Monthly Archives

January 2023

ଚଢ଼ଉ ସମୟରେ ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଖୋର୍ଦ୍ଧା ଟାଉନ ଥାନା ପୁଲିସ, ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପକ୍ଷରୁ ଆଜି ଚଢ଼ଉ କରାଯାଇ ଗୁରୁଜଙ୍ଗ ଗିନି କାରଖାନା ନିକଟରୁ ୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ବିଶେଷ ସୂତ୍ରରୁ ସୂଚନା ପାଇଁ ଏସ୍ଆଇ ପଦ୍ମଲୋଚନ…
ଅଧିକ ଖବର ଦେଖନ୍ତୁ...

ତନ୍ତ୍ର ସାଧନା ପାଇଁ ପତ୍ନୀକୁ ବଳି ଦେଇଥିଲା ସ୍ବାମୀ, ଆଜୀବନ ଜେଲଦଣ୍ଡ ନି‌ର୍ଦ୍ଦେଶ ଦେଲେ କୋର୍ଟ

ଭଦ୍ରକ: ୨୦୧୯ ମସିହା ଜାନୁଆରି ୨୩ ତାରିଖରେ  ଜଣେ  ସ୍ବାମୀ ତନ୍ତ୍ର ସାଧନା ପାଇଁ ନିଜ ଶୋଇବା ଘରେ ପତ୍ନୀର ବେକକୁ ଦା’ରେ କାଟି ବଳି ଦେବା ବାହାନାରେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ସେହି  ସ୍ବାମୀ ବାଁଶଡା ଥାନା ଅନ୍ତର୍ଗତ ଖଦାଳ ପୋଖରି ଗ୍ରାମର ବିଦ୍ୟାଧର ଦାସଙ୍କ ଜ୍ୟଷ୍ଠ ପୁତ୍ର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ ଶାନ୍ତି ଭୂଷଣଙ୍କର ୯୭ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଶାନ୍ତି ଭୂଷଣ ମଧ୍ୟ ଅନେକ ସାମାଜିକ ଏବଂ ରାଜନୈତିକ ଆନ୍ଦୋଳନ ସହିତ ଜଡିତ ଥିଲେ । ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ ମୋରାରଜୀ ଦେଶାଇଙ୍କ କାର୍ଯ୍ୟକାଳ…
ଅଧିକ ଖବର ଦେଖନ୍ତୁ...

ଏହି ତିନିଟି ମନ୍ତ୍ରାଳୟକୁ ଗୋଟିଏ ମନ୍ତ୍ରାଳୟ କରିପାରନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି(ଫେବୃୟାରୀ ୧) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଏହା କେନ୍ଦ୍ର ସରକାରଙ୍କ ଶେଷ ପୂର୍ଣ୍ଣକାଳୀନ ବଜେଟ୍ ହେବ। ଏଥର ସରକାର ବଜେଟରେ ରେଳ, ପରିବହନ ଏବଂ ମେଟ୍ରୋ ସମ୍ବନ୍ଧରେ ଅନେକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ବାସ୍ତବରେ…
ଅଧିକ ଖବର ଦେଖନ୍ତୁ...

ମେକଅପ ନେବା ପରେ ମୁହଁ ଘୋଡାଇ ବସିଲେ ପାକିସ୍ତାନୀ ରାପର ଇଭା ବି, ଟ୍ରୋଲ କଲେ ଲୋକେ

ଇସଲାମାବାଦ: ପାକିସ୍ତାନର ଜଣାଶୁଣା ରାପର ଇଭା ବି ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପାକିସ୍ତାନର କଣ୍ଠଶିଳ୍ପୀ ମୁଦସ୍ସର କୁରେଶୀଙ୍କୁ ବିବାହ କରିଛନ୍ତି। ନିଜ ଇନଷ୍ଟାରେ ବିବାହର ଅନେକ ଫଟୋ ସେୟାର କରି ବିବାହ କରିଥିବା ଖବର ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି ଇଭା। ତେବେ ଇଭା…
ଅଧିକ ଖବର ଦେଖନ୍ତୁ...

ଆଉ ଦୁଇଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ କେନ୍ଦ୍ରକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ମତଭେଦ ମଧ୍ୟରେ ଆଉ ଦୁଇ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ଏକ ସୁପାରିଶ ପଠାଇଛନ୍ତି। ଆହ୍ଲାବାଦ…
ଅଧିକ ଖବର ଦେଖନ୍ତୁ...

ଆପତ୍ତିଜନକ ସ୍ଥିତିରେ ଧରାପଡ଼ିବା ପରେ ମହିଳାଙ୍କୁ ସ୍ବାମୀ କି ପ୍ରେମିକ, କେହି ବି ଆପଣେଇଲେ ନାହିଁ

ନୂଆଦିଲ୍ଲୀ: ଭାଗଲପୁର ନାଥନଗର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କୁ  ତାଙ୍କ ପ୍ରେମିକ ସହିତ ଆପତ୍ତିଜନକ ଅବସ୍ଥାରେ ସ୍ବାମୀ ଧରି ନେଇଥିଲେ। ଏହି ଘଟଣା ପରେ ମହିଳାଙ୍କ ସହିତ ସ୍ବାମୀ ସବୁଦିନ ପାଇଁ ସମ୍ପର୍କ ଭାଙ୍ଗି ଦେଇ ଚାଲି ଯାଇଥିବା ବେଳେ ଏବେ ପ୍ରେମିକ ବି…
ଅଧିକ ଖବର ଦେଖନ୍ତୁ...

ଅଧା ରାସ୍ତାରେ ଗାଡ଼ିରୁ ପେଟ୍ରୋଲ ସରିଗଲେ ଏହି ଦେଶରେ ମିଳେ ଦଣ୍ଡ

ନୂଆଦିଲ୍ଲୀ: ରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଇବା ଏବଂ କାରକୁ ଅଟକାଇ ଭିଡିଓ ତିଆରି କରିବା ପାଇଁ ଲୋକଙ୍କୁ ଦଣ୍ଡ ଦିଆଯିବା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ରାସ୍ତା ମଝିରେ ଯଦି ଇନ୍ଧନ ସରିଯାଏ ତେବେ ବି ଦଣ୍ଡ ମିଳିବ? ହଁ, ଦୁନିଆରେ ଏପରି ଏକ ଦେଶ ଅଛି…
ଅଧିକ ଖବର ଦେଖନ୍ତୁ...

ଭାଇ ଏଇଟା ଆଶ୍ରମ…; ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାଇରାଲ ହେଲା ବିରାଟଙ୍କ ଏହି ଭିଡିଓ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଅଂଶ ହୋଇନଥିଲେ ଭାରତୀୟ କ୍ରିକେଟର ବିରାଟ କୋହଲି। ଏହି ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଥିବା ଆଗକୁ ସେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପଡ଼ିଆକୁ ଓହ୍ଲାଇବ, ଯାହା ଫେବ୍ରୁଆରି ୯ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଅଷ୍ଟ୍ରେଲିଆ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ଚାକିରିରୁ ଅବସର ନେଇ ରକ୍ତଦାନ କଲେ ଶିକ୍ଷକ, ଅଙ୍ଗ ସହ ଶରୀର କରିବେ ଦାନ 

ମାଲକାନଗିରି: ଜୀବନବ୍ୟାପୀ ଅନ୍ୟକୁ ମଣିଷ କରି ଗଢି ତୋଳିବାରେ ଜଣେ ବ୍ରହ୍ନଚର୍ଯ୍ୟ ଶିକ୍ଷକ ସୁଶାନ୍ତ କୁମାର ସାହୁ ଆଜି ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ସେ ଆଜି ନିଜର ଶିକ୍ଷକତା ବୃତ୍ତିରୁ ଅବସର ଗ୍ରହଣ କରିଛନ୍ତି। ତେବେ ଏହି ଦିନକୁ ମନେ ରଖିବା ପାଇଁ ସେ ପ୍ରଥମେ ରକ୍ତଦାନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...