Monthly Archives

February 2023

ବିଧାୟକ ପାଣ୍ଠିରେ ସରକାରୀ ଜାଗାରେ କ୍ଲବ ଘର ନିର୍ମାଣକୁ ବିରୋଧ

ଖୋର୍ଦ୍ଧା: ଖୋର୍ଦ୍ଧାର ସମସ୍ତ ସରକାରୀ ଜମି ଏବେ ଜବରଦଖଲରେ। ପରିସ୍ଥିତି ଏଭଳି ଯେ ନୂତନ ପ୍ରାଶାସନିକ କାର୍ଯ୍ୟାଳୟ କିମ୍ବା କାର୍ଯ୍ୟାଳୟର ସମ୍ପ୍ରସାରଣ କରିବାକୁ ଜମି ମିଳୁନାହିଁ। ଏପରିସ୍ଥଳେ ସହରର ଅନ୍ୟତମ ପ୍ରମୁଖ ବିଜେବି ଉଚ୍ଚବିଦ୍ୟାଳୟ ଓ ରାଜସ୍ୱ ବଙ୍ଗଳା ନିକଟ ସରକାରୀ ଜାଗାରେ…
ଅଧିକ ଖବର ଦେଖନ୍ତୁ...

ସଂକଟରେ ଭାରତର ଆଉ ଏକ ପଡ଼ୋଶୀ ଦେଶ

ନୂଆଦିଲ୍ଲୀ : ବର୍ତମାନ ବିଶ୍ୱର ଅନେକ ଦେଶ ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ ଭାରତର ସହଯୋଗୀ ଭୁଟାନ ଓ ବାଂଲାଦେଶ ବ୍ୟତୀତ ଭାରତୀୟ ଉପମହାଦେଶର ଅଧିକାଂଶ ଦେଶର ଅର୍ଥନୈତିକ ସ୍ଥିତି ଖରାପ ହେବା ସହ ଏହା ରାଜନୈତିକ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି। ନେପାଳରେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ହେଲମେଟ ପିନ୍ଧି ବିଦ୍ୟୁତ ବିଭାଗ କର୍ମଚାରୀ କରୁଛନ୍ତି କାମ

ନୂଆଦିଲ୍ଲୀ: ବାଗପତ ଜିଲ୍ଲାର ବିଦ୍ୟୁତ ବିଭାଗରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଦୃଶ୍ୟ ସ‌ାମ୍ନାକୁ ଆସିଛି। ଏଠାରେ ଥିବା କର୍ମଚାରୀମାନେ ହେଲମେଟ ପିନ୍ଧି କାମ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ କହିଛନ୍ତି କି, ଏହି ବିଭାଗର ଛାତ ଉପରୁ ଅନେକ…
ଅଧିକ ଖବର ଦେଖନ୍ତୁ...

ୱେବ ସିରିିଜ୍ ‘ସିଟାଡେଲ’ର ସୁଟିଂ ‌ସମୟରେ ଆହତ ହେଲେ ସାମନ୍ଥା

ନୂଆଦିଲ୍ଲୀ: ୱେବ ସିରିିଜ୍ 'ସିଟାଡେଲ'ର ସୁଟିଂ ‌ସମୟରେ ଆହତ ହେଲେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ମାୟୋସିଟିସ୍ ରୋଗ ସହ ଲଢ଼ୁଥିବା ସାମନ୍ଥା ଏବେ ସୁଟିଂ ସେଟରେ ଆହତ ହୋଇଥିବା ନେଇ ଖବର ମିଳିଛି। ନିଜ ହାତରେ ଆଘାତ ଲାଗିଥିବାର ଫଟୋ ସେୟାର କରି ସାମନ୍ଥା ନିଜ ପ୍ରଶଂସକଙ୍କୁ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଦୌଡ଼ୁଥିବା ଷଣ୍ଢ ଉପରେ ବିନା କାରଣରେ ଆକ୍ରମଣ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା, ରାସ୍ତାରେ କଚାଡ଼ି ହୋଇପଡ଼ିଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଥିବା ଦୃଶ୍ୟକୁ ଦେଖିଲେ ଆପଣ ନିଶ୍ଚୟ କହିବେ କି,ଯେମିତି କରିବ, ‘ତାହାର ଫଳ ବି ସେମିତି ପାଇବ।’ ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ପଶୁ ଓ ପକ୍ଷୀଙ୍କୁ ଖୁବ ଭଲ ପାଆନ୍ତି।ଏହି କ୍ରମରେ ଦେଖିବାକୁ ଗଲେ ଏମିତି…
ଅଧିକ ଖବର ଦେଖନ୍ତୁ...

ଭାଷାର ପ୍ରତିଟି ଉପାଦାନକୁ ଗ୍ରହଣ କରିବାକୁ ହେବ: ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ସମ୍ବଲପୁର: ମା’, ମାଟି ଓ ମାତୃଭାଷା ହିଁ ମଣିଷର ପରିଚୟ। ଏହାର ସଂରକ୍ଷଣ ଓ ସମୃଦ୍ଧି ସମସ୍ତଙ୍କର ଦାୟିତ୍ବ। ପରବର୍ତ୍ତୀ ପିଢ଼ିକୁ ଭାଷା ଓ ସଂସ୍କୃତିର ସଂପ୍ରସାରଣ ଦିଗରେ ଠୋସ୍ ପ୍ରୟାସ ଏବଂ ପ୍ରକ୍ରିୟା ଜରୁରୀ। କାରରଣ ସୁସମାଜ ଗଠନ ଏବଂ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ଏହା ଜରୁରୀ।…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ମାମଲାରେ ସହକାରୀ କୃ‌ଷି ଅଧିକାରୀଙ୍କୁ ୨ବର୍ଷ ଜେଲ୍ 

ଜୟପୁର: ଜଣେ ସାର ବିତରକଙ୍କୁ ଲାଇସେନସ୍ ନବୀକରଣ କରିବା  ପାଇଁ ଲାଂଚ ମାମଲାର ବିଚାର କରି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ଅଭିଯୁକ୍ତ ସହକାରୀ କୃଷି ଅଧିକାରୀଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ, କୋର୍ଟ ଚାଳାଣ

ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ବାମୁଣିଗାଁର ଚନ୍ଦ୍ର ହରିଜନଙ୍କ ୨୦ବର୍ଷର ପୁଅ ଶିବ ହରିଜନ ଜୈନେକା ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜୟପୁର ମହିଳା ଥାନା ପୁଲିସ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି  ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ। ସୂଚନା…
ଅଧିକ ଖବର ଦେଖନ୍ତୁ...

ତୁର୍କୀରେ ଚମତ୍କାର : ୨୧ ଦିନ ପରେ ଧ୍ବଂସସ୍ତୁପତଳୁ ଜୀବନ୍ତ ଉଦ୍ଧାର ହେଲା ଘୋଡ଼ା

ଆଡିଆମାନ୍ : ତୁର୍କୀର ସହର ଆଡିଆମାନରେ ଏକ ଚମତ୍କାର ଦେଖିବାକୁ ମିଳିଛି । ଭୂମିକମ୍ପର ୨୧ ଦିନ ପରେ ଧ୍ବଂସସ୍ତୁପ ତଳେ ପୋତିହୋଇ ରହିଥିବା ଏକ ଘୋଡ଼ାକୁ ଉଦ୍ଧାର କରାଯାଇଛି । ତାନସୁ ୟେଗେନ ନାମକ ଜଣେ ୟୁଜର ଟ୍ୱିଟରରେ ଏକ କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସ୍ୱେଚ୍ଛାସେବୀଙ୍କ ଏକ ଦଳ…
ଅଧିକ ଖବର ଦେଖନ୍ତୁ...

ମୋ ନାମ ଅଯଥାରେ ବ୍ୟବହାର କଲେ କୋର୍ଟକୁ ଟାଣିବି, ଏଭଳି କଥା କାହିଁକି କହିଲେ ପଙ୍କଜ?

ମୁମ୍ବାଇ: ବଲିଉଡ ସହ ଓଟିଟି ପ୍ଲାଟଫର୍ମରେ ବଳିଷ୍ଠ ଅଭିନୟ କରି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ପଙ୍କଜ ତ୍ରିପାଠୀ ଏବେ ରାଗିଯାଇଛନ୍ତି | ସେ ଫିଲ୍ମ 'ଆଜମଗଡ'ର ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...