Daily Archives

January 29, 2023

ବିଧାନସଭାରେ ପହଞ୍ଚିଲା ନବ ଦାସଙ୍କ ମର ଶରୀର

ଭୁବନେଶ୍ବର: ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରବିବାର ଗୁଳିମାଡରେ ମୃତ୍ୟୁ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ହେବା ପରେ ରାତି ସାଢ଼େ ୧୧ଟାରେ ବିଧାନସଭା ପରିସରରେ ପହଞ୍ଚିଛି। ବିଭିନ୍ନ ଦଳର ବିଧାୟକ ଓ ମନ୍ତ୍ରୀମାନେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅନୁରାଗ କାଶ୍ୟପଙ୍କ ଫିଲ୍ମରେ ଡିଜେ ଭୂମିକାରେ ନଜର ଆସିବେ ବିକି

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଫିଲ୍ମ 'ଅଲମୋଷ୍ଟ ପ୍ୟାର ଉଇଥ ଡିଜେ ମୋହବତ'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଅନୁରାଗ କାଶ୍ୟପ। ବିକି କୌଶଲ ନିଜେ ସୋସିଆଲ ମିଡିଆରେ 'ଅଲମୋଷ୍ଟ ପ୍ୟାର ଉଇଥ ଡିଜେ ମୋହବତ'ରେ ନିଜର ଲୁକ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ…
ଅଧିକ ଖବର ଦେଖନ୍ତୁ...

ନବ ଦାସଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ ଘୋଷିତ

ଭୁବନେଶ୍ବର: ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରବିବାର ଗୁଳିମାଡରେ ମୃତ୍ୟୁ ହୋଇଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ଗୋପାଳ ଦାସ ନାମକ ଜଣେ ଏଏସଆଇ ଅତି ନିକଟରୁ ତାଙ୍କୁ ଗୁଳିମାଡ କରିଥିଲେ। ପରେ ଏୟାରଲିଫ୍ଟରେ ତାଙ୍କୁ ଆପୋଲ ହସ୍ପିଟାଲକୁ…
ଅଧିକ ଖବର ଦେଖନ୍ତୁ...

ଆର୍ସେନିକ ମିଶ୍ରିତ ପାଣି ପିଇବା ଦ୍ବାରା ହେଉଛି ଗଲବ୍ଲାଡର କ୍ୟାନସର: ଅଧ୍ୟୟନ

ନୂଆଦିଲ୍ଲୀ: କର୍କଟ ରୋଗ ଏକ ମାରାତ୍ମକ ରୋଗ। ଏହାର ଶିକାର ହେଲେ ରୋଗୀଙ୍କ ବଞ୍ଚିବା ପ୍ରାୟ ଅସମ୍ଭବ ହୋଇପଡ଼ୁଥିବା ବେଳେ ଏ ପର୍ଯ୍ୟନ୍ତ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଅବ୍ୟର୍ଥ ଔଷଧ ଆସିପାରିନାହିଁ। କେମୋଥେରାପି ମାଧ୍ୟମରେ ରୋଗୀର ଚିକିତ୍ସା କରାଯାଉଥିବା ବେଳେ ବର୍ଷକୁ ଅନେକ ଲୋକ…
ଅଧିକ ଖବର ଦେଖନ୍ତୁ...

ପାଠ କରି ନଥିବାରୁ ଶିକ୍ଷୟିତ୍ରୀଙ୍କୁ ଶିଶୁ କିଭଳି ଉତ୍ତର ଦେଉଛି ଦେଖନ୍ତୁ

ନୂଆଦିଲ୍ଲୀ: ଛୋଟ ପିଲାମାନଙ୍କର ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଅନେକ ଥର ସେମାନେ ସେମାନଙ୍କର ବିଦ୍ୟାଳୟରେ ମଜାଳିଆ କାମ କରିଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ସମୟସମୟରେ ସେମାନେ ପିତାମାତାଙ୍କୁ କିପରି ହଇରାଣ କରୁ ଥାଆନ୍ତି ତାହାର ଭିଡିଓ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ମୁଁ ହିଁ ତିନିଟି ମନ୍ଦିର ଭାଙ୍ଗିଥିଲି, ଜାଣିଥିଲି ଭୋଟ ମିଳିବ ନାହିଁ: ଡ଼ିଏମକେ ସାଂସଦ ଟିଆର ବାଲୁ

ଚେନ୍ନାଇ: ତାମିଲନାଡୁରେ କ୍ଷମତାରେ ଥିବ ଡ଼ିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଟିଆର ବାଲୁ ଶନିବାର ଦିନ କହିଛନ୍ତି ଯେ ବିକାଶ ସମ୍ବନ୍ଧୀୟ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସେ ଅନେକ ଥର ଧାର୍ମିକ ବିଶ୍ୱାସ ସହ ସାଲିସ କରିଛନ୍ତି। ମଦୁରାଇରେ ସେତୁସମୁଦ୍ରମ୍ ପ୍ରକଳ୍ପକୁ ସମର୍ଥନ…
ଅଧିକ ଖବର ଦେଖନ୍ତୁ...

୨ୟ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ; ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ହରାଇଲା, ୧-୧ରେ ଶୃଙ୍ଖଳା

ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ରବିବାର ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଭାରତ ଏହି ମ୍ୟାଚ୍‌କୁ ଶେଷ ବଲ୍‌ ବାକି ଥାଇ ୬ଟି ୱିକେଟ୍‌ରେ ଜିତିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବା‌ଜପେୟୀ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ୧୦୦ ରନ୍‌ର ବିଜୟ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ଓ ଶାହରୁଖ ଖାନ୍ ବିକ୍ରି ହୁଅନ୍ତି: ନେହା ଧୁପିଆ

ମୁମ୍ବା‌ଇ: ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଏବେ ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମର କାହାଣୀ ଓ ସେଥିରେ ଥିବା ଆକ୍ସନ ଦୃଶ୍ୟ ଏବେ ଦର୍ଶକଙ୍କ ମନ କିଣୁଛି। ଚାରି ବର୍ଷ ପରେ ଶାହରୁଖ ଖାନ ବଡ ଧମାକା ସହିତ ପରଦାକୁ ଫେରିଥିବା ବେଳେ ଏହି ଫିଲ୍ମ ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ…
ଅଧିକ ଖବର ଦେଖନ୍ତୁ...

ଅତିଥିଙ୍କ ସାମ୍ନାରେ ବର ତାଙ୍କ ବାପାଙ୍କୁ ଚାପୁଡ଼ା ମାରିବା ଦେଖି କନ୍ୟା ଭାଙ୍ଗି ଦେଲେ ବାହାଘର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବର ନିଜ ପିତାଙ୍କୁ ଅତିଥିମାନଙ୍କ ସାମ୍ନାରେ ଚାପୁଡ଼ା ମାରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କନ୍ୟା ଉକ୍ତ ବରଙ୍କୁ ବିବାହ କରି ପାରିବେ ନାହିଁ ବୋଲି ବିବାହ ମଣ୍ଡପରେ ଠୋକ‌ଠୋକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ପରିଶ୍ରମର ସନ୍ତୋଷଜନକ ଫଳ ମିଳିବ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। ବୃଷ: ଆର୍ଥିକ ସ୍ଥିତିରେ ଉଠାପକା ଲାଗି ରହିବ। ମଉଜ ମଜଲିସ ପାଇଁ କିଛି ଭଲ ସୁଯୋଗ ପାଇବେ। ସ୍ବୟଂକୁ ସଠିକ୍ ପ୍ରମାଣିତ…
ଅଧିକ ଖବର ଦେଖନ୍ତୁ...