Daily Archives

January 28, 2023

ଗୃହ ନିର୍ମାଣ ଟଙ୍କା ଦେଇ ନପାରିବାରୁ ମହିଳାଙ୍କୁ ଦୁଷ୍କର୍ମ!

ଖୋର୍ଦ୍ଧା: ସେ ଥିଲେ ଅସହାୟ ମହିଳା । କାହିଁ ୬୦-୭୦ କିମି ଦୂରରୁ ଖୋର୍ଦ୍ଧା ଆସି ଏକ ବସ୍ତିର ଝୁମ୍ପୁଡ଼ି ଘରେ ରହି ଅନ୍ୟ ଘରେ କାମ କରି ପେଟ ପୋଷୁଥିଲେ । ସେ ରହୁଥିବା ସରକାରୀ ଜମିରେ ଘରଟିଏ ନିର୍ମାଣ କରିବାକୁ କିଛି ଅର୍ଥ ଯୋଗାଡ଼ କରିଥିଲେ ମଧ୍ୟ ଯଥେଷ୍ଟ ନଥିଲା । ଏହି ସମୟରେ ପଶ୍ଚିମବଙ୍ଗରୁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଜନ୍ମ ହୋଇଥିବା ସମସ୍ତ ବ୍ୟକ୍ତି ହିନ୍ଦୁ: କେରଳ ରାଜ୍ୟପାଳ ଆରିଫ ଅହମ୍ମଦ

ତିରୁବନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମାଲାୟାଲୀ ହିନ୍ଦୁମାନଙ୍କ ଦ୍ୱାରା ଆୟୋଜିତ ହିନ୍ଦୁ ସମ୍ମିଳନୀର ଉଦଘାଟନୀ ସମାରୋହରେ ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ବିବିସି ଡକ୍ୟୁମେଣ୍ଟାରୀକୁ ଟାର୍ଗେଟ କରିଛନ୍ତି । ଖାନ କହିଛନ୍ତି ଯେ ଭାରତ ପାଇଁ ଅନ୍ଧକାରର ଭବିଷ୍ୟବାଣୀ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଆଥିଆ ପୋଷ୍ଟ୍‌ କରିଥିବା ସୁନୀଲ ସେଟ୍ଟୀଙ୍କ ବିଳାସମୟ ଘରର ଏହି ଫଟୋ ସବୁ ଦେଖିଛନ୍ତି?

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ବିବାହ ହେବା ପ‌ରେ ସୋସିଆଲ୍‌ ମିଡିଆରେ ଏହି ଯୋଡ଼ିଙ୍କର ଅନେକ ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଚାଲିଛି। ଏହି ଫଟୋ ଭିଡିଓରେ ସବୁ ସୁନୀଲ ସେଟ୍ଟୀଙ୍କ ବିଳାସମୟ ଘର ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଆଇରନ୍‌ କିମ୍ବା ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସହ ପିଅନ୍ତୁ ନାହିଁ ଚା’; ଉପୁଜିପାରେ ଅନେକ ସମସ୍ୟା

ପ୍ରାୟତଃ ଲୋକେ ନିଜ ଦିନର ଆରମ୍ଭ ଚା’ କିମ୍ବା କପେ କଫିରୁ କରିଥାନ୍ତି। ସେମାନଙ୍କୁ ଏହା ଫୂର୍ତ୍ତି  ତଥା ସତେଜ ଅନୁଭବ କରାଇଥାଏ । କିଛି ଲୋକ ଚା’ ସହିତ ଅନେକ ଜିନିଷ ଖାଇଥାନ୍ତି। କିନ୍ତୁ କିଛି ଜିନିଷ ଏମିତି ରହିଛି, ଯାହାକୁ ଚା’ ସହିତ ଖାଇବା ଦ୍ୱାରା ତାହାର କୁ-ପ୍ରଭାବ ଶରୀର ଉପରେ…
ଅଧିକ ଖବର ଦେଖନ୍ତୁ...

