Daily Archives

February 1, 2023

ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ କେନ୍ଦ୍ର ବଜେଟ୍: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦରେ ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ୍ ବୋଲି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…
ଅଧିକ ଖବର ଦେଖନ୍ତୁ...

ମସ୍‌ଜିଦରେ ହୋଇଥିବା ବିସ୍ଫୋରଣ ପୁଲିସ୍ ବିରୋଧରେ ପ୍ରତିଶୋଧ ଆକ୍ରମଣ ଥିଲା: ପାକ୍ ପୁଲିସ

ଇସଲାମାବାଦ: ପାକିସ୍ତାନର ପେଶାୱାର ସ୍ଥିତ ଏକ ମସଜିଦରେ ଜାନୁଆରି ୩୦ରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ୧୦୦ଜଣକ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡାଇ ରଖୁଥିବା ପାକିସ୍ତାନ ଉପରେ କାହିଁକି ଏତେ ବଡ଼…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇପଡିଲେ ଛାତ୍ର

ପାଟନା: ବୁଧବାର ଦିନ ବିହାରରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ତେବେ ପରୀକ୍ଷାର ପ୍ରଥମ ଦିନରେ ନାଲନ୍ଦାର ଏକ ପରୀକ୍ଷା କେନ୍ଦ୍ରରୁ ଅଜବ ମାମଲା ସାମ୍ନାକୁ ଆସିଛି। ପରୀକ୍ଷା ସମୟରେ ଯେତେବେଳେ ଜଣେ ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ, ସେ ହଠାତ୍ ବେହୋସ ହୋଇ ପଡିଗଲେ। ତେବେ ବେହୋସ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନରେ ମୋଦୀ ସରକାରଙ୍କୁ କେତେ ଫାଇଦା ଦେବ ଏହି ବଜେଟ୍ ?

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ନୂଆ ବଜେଟରେ ଦେଶର ମଧ୍ୟବିତ୍ତ, ଗରିବ, କୃଷକ, ମହିଳାମାନଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି । ଆୟକର ଛାଡ଼ ସୀମା ବୃଦ୍ଧି କରାଯିବା ଦ୍ବାରା ମଧ୍ୟବିତ୍ତ ଓ ବେତନଭୋଗୀ ଖୁସି ହେବେ । ସେହିପରି