Daily Archives

January 30, 2023

ମହିଳା ଶିକ୍ଷାକୁ ନେଇ ତାଲିବାନରେ ମତଭେଦ ! ସର୍ବୋଚ୍ଚ ନେତା ଅଖୁନଜାଦାକୁ କ୍ଷମତାଚ୍ୟୁତ କରାଯାଇପାରେ

କାବୁଲ : ଆଫଗାନିସ୍ତାନରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସଙ୍ଗରେ  ତାଲିବାନ ମଧ୍ୟରେ ମତଭେଦ ସୃଷ୍ଟି କରିଛି । ଏପରିକି ତାଲିବାନ ସରକାରଙ୍କ ସର୍ବୋଚ୍ଚ ନେତା ମୁଲ୍ଲା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କୁ ତାଙ୍କ ପଦରୁ ହଟାଯାଇପାରେ । ଗଣମାଧ୍ୟମ ରିପୋର୍ଟରୁ  ପ୍ରକାଶ ଯେ…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଇଲିଆନା

ମୁମ୍ବାଇ: ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କହିଛନ୍ତି। ଫଟୋରେ ଅଭିନେତ୍ରୀଜଣକ ହସ୍ପିଟାଲର ଶଯ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ଶରୀରର ଜଳୀୟାଂଶ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ସୁନ୍ଦରଗଡ଼ ପୁଲିସ ବାରାକରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପଚରାଉଚରା

ସୁନ୍ଦରଗଡ଼: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ପରେ କୌଣସି ବଡ଼ଧରଣର ଅଘଟଣ ଆଶଙ୍କା କରି ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଘଟଣାସ୍ଥଳରୁ ୩୯ କିଲୋମିଟର ଦୂର ସୁନ୍ଦରଗଡ଼ ନେଇ ଆସିଥିଲା। ରବିବାର ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି…
ଅଧିକ ଖବର ଦେଖନ୍ତୁ...

ଏମିତି ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ, ଜାଣନ୍ତୁ କେତୋଟି ଟିମ ଗଠନ କରାଯାଇଛି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି | ଅନ୍ୟପଟେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଘଟଣାର କାରଣ ଜାଣିବାକୁ ତଦନ୍ତରେ ଲାଗିପଡ଼ିଛି | କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ…
ଅଧିକ ଖବର ଦେଖନ୍ତୁ...

ବିବାହର ୫ଦିନ ପରେ ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ନଥିବା ଦେଖି ଆଥିଆଙ୍କୁ ଏଭଳି କଥା କହି ଟ୍ରୋଲ କଲେ ସୋସିଆଲ…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କୁ ଜାନୁଆରି ୨୩ ତାରିଖରେ ବିବାହ କରିଥିଲେ । ବିବାହକୁ ସପ୍ତାହେ ନପୁରୁଣୁ ଆଥିଆଙ୍କୁ ଜାନୁଆରି ୨୮ ତାରିଖରେ ଏକ ସ୍ୟାଲୁନ ବାହାରେ ଦେଖିବାକୁ ମିଳିଥିଲା। ତେବେ ଏହି ସମୟରେ ସେ…
ଅଧିକ ଖବର ଦେଖନ୍ତୁ...

ବୋହୂ ବନି ଶଶୁରଘରକୁ ଆସିବାର ୫୩ ଦିନ ଭିତରେ ଲିଭିଗଲା ଜୀବନ ଦୀପ, ଝୁଲନ୍ତା ଅବସ୍ଥାରେ ମିଳିଲା ନେହାଙ୍କ ଶରୀର

ପାଟ୍‌ନା: ହତ୍ୟା, ଆତ୍ମହତ୍ୟା ପରି ମାମଲା ଆଜିକାଲି ଖୁବ୍‌ ଅଧିକ ଦେଖିବାକୁ ମିଳୁଛି। ନିକଟରେ ବିହାରରେ ଜଣେ ନବବିବାହିତାଙ୍କ ମୃତଦେହ ଉଦ୍ଧାର ହେବା ପରେ ସଂପୃକ୍ତ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି। ମାମଲାଟି ହେଉଛି ବିହା‌ରର ଛପ୍‌ରା‌ର। ଗତ ଡିସେମ୍ବର ୮ ତାରିଖରେ ବିବାହ କରିଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଆଜମେର ସରିଫ ଦରଘାରେ ଲଙ୍କାକାଣ୍ଡ, ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଆଜମେର: ସୋମବାର ଦିନ ଅଜମେର ସରିଫ ଦରଘା ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବରେଲଭି ସମ୍ପ୍ରଦାୟର ସମର୍ଥକମାନେ ନିଜ ସପକ୍ଷରେ ଜୋରରେ ସ୍ଲୋଗାନ ଦେବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଦରଘାର ଖାଦିମ (ପୃଷ୍ଠପୋଷକ ଏବଂ…
ଅଧିକ ଖବର ଦେଖନ୍ତୁ...

ମୋତେ ‘ପଠାନ’ର ସୁଟିଂ ସମୟରେ ଯେମିତି ଆଘାତ ନଲାଗୁ ସେଥିପାଇଁ ଜନ କରୁଥିଲେ ଏଭଳି ଅଭ୍ୟାସ ବୋଲି କହିଲେ ଶାହରୁଖ

ମୁମ୍ବାଇ: କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଗତ ବୁଧବାର ରିଲିଜ୍ ହୋଇ ଯାଇଛି । ଆଉ ଅନେକ ସଫଳତା ବି ପାଇଛି। ସିନେମା ସଫଳତାର ସହ ରିଲିଜ ହେବା ପରେ ଶାହରୁଖ ନିଜ ପ୍ରଶଂସକମାନଙ୍କ ସହ ଖୁସି ବାଣ୍ଟିଛନ୍ତି। ସୋମବାର ‘ପଠାନ’ର ଟିମ ସାମ୍ବାଦିକ ସମ୍ମିଳନୀ କରି ସିନେମା ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଗୌଡଗୁ଼ଡା ପଞ୍ଚାୟତ ଗ୍ରାମସଭାରେ ଉତ୍ତେଜନା: ପିଏମଏୱାଇରୁ ନାମ ବାଦ ପଡିବା ପରେ ସମସ୍ତ ଅଧିକାରୀଙ୍କୁ ତାଲା ଠୁଙ୍କିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମସ୍ତ ୧୧୧ଟି ପଞ୍ଚାୟତରେ ଆଜି ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପାଇଥିବା ହିତାଧିକାରୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା। ତେବେ ମାଲକାନଗିରି ବ୍ଲକର ଗୌଡଗୁଡା ପଞ୍ଚାୟତରେ ଆଜି ଗ୍ରାମସଭା ବେଳେ ଉତ୍ତେଜନା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...