ଥମୁନି ଚାଉଳ ଦୁର୍ନୀତି: ୨୦୦ରୁ ଊର୍ଦ୍ଧ୍ବ ଗରିବଙ୍କ ୩ କିସ୍ତିର ଖାଦ୍ୟ ଲୁଟ୍! ଧାରଣାରେ ବସିଲେ ହିତାଧିକାରୀ 

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର: କେହି ଭୋକରେ ରହିବେ ନାହିଁ। ସରକାର ଖଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ଆଗୁଆ ୩ ମାସର ଚାଉଳ ପ୍ରଦାନ କରିବା ସହ ବିଭିନ୍ନ ସମୟରେ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗରିବଙ୍କ ଖାଦ୍ୟ ଶସ୍ୟ…
ଅଧିକ ଖବର ଦେଖନ୍ତୁ...

୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ କି ରାହୁଲ? ପ୍ରଶ୍ନରେ ଗୀତା ବାଣୀ କହିଲେ ଜୟରାମ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ହେବ | କିନ୍ତୁ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ବିରୋଧୀଦଳରୁ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବ? କଂଗ୍ରେସ ବିରୋଧୀ ଦଳର ନେତୃତ୍ୱ ନେବ କି? ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ବିରୋଧୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବନ୍ଧୁର ସାହାଯ୍ୟ ନେବେ। ସୋମ, ମଙ୍ଗଳ ଓ ବୁଧବାର: ସବୁ କାମରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: କବିମାନଙ୍କ ଲାଗି ସମୟ ଭଲ। ଶନିବାର: ବିବାଦଠାରୁ ଦୂରରେ ରହନ୍ତୁ। ରବିବାର: ପ୍ରିୟଜନ ମିଳନ। ସୋମ, ମଙ୍ଗଳ ଓ ବୁଧବାର: କାମ ବିନା ବାଧାରେ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ଟ୍ରାକ୍ଟର; ୨ ମହିଳା ଓ ଜଣେ ଶିଶୁ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ମୀପ୍ରସାଦ: କପା ତୋଳି ସାରି ଟ୍ରାକ୍ଟରରେ ବସି ଘରକୁ ଫେରିବା ବାଟରେ ମହିଳାମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବୌଦ୍ଧ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲି ଛକଠାରେ ଟ୍ରାକ୍ଟରଟି ଓଲଟିପଡ଼ିଛି। ପ୍ରାୟ ୫୦ ଜଣ ମହିଳା ଓ ଶିଶୁ ଶ୍ରମିକଙ୍କୁ ନେଇ ଫେରୁଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଏବେ ଗାଁକୁ ଫେରିଯିବି ବୋଲି ଭାବୁଛି; କାହିଁକି ଏଭଳି କହିଲେ ଶାହରୁଖ

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆକାଉଣ୍ଟ୍‌ ନିଷ୍କ୍ରିୟ ନୀତିରେ ପରିବର୍ତ୍ତନ ଆଣିଲା ଟ୍ବିଟର୍‌, ଫେବ୍ରୁଆରି ପହିଲାରୁ ହେବ ଲାଗୁ

ମୁମ୍ବାଇ: ଏଲନ ମସ୍କ ଟ୍ବିଟର୍‌ ନୂଆ ମାଲିକ ହେବା ପରଠାରୁ କିଛି ନା କିଛି ପରିବର୍ତ୍ତନ ହୋଇଚାଲିଛି। କମ୍ପାନି ଏବେ ଆକାଉଣ୍ଟ୍‌ ନିଷ୍କ୍ରିୟ ନୀତିରେ ପରିବର୍ତ୍ତନ ଆଣିଛି। ଶୁକ୍ରବାର ଏ ନେଇ ଟ୍ବିଟର୍‌ ପକ୍ଷରୁ ସୂଚନା ଦିଆଯାଇଛି। ଫେବ୍ରୁଆରି ପହିଲାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...