Daily Archives

January 27, 2023

‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗ ନେଲେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ଜୟପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସମସ୍ତ ବିଦ୍ୟାଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଙ୍କର ପ୍ରଶ୍ନର ଆଲୋଚନା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଦିନେ ବ୍ୟାଙ୍କରେ ୪ ହଜାର ଟଙ୍କାରେ ଚାକିରି କରୁଥିଲେ ‘ବାଘା’, ଆଜି କୋଟି କୋଟି ଟଙ୍କାର ମାଲିକ

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ 'ତାରକ ମେହେଟା କା ଓଲଟା ଚଷମା' ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଛି | ଏହି ଶୋ’ର ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି | ଧାରାବାହିକର ଜେଠାଲାଲ ହୁଅନ୍ତୁ କି ବାଘା | ଶୋ’ରେ ବଙ୍କା ହୋଇ ଚାଲୁଥିବା ବାଘା…
ଅଧିକ ଖବର ଦେଖନ୍ତୁ...

ସରବତ ଦୋକାନୀ ସାପ ସହିତ ସେଲଫି ନେଇ ସବୁଦିନ ପାଇଁ ବୁଜିଲେ ଆଖି

ନୂଆଦିଲ୍ଲୀ: ହିଂସ୍ର ଓ ବିଷଧର ଜନ୍ତୁଙ୍କ ଠାରୁ ସର୍ବଦା ଦୂରରେ ରହିବା ଉଚିତ ବୋଲି କୁହାଯାଇଥାଏ। ହିଂସ୍ର ଓ ବିଷଧର ଜନ୍ତୁଙ୍କ ସହିତ ଖେଳିବା ଅର୍ଥ ନିଜ ଜୀବନକୁ ବିପଦରେ ପକାଇବା । ଏହା ସତ୍ତ୍ବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ହିଂସ୍ର ଓ ବିଷଧର ଜନ୍ତୁଙ୍କ ସହିତ ଖେଳି…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ଶିଶୁର ଓଜନକୁ ଦେଖି ଚିନ୍ତାରେ ମା’, କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି

ନୂଆଦିଲ୍ଲୀ: ୫ବର୍ଷର ଜଣେ କୁନି ଶିଶୁର ଓଜନ ୪୫କିଲୋରେ ପହଞ୍ଚି ଯାଇଛି। ଶିଶୁ ଜଣକ ଯେତିକି ଖାଦ୍ୟ ଖାଇବା କଥା ତା’ଠାରୁ ଅଧିକ ଖାଦ୍ୟ ଖାଉଥିବା କୁହାଯାଉଛି। ସେ ଯେତେ ବି ଖାଇଲେ ତାକୁ ଭୋକ ଲାଗିଥାଏ, ସେ ପୁଣିଥରେ ଖାଇବାକୁ ଖୋଜିଥାଏ। ଏଥିପାଇଁ ଶିଶୁର ମା’ ଚିନ୍ତାରେ ରହିବା ସହିତ କ’ଣ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ଯାତ୍ରୀବାହୀ ବସ୍‌, ୧୩ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର-ନିଳୋକ ପୂର୍ତ୍ତ ବିଭାଗ ରାସ୍ତାର କୁଲଣାବଜାର ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳେ ଭଦ୍ରକରୁ ମଞ୍ଜୁରୀରୋଡ଼ ଯାଉଥିବା ଘରୋଇ ଯାତ୍ରୀବାହୀ ଅମ୍ରିତ ନାମକ ଓଆର୨୨ଏ-୨୮୦୯ ବସ କୁଲଣା…
ଅଧିକ ଖବର ଦେଖନ୍ତୁ...

ବର ବେକରୁ ଦେଢ଼ ଲକ୍ଷ ଟଙ୍କାର ଟଙ୍କାମାଳ ନେଇ ପଳାଇଥିବା ଅଭିଯୁକ୍ତ ଅଟକ

ନୂଆଦିଲ୍ଲୀ: କନ୍ୟାକୁ ଆଣିବାକୁ ସଜ୍ଜିତ ହୋଇ ଶୋଭାଯାତ୍ରାରେ ଯାଉଥିଲେ ବର | ବରଯାତ୍ରୀ ସାଙ୍ଗକୁ ଡିଜେ ସାଉଣ୍ଡରେ ପରିବେଶ କମ୍ପୁଥିବାବେଳେ ବରଙ୍କ ବେକରେ ଥିଲା ଟଙ୍କା ମାଳ | ତେବେ ଜଣେ ଅଭିଯୁକ୍ତ ଆସି ଆଖିପିଛୁଳାକେ ଟଙ୍କା ମାଳ ନେଇ ଫେରାର ହୋଇଯାଇଥିଲା | ପୁଲିସରେ ଅଭିଯୋଗ ପରେ ଏବେ ଏହି…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭର ମୃତ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ମୋତିଗାଁ ନିକଟସ୍ଥ ଭଣ୍ଡାରନଦୀ ପୋଲ ନିକଟରେ ଭାରସାମ୍ୟ ହରାଇ ସାଲେଭଟା ଗ୍ରାମର ସି ଜି -୦୪ ଏମ. ଏନ ୨୩୭୩ ନମ୍ବର ଯୁକ୍ତ ଟ୍ରାକ୍ଟର ଖସି ପଡିବାରୁ ଗାଡିର ଡ୍ରାଇଭର ତେଜରାଜ ପୂଜାରୀ (୨୩) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଦାୟିତ୍ବରେ ଅବହେଳାକୁ ନେଇ ‘ସିଏମ୍‌ସି’ର ଏମ୍‌ପିଏଚ୍‌ସିଙ୍କୁ ନିଲମ୍ବନ

କଟକ: ପୌର ନିଗମରେ କାର୍ଯ୍ୟରତ ମଲ୍‌ଟି ପର୍ପୋଜ ହେଲେଥ୍‌ ସୁପରଭାଇଜର ବା ଏସ୍‌ଆଇ ଭାବେ କାର୍ଯ୍ୟରତ ରୁଦ୍ର ନାରାୟଣ ମିଶ୍ରଙ୍କୁ ଚାକିରିରୁୁ ନିଲମ୍ବିନ କରାଯାଇଛି। ଦାୟିତ୍ବ ସଂପାଦନରେ ଅବହେଳା କରିଥିବାରୁ ଶ୍ରୀ ମିଶ୍ରଙ୍କ ବିରୋଧ‌ରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସରେ ଅବ୍ୟବସ୍ଥା ଓ ବ୍ଲକର ଅଚଳାବସ୍ଥା ନେଇ ବିଡିଓଙ୍କୁ ଘେରିଲେ ଜନପ୍ରତିନିଧି

ଯୁଯୁମୁରା: ୭୪ତମ ସାଧାରଣତନ୍ତ୍ର ଦିବସରେ ହୋଇଥିବା ଅବ୍ୟବସ୍ଥା ଓ ଦୀର୍ଘ ୪ ମାସ ଧରି ବ୍ଲକର ଅଚଳାବସ୍ଥା ନେଇ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବିଡିଓ ଶୁକ୍ରବାର ଜନପ୍ରତିନିଧିଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ରାଞ୍ଚିରେ ଭାରତ ବିପକ୍ଷରେ ୨୧ ରନ୍‌ରେ ଜିତିଲା ନ୍ୟୁଜିଲାଣ୍ଡ, ଶୃଙ୍ଖଳା ୧-୦ରେ ଆଗୁଆ

ରାଞ୍ଚି: ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଶୁକ୍ରବାର ନ୍ୟୁଜିଲାଣ୍ଡ ଜିତିଛି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌କୁ ୨୧ ରନ୍‌ରେ ବିଜୟ ହାସଲ କରିଛି। ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ (ଜେଏସ୍‌ସିଏ) ଅନ୍ତର୍ଜାତୀୟ ଆୟୋଜକ ଭାରତ ଟସ୍‌…
ଅଧିକ ଖବର ଦେଖନ୍ତୁ...