Daily Archives

January 29, 2023

କର୍ଣ୍ଣାଟକର ପ୍ରବାସୀ ଭୋଟରଙ୍କୁ ମନାଇବାକୁ ଆସିବେ ସେହି ରାଜ୍ୟର ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ​​ଜିତିବାକୁ ବିଜେପି ଆଞ୍ଚଳିକ ନେତାମାନଙ୍କୁ ମଇଦାନକୁ ଓହ୍ଲାଇବ | ବିଶେଷ କରି ରାଜ୍ୟରେ ରହୁଥିବା ପ୍ରବାସୀ ଭୋଟରଙ୍କ ଭୋଟ ପାଇବାକୁ ସେହି ସବୁ ରାଜ୍ୟର ନେତାଙ୍କୁ କର୍ଣାଟକକୁ ଡକାଯାଇଛି | ଏଥିମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ନବଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର…
ଅଧିକ ଖବର ଦେଖନ୍ତୁ...

ମୋତେ ଟିକେ ଛୁଇଁବାକୁ ଦିଅ; କାଷ୍ଟିଂ କାଉଚର ଦୁଃଖ ବଖାଣିଲେ ଅଙ୍କିତ ଗୁପ୍ତା

ମୁମ୍ବାଇ: ଧାରାବାହିକ 'ଉଡାରିଆନ୍'ରୁ ଖ୍ୟାତି ଅର୍ଜନ କରିଥିବା ଅଙ୍କିତ ଗୁପ୍ତା ବିଗ୍ ବସ୍ ୧୬ରେ ନଜର ଆସିଥିଲେ। ଏହି ରିୟାଲିଟି ସୋ’ରେ ତାଙ୍କ ଶାନ୍ତ ସ୍ବଭାବକୁ ସମସ୍ତେ ପସନ୍ଦ କରିଥିବା ଦେଖାଯାଇଥିଲା। ଏହି ସୋ’ରୁ ବାହାରିବା ପରେ ବର୍ତ୍ତମାନ ସେ ଏକ ନୂଆ ଧାରାବାହିକ ସହିତ ପରଦାକୁ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ହକି ବିଶ୍ବକପ୍‌: କଳିଙ୍ଗରେ କମାଲ କଲା ଜର୍ମାନି, ବେଲଜିୟମ୍‌କୁ ପରାସ୍ତ କରି ହେଲା ଚାମ୍ପିଅନ୍‌

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଜର୍ମାନି ଓ ବେଲଜି୍ୟମ ମଧ୍ୟ‌େରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ନିୟମିତ ସମୟରେ ଫଳାଫଳ ନବାହାରିବାରୁ ସୁଟ୍‌ଆଉଟ୍‌ ଖେଳାଯାଇଛି। ଏଥିରେ ଜର୍ମାନିର ବିଜୟ ହୋଇଛି। ଜର୍ମାନି ୩(୫)-୩(୪)‌…
ଅଧିକ ଖବର ଦେଖନ୍ତୁ...

୫୮ବର୍ଷ ବୟସରେ ହାଏହିଲ୍ସ ପିନ୍ଧି ରାମ୍ପରେ ଚାଲିବା ମଡେଲଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଫ୍ୟାସନ ଉଇକ କିମ୍ବା ଅନ୍ୟ କୌଣସି ବଡ ଫ୍ୟାସନ ଇଭେଣ୍ଟରେ ଆପଣମାନେ ମଡେଲମାନଙ୍କୁ ରାମ୍ପୱାକ କରୁଥିବା ନିଶ୍ଚୟ ଦେଖିଥିବେ। ଏହି ସମୟରେ ସମସ୍ତଙ୍କ ନଜର ରାମ୍ପରେ ଚାଲିଚାଲି ଆସୁଥିବା ମଡେଲଙ୍କ ଉପରେ ରହିଥାଏ। ରାମ୍ପରେ ଚାଲିବା ସମୟରେ ମଡେଲ୍ ଉଚ୍ଚ ହିଲ୍ ପିନ୍ଧିଥିବାର…
ଅଧିକ ଖବର ଦେଖନ୍ତୁ...

୨ୟ ଟି-୨୦: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦମ୍‌ଦାର ବୋଲିଂ, ୯୯ ରନ୍‌ରେ ଅଟକାଇଲା ଟିମ୍‌ ଇଣ୍ଡିଆ

ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ରବିବାର ଭାରତ ଦମଦାର ବୋଲିଂ କରିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବା‌ଜପେୟୀ ଏକାନା କ୍ରିକେଟ୍‌ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର ସମସ୍ତ ବୋଲର ଭଲ ବୋଲିଂ ଓ ଫିଲ୍ଡିଂ କରିଛନ୍ତି। ଭାରତୀୟ ଟିମ୍‌ ୯୯ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

ଗୁଳି ଚଳାଇଥିବା ମୁଲାୟମଙ୍କୁ ପଦ୍ମ ବିଭୂଷଣ ଦେଲ, ଵାଲାସାହେବଙ୍କୁ କାହିଁକି ଦେଲ ନାହିଁ: ସଞ୍ଜୟ ରାଉତ

ମୁମ୍ବାଇ: ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ନାମ ମଧ୍ୟ ରହିଥିଲା। ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ବିଦାୟ ନବକିଶୋର ! ଚାରି ଦଶନ୍ଧିର ଘଟଣାବହୁଳ ରାଜନୈତିକ ଜୀବନର ଅବସାନ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଉ ନାହାନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଜଣେ ପୁଲିସ ଏଏସ୍‌ଆଇଙ୍କ ଗୁଳିମାଡ଼ର ଶିକାର ହେଲା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୬୧ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ବର ଆପଲୋ ହସ୍‌ପିଟାଲରେ ସ୍ବତନ୍ତ୍ର ମେଡିକାଲ ବିଶେଷଜ୍ଞ ଟିମ୍‌…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ଯଦି ସବୁ ଠିକ ତା’ହେଲେ କାହିଁକି ଶାହା ଲାଲ ଚୌକ୍ ପର୍ଯ୍ୟନ୍ତ ଚାଲୁନାହାଁନ୍ତି: ରାହୁଲ ଗାନ୍ଧୀ

ଶ୍ରୀନଗର: ରବିବାର ଦିନ ଜମ୍ମୁ କଶ୍ମୀରର ଶ୍ରୀନଗରରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ରାହୁଲ ଗାନ୍ଧୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ପୁଣି ଥରେ ବିଜେପି ସରକାରକୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ନବ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଟୁଇଟ୍‌ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ…
ଅଧିକ ଖବର ଦେଖନ୍ତୁ...