Daily Archives

January 30, 2023

ଭଲ ପାଇବା ସୁଦୃଢ଼ କରିବାକୁ ଲିଙ୍ଗ ପରିବର୍ତ୍ତନ କରି ରବିରୁ ରିୟା ହୋଇଥିବା କିନ୍ନର କହିଲେ ନିଜ ସଂଘର୍ଷମୟ ଜୀବନ…

ନୂଆଦିଲ୍ଲୀ: ପଞ୍ଜାବର ଅମ୍ରିତସରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ପୁଅ ପରସ୍ପରକୁ ଅନେକ ଦିନ ହେବ ଭଲ ପାଉଥିଲେ । ନିକଟରେ ଦୁହେଁ ବିବାହ କରିଥିବା ଖବର ସାମ୍ନାକୁ ଆସିଛି।  ଏହି ଦୁଇ ପୁଅଙ୍କ ମଧ୍ୟରୁ ରବି ବିବାହ ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ସେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାରାଦିନ ମନ ପ୍ରସନ୍ନ ରହିବ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ବୃଷ: ଲେଖକଙ୍କ ବିଚାରକୁ ସମ୍ମାନ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ଘରକୁ ଅନ୍ତରଙ୍ଗ ବନ୍ଧୁ…
ଅଧିକ ଖବର ଦେଖନ୍ତୁ...

ପେଶାଓ୍ବାର ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ତେହେରିକ ଏ-ତାଲିବାନ-ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

ପେଶାଓ୍ବର : ପାକିସ୍ତାନର ପେଶାଓ୍ବରର ପୁଲିସ ଲାଇନ ଅଂଚଳରେ ଥିବା ଏକ ମସଜିଦରେ ସୋମବାର ଅପରାହ୍ଣରେ ହୋଇଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି । ଏହା ସହିତ ୧୫୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର…
ଅଧିକ ଖବର ଦେଖନ୍ତୁ...

ଧାନଭି ଟାଉନସିପ ଶିବମନ୍ଦିର ସହ ଅନ୍ୟ ୮ମନ୍ଦିରର ପଡ଼ିଲା ରତ୍ନମୁଦ

ଜୟପୁର: ଡଙ୍ଗାଗୁଡା ନିକଟସ୍ଥ ଧାନଭି ଟାଉନସିପ ମଧ୍ୟରେ ଧାନଭି ମନ୍ଦିର ପୂଜା କମିଟି ପକ୍ଷରୁ ଗତକାଲିଠାରୁ ମହାପ୍ରଭୁ ଶିବ ମନ୍ଦିର ସହ ଗଣେଷ, କାର୍ତ୍ତିକ, ହନୁମାନ, ରାମ ,ଲଲିତାଦେବୀ, କାଳଭୈରବୀ, ଦତ୍ତାତ୍ରେୟ ଓ ନବଗ୍ରହ ଆଦି ୯ଟି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଆଜି ହୋମଯଜ୍ଞ…
ଅଧିକ ଖବର ଦେଖନ୍ତୁ...

ନିର୍ମାଣ ସରିବାର ବର୍ଷକ ପରେ ବି କାର୍ଯ୍ୟକ୍ଷମ ହେଉନି ଦିବ୍ୟାଙ୍ଗ କୋଠା

ଜୟପୁର: ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଦିବ୍ୟାଙ୍ଗ କୋଠା। ତେବେ ନିର୍ମାଣର ବର୍ଷକ ପରେ ବି ଏହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ଦିବ୍ୟାଙ୍ଗ ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ହୋଇ ବି କ୍ରିକେଟର ଦିନେଶ କାର୍ତ୍ତିକଙ୍କ ପତ୍ନୀଙ୍କୁ ତାଙ୍କଠାରୁ ଛଡ଼ାଇ ନେଇଥିଲେ କ୍ରିକେଟର ମୁରଲୀ ବିଜୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାଇଲିସ୍ ଓପନିଂ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଆଜି ଅପରାହ୍ନରେ ମୁରଲୀ ବିଜୟ ସୋସିଆଲ ମିଡିଆରେ ଏହା ଘୋଷଣା କରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ଭାରତ…
ଅଧିକ ଖବର ଦେଖନ୍ତୁ...

କ୍ୟାବ ବୁକ କରିବା ପରେ ଚାଳକ ଗ୍ରାହକଙ୍କ ପାଖକୁ ପଠାଇଲେ ଏଭଳି ବାର୍ତ୍ତା, ଯାହାର ସ୍କ୍ରିନସଟ ହେଲା ଭାଇରାଲ

ନୂଆଦିଲ୍ଲୀ: ପ୍ରାୟତଃ ଲୋକମାନେ କ୍ୟାବ ବୁକ କରିବା ପ‌ରେ ଚାଳକ କେଉଁଠାରେ ଅଛନ୍ତି ତାହା ଜାଣିବା ପାଇଁ କଲ୍ କି ମେସେଜ କରିଥାଆନ୍ତି। ଏହାପରେ ଚାଳକ କେଉଁଠାରେ ଅଛନ୍ତି, ଆସିବା ପାଇଁ କେତେ ସମୟ ଲାଗିବ ତାହା ଗ୍ରାହକଙ୍କୁ ଜଣାଇ ଦେଇଥାଆନ୍ତି। ଏହି କ୍ରମରେ ନିକଟରେ ଜଣେ କ୍ୟାବ ଚାଳକ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଏବିଭିପିର ବିଶାଳ ଛାତ୍ର ସମାବେଶ ଓ ଶୋଭାଯାତ୍ରା

ରାଇରଙ୍ଗପୁର: ରାଇରଙ୍ଗପୁର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାରୁ ୨୫ଟି ମହାବିଦ୍ୟାଳୟର ବିଭିନ୍ନ ଛାତ୍ର ନେତା ଓ ଛାତ୍ରୀ ନେତ୍ରୀମାନେ କଲେଜର ବିଭିନ୍ନ ସମସ୍ୟା ଏବଂ ଶିକ୍ଷା, ସୁରକ୍ଷା ଓ ରୋଜଗାରକୁ ନେଇ ରଣହୁଙ୍କାର ଦେଇଥିଲେ। ପ୍ରଥମେ ରାଇରଙ୍ଗପୁର ଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ନବ ଦାସଙ୍କୁ ଗୁଳିମାଡ ଘଟଣାରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର | ତଦନ୍ତର ତଦାରଖ ପାଇଁ କାର୍ଯ୍ୟରତ/ଅବସରପ୍ରାପ୍ତ କିମ୍ବା ଜିଲ୍ଲା ଜଜଙ୍କୁ ନିଯୁକ୍ତ କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି | ରାଜ୍ୟ ସରକାର ଲେଖିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଚିହ୍ନିଲେ ଦେଖି ଫଟୋରେ ନଜର ଆସିଥିବା ଏହି ଯୁବକ ଜଣକ କିଏ? କହିପାରିବେ କି?

ମୁମ୍ବାଇ: ବଲିଉଡ୍‌ର ‘ସିଂଘମ’ ଅଜୟ ଦେବଗନ୍‌ଙ୍କ ଅଭିନୟ ଦକ୍ଷତା ବିଷୟରେ କାହାକୁ ବା ଅଛପା? ଅଜୟଙ୍କ ଅଭିନୟ ଦକ୍ଷତାକୁ ଲୋକେ ଯେତିକି ପସନ୍ଦ କରନ୍ତି ତାଙ୍କ ଚେହେରାକୁ ବି ସେତିକି ପସନ୍ଦ କରନ୍ତି। ଅଜୟ ଦେବଗନ୍‌ଙ୍କ ଲୁକ୍‌କୁ ପସନ୍ଦ କରି ଭିଡିଓ ବନାଉଥିବା ଅନେକ ଯୁବକଙ୍କୁ ଆପଣ ଦେଖିଥିବେ।…
ଅଧିକ ଖବର ଦେଖନ୍ତୁ...