Daily Archives

January 31, 2023

ଆଥିଆ-ରାହୁଲଙ୍କୁ ମିଳିଥିବା ଉପହାରକୁ ନେଇ ପାକିସ୍ତାନରେ ଚର୍ଚ୍ଚା, ଉଡ଼ିଲା ପାକ୍ ନିଉଜ ଆଙ୍କରଙ୍କ ହୋସ୍

ମୁମ୍ବାଇ: ଜାନୁଆରି ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲ । ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ ଝିଅ ଆଥିଆଙ୍କର କ୍ରିକେଟର୍‌ କେ.ଏଲ୍…
ଅଧିକ ଖବର ଦେଖନ୍ତୁ...

ଦଂପତିଠୁ ଝାମ୍ପି ନେଲେ ତିନି ଲକ୍ଷ ଟଙ୍କା, ସିସିଟିଭିରେ କଏଦ ହେଲା ଦୁଇ ଲୁଟେରାଙ୍କ କାରନାମା

କୋରାପୁଟ: ଅସୁରକ୍ଷିତ କୋରାପୁଟ। ଦିନ ଦ୍ୱିପ୍ରହରରେ ଟ୍ରାଫିକ ଛକରେ ଜଣେ ଦଂପତିଙ୍କ ଠାରୁ ଝାମ୍ପି ନେଲେ ତିନି ଲକ୍ଷ ଟଙ୍କା। ତେବେ ଦୁଇ ଲୁଟେରାଙ୍କର ଲୁଟ ବେଳର ସିସିଟିଭିରେ କିଛି ଦୃଶ୍ୟ କଏଦ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ପର୍ଶୁ ମୁଦୁଲି ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଝିଅ ଠାରୁ ଏଭଳି ଶିକ୍ଷା ପାଇଲେ ଅନୁରାଗ, ଯାହାକୁ ସେ ତାଙ୍କ ଆଗାମୀ ସିନେମାରେ ପ୍ରୟୋଗ କରିଛନ୍ତି

ନୂଆଦିଲ୍ଲୀ: ସିନେମା ନିର୍ମାତା ଅନୁରାଗ କଶ୍ୟପ ସର୍ବଦା ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ବଲିଉଡ ଓ ରାଜନୈତିକ ପ୍ରସଙ୍ଗ ଉପରେ ଅନୁରାଗ ନିଜର ମତାମତ ରଖିଥାଆନ୍ତି। ନିକଟରେ ଅନୁରାଗ କହିଛନ୍ତି କି, ପିଲାମାନଙ୍କୁ କିଭଳି ଭାବେ ପାଳିବାକୁ ହେବ ତାହା ସେ ତାଙ୍କ ଝିଅଙ୍କ ଠାରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ, ଜୀବନରେ ସଫଳତା ମିଳିବ। ଘର ଓ ଅଫିସରେ ପରିବେଶ ଶାନ୍ତିଦାୟକ ରହିବ। ବୃଷ: ଆପଣଙ୍କର ଧ୍ୟାନ ଧର୍ମ କାର୍ଯ୍ୟ ଆଡ଼କୁ ଯିବ। କାର୍ଯ୍ୟକ୍ଷେତ୍ରରେ ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ବିମାନ ଭିତରେ ସିଗାରେଟ ଟାଣି ବୃଦ୍ଧ ଗିରଫ

ମୁମ୍ବାଇ :  ବିମାନ ଭିତରେ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଘଟଣା ଶେଷ ହେବାର ନାଁ ଧରୁନାହିଁ । ପ୍ରାୟ ପ୍ରତି ସପ୍ତାହରେ ଏପରି ଘଟଣା ଘଟୁଛି । ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ)ଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଯାତ୍ରୀମାନଙ୍କ ବିଶୃଙ୍ଖଳିତ ଆଚରଣ ଜାରି ରହିଛି ।…
ଅଧିକ ଖବର ଦେଖନ୍ତୁ...

କୁଣିଆ ଭଳି ନିର୍ବନ୍ଧକୁ ଆସିଲେ, ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଲେ

ଗାଜିଆବାଦ: କୁଣିଆ ସାଜି ଚକାଚକ ପୋଷାକ ପିନ୍ଧି ଆସିଲେ | ପେଟେ ଖାଇଲେ ଆଉ ଗଲାବେଳେ ସାଥିରେ ନେଇଗଲେ ଅଳଙ୍କାର ଭର୍ତ୍ତି ବ୍ୟାଗ | ଉତ୍ତରପ୍ରଦେଶର ଗାଜିଆବାଦରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ମୁତାବକ ଗାଜିଆବାଦର ଏକ ଫାର୍ମ ହାଉସରେ ନିର୍ବନ୍ଧ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ଓ ପୁଅର ମୃତ୍ୟୁ ପରେ ଲୋକେ କହିଲେ ଡାହାଣୀ, ଝିଅ ବଦଳାଇଦେଲା ପରିଚୟ

ନୂଆଦିଲ୍ଲୀ: ମା’ଙ୍କ ପରିଚୟ ବଦଳାଇଦେଲେ ମହିଳା କ୍ରିକେଟର ଅର୍ଚ୍ଚନା ଦେବୀ। ସ୍ବାମୀ ଓ ପୁଅର ମୃତ୍ୟୁ ପରେ ଅର୍ଚ୍ଚନାଙ୍କ ମା’ଙ୍କୁ  ଲୋକେ ଡାହାଣୀ ବୋଲି କହୁଥିଲେ। ପରିବାରକୁ ଖାଇବା ପରେ ଝିଅ ଅର୍ଚ୍ଚନାକୁ ଭୁଲ ବାଟରେ ଛାଡ଼ିଦେଇଥିବା ଲୋକେ କହୁଥିବା ବେଳେ ଆଜି ସେମାନଙ୍କୁ ଭୁଲ ପ୍ରମାଣିତ…
ଅଧିକ ଖବର ଦେଖନ୍ତୁ...

ସାଇବର ଅପରାଧ ରୋକିବାକୁ ସ୍ବତନ୍ତ୍ର ପ୍ରୟାସ: ରାଜ୍ୟବ୍ୟାପୀ ବୁଲିବ ସଚେତନତା ରଥ, ବାଣ୍ଟିବ ବାର୍ତ୍ତା

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀସ୍ତରରେ ଜାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ। ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ବ୍ୟକ୍ତି ସାଇବର ଜନିତ ଅପରାଧ ସଂପର୍କରେ ଅଭିଯୋଗ କରିବାକୁ…
ଅଧିକ ଖବର ଦେଖନ୍ତୁ...

ମା’ର ଜୀବନ ବଞ୍ଚାଇବା ପାଇଁ ବୃଦ୍ଧ ଦ୍ବାରା ଦୁଷ୍କର୍ମର ଶିକାର ହେଉଥିଲେ ବି ଚୁପ ରହିଥିଲା ଝିଅ

ନୂଆଦିଲ୍ଲୀ: ଛତିଶଗଡ଼ର ଧମତରିରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପଡ଼ିଶା ଘରେ ରହୁଥିବା ବୃଦ୍ଧଙ୍କ ଠାରୁ ୫୦୦୦ଟଙ୍କା କରଜ ନେଇଥିଲେ। ଏହା ବଦଳରେ ସେ ମହିଳାଙ୍କ  ନାବାଳିକା ଝିଅଙ୍କ ଇଜ୍ଜତ ନେଇଥିବା ଖବର ମିଳିଛି। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା…
ଅଧିକ ଖବର ଦେଖନ୍ତୁ...

୩୦ ଭୂମିହୀନ ପରିବାରକୁ ନିଜ ଜମି ପ୍ରଦାନ କଲେ ଅତିରିକ୍ତ ଜିଲ୍ଲାପାଳ

ମାଲକାନଗିରି: ଅନ୍ୟର ଦୁଃଖରେ ଦୁଃଖୀ ହେବା ଏବଂ ଗରିବ, ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇବା ବହୁ କମ ଲୋକଙ୍କ ଭାଗ୍ୟରେ ଥାଏ। ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଅନ୍ୟତମ। ଜଣେ ମିଷ୍ଟିଭାଷୀ, ପରୋପକାରୀ, କର୍ମଠ ଏବଂ ଜଣେ ଗରିବଙ୍କ…
ଅଧିକ ଖବର ଦେଖନ୍ତୁ...