ରାୟଗଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର: ବାହାର ଚିକ୍କଣ୍, ଭିତର ଫମ୍ପା
ରାୟଗଡା: ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟସେବା। ଜଣେ ମାତ୍ର ଡାକ୍ତରରେ ଚାଲିଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଫାର୍ମାସିଷ୍ଟ୍ ଓ ଲ୍ୟାବ୍ ଟେକ୍ନିସିଆନ୍। ରକ୍ତଚାପ, ମଧୁମେହକୁ ଛାଡ଼ିଲେ ଅନ୍ୟ କୌଣସି ରୋଗର ପରୀକ୍ଷାନୀରିକ୍ଷା ଏଠାରେ ହୋଇପାରୁନି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...