର ଦିବସ ପାଳନ ସମୟରେ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ, ସେତେବେଳେ ଇଣ୍ଡୋନେସିଆର ରାଷ୍ଟ୍ରପତି ଗୋକର୍ଣ୍ଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ପରେ ଗଣତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ସ‌ଫ୍ଟଓୟାର ଇଞ୍ଜିନିୟରଙ୍କୁ ବିବାହ କରିବେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ

ହାଇଦ୍ରାବାଦ: ସ‌ଫ୍ଟଓୟାର ଇଞ୍ଜିନିୟରଙ୍କୁ ବିବାହ କରିବେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ। ଟଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚେଲର ସର୍ବାନନ୍ଦ ଚଳିତ ବର୍ଷ ଆମେରିକାର ଜଣେ ସ‌ଫ୍ଟଓୟାର ଇଞ୍ଜିନିୟରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...