Daily Archives

January 26, 2023

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ପୁଣି ଏନ୍‌ଜିଟି  ଝଟକା; ସାହାଡ଼ାଘାଇ ବେଆଇନ ଖଣିର ତଦନ୍ତ କରି ୪ ସପ୍ତାହ ମଧ୍ୟରେ…

ଖୋର୍ଦ୍ଧା: ପ୍ରାୟ ଦୁଇ ମାସ ବ୍ୟବଧାନରେ ପୁଣି ଏକ ବେଆଇନ ଖଣି ମାମଲାରେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍‌ କୋଲକତା ଖଣ୍ଡପୀଠ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବନ ବିଭାଗକୁ କଡ଼ା ସମାଲୋଚନା କରିଛି । ନିଜେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଓ ଖଣି-ଭୂତତ୍ୱ ନିର୍ଦ୍ଦେଶକ କିମ୍ବା ସେମାନଙ୍କ ପ୍ରତିନିଧି…
ଅଧିକ ଖବର ଦେଖନ୍ତୁ...

କେଜ୍ରିଓ୍ବାଲ କହିଲେ… ଉପରାଜ୍ୟପାଳଙ୍କୁ ଶୁକ୍ରବାର ଭେଟିପାରିବି ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭି.କେ.ସାକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚାଲିଥିବା ବିବାଦ ସହିତ ସମସ୍ତେ ପରିଚିତ ଥିବେ । କିନ୍ତୁ ଏବେ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନା ପାଇଁ ଶୁକ୍ରବାର ଅପରାହ୍ଣ ୪ଟାରେ ଡକାଇଛନ୍ତି । ତେବେ ଏହି ଦିନ ଉପରାଜ୍ୟପାଳଙ୍କୁ ଭେଟି ହେବ…
ଅଧିକ ଖବର ଦେଖନ୍ତୁ...

ନିଜ ଛୁଆଙ୍କ ପାଇଁ ପୂରା ଦେଶ ସହ ଲଢ଼ିବେ ରାଣୀ ମୁଖାର୍ଜୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମିସେସ ଚାଟାର୍ଜୀ ଭରସେସ ନରୱେ'ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଏହି ଫଟୋରେ ରାଣୀ ମୁଖାର୍ଜୀ ଦୁଇ ପିଲାଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ରାଣୀ ମୁଖାର୍ଜୀ ଜଣେ ମା ଭୂମିକାରେ ନଜର…
ଅଧିକ ଖବର ଦେଖନ୍ତୁ...

ସୁଇଗିରୁ ସାନିଟାରି ପ୍ୟାଡ ଅର୍ଡର କରିବା ପରେ ଯୁବତୀଙ୍କୁ ମାଗଣାରେ ମିଳିଲା ଏଭଳି ଜିନିଷ

ନୂଆଦିଲ୍ଲୀ: ଜଣେ ଯୁବତୀ ଅନଲାଇନ ସାନିଟାରି ପ୍ୟାଡ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ସେ ପାର୍ସଲ ଖୋଲି ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଡେଲିଭରି କରୁଥିବା ବ୍ୟକ୍ତି ତାଙ୍କୁ ସାନିଟାରି ପ୍ୟାଡ ସହିତ ଚକୋଲେଟ କୁକିଜ ପ୍ରଦାନ କରିଥିଲେ । ଟୁଇଟରରେ ସମୀରା ନାମକ ଯୁବତୀ ଏକ…
ଅଧିକ ଖବର ଦେଖନ୍ତୁ...

କେରଳ କଂଗ୍ରେସ ଅଫିସରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶିତ

ତିରୁବନନ୍ତପୁରମ: ଦଳର କିଛି ସଦସ୍ୟଙ୍କ ଭିନ୍ନମତ ସତ୍ତ୍ବେ କେରଳର କଂଗ୍ରେସ ୟୁନିଟ୍ ଶୁକ୍ରବାର ଦିନ ଜାତୀୟ ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିଛି । ଦଳୀୟ କର୍ମୀମାନେ ଏକାଠି ବସି ଏହାକୁ ଦେଖିଥିଲେ । ଏହି ବିବିସି…
ଅଧିକ ଖବର ଦେଖନ୍ତୁ...

ଏଣିକି ଅନଲାଇନରେ ବାଣ୍ଟିବି ସୁପର-୩୦ର ଜ୍ଞାନ: ଆନନ୍ଦ କୁମାର

ପାଟନା: ବିହାର ପାଟନାର ଚର୍ଚ୍ଚିତ ଗଣିତଜ୍ଞ ଆନନ୍ଦ କୁମାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଆନନ୍ଦ କୁମାରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ସେ କହିଛନ୍ତି ଯେ ପଦ୍ମଶ୍ରୀ ମିଳୁଥିବାର ଜାଣି ବିଶ୍ୱର ବିଭିନ୍ନ ସ୍ଥାନରୁ ପିଲାମାନେ ମୋତେ…
ଅଧିକ ଖବର ଦେଖନ୍ତୁ...

୮୫ବର୍ଷର ବୃଦ୍ଧ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ଏଭଳି ତେଲ କି ଚନ୍ଦା ମୁଣ୍ଡରେ ବି ଉଠୁଛି କେଶ; ଶାର୍କ ହେଲେ…

ନୂଆଦିଲ୍ଲୀ: ଟେଲିଭିଜନର ସୋ’ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ର  ଦ୍ବିତୀୟ  ସିଜନ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାକୁ ଯାଉଛି।  ଏଥିରେ ସେହି ଷ୍ଟାର୍ଟଅପକୁ ସୁଯୋଗ ଦିଆଯାଉଛି, ଯେଉଁମାନେ ଦେଶରେ କିଛି ପରିବର୍ତ୍ତନ ଆଣିବା ସହିତ କିଛି ନୂଆ କରିବାର କୌଶଳ ରଖିଛନ୍ତି। ଏଥିରେ ଭାଗ ନେଇଥିବା…
ଅଧିକ ଖବର ଦେଖନ୍ତୁ...

ବିଜୟଧାରାକୁ ଫେରିଲା ଭାରତ; ଜାପାନକୁ ୮-୦ରେ ହରାଇଲା

ରାଉରକେଲା: ଚଳିତ ପୁରୁଷ ହକି ବିଶ୍ବକପରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲରୁ ବାଦ୍ ପଡ଼ିବାପରେ ଗୁରୁବାରଠାରୁ ନବମ ସ୍ଥାନ ପାଇଁ ଲଢ଼େଇ ଆରମ୍ଭ କରିଛି। ଆଜି ରାଉରକେଲାସ୍ଥ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାପାନ ବିପକ୍ଷ ମ୍ୟାଚ୍କୁ ଭାରତ ୮-୦ ଗୋଲ୍ରେ ଏକତରଫାଭାବେ ଜିତି ନେଇଛି। ଭାରତୀୟ ଦଳ…
ଅଧିକ ଖବର ଦେଖନ୍ତୁ...

ଛାତିରେ ଯନ୍ତ୍ରଣା ପରେ ବରିଷ୍ଠ ବଲିଉଡ୍ ଅଭିନେତା ଅନୁ କପୁର ହସପିଟାଲରେ ଭର୍ତ୍ତି

ମୁମ୍ବାଇ : ବଲିଉଡର ବରିଷ୍ଠ ଅଭିନେତା ଅନ୍ନୁ କପୁରଙ୍କ ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, ଯାହା ପରେ ତାଙ୍କୁ ତୁରନ୍ତ  ସାର ଗଙ୍ଗାରାମ ହସପିଟାଲ ନିଆଯାଇଥିଲା । ତାଙ୍କୁ କାର୍ଡିଓଲୋଜୀ…
ଅଧିକ ଖବର ଦେଖନ୍ତୁ...

୪ ଖଣ୍ଡରେ ଭାଙ୍ଗିଯିବ ପାକିସ୍ତାନ, ଭାରତରେ ମିଶିବ ୩ ଖଣ୍ଡ: ରାମଦେବ

ହରିଦ୍ୱାର: ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ଯେ ଖୁବ ଶୀଘ୍ର ପାକିସ୍ତାନ ଚାରି ଭାଗରେ ଭାଙ୍ଗିଯିବ ଏବଂ ବିଶ୍ୱ ମାନଚିତ୍ରରୁ ଏହା ହଜିଯିବ | ସେ କହିଛନ୍ତି ଯେ ଭାରତ ସହିତ ବାଲୁଚିସ୍ତାନ, ପଞ୍ଜାବ ଏବଂ ସିନ୍ଧ ପ୍ରଦେଶ ସହ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଭାରତ ସହ ମିଶିଯିବ | ଏହା…
ଅଧିକ ଖବର ଦେଖନ୍ତୁ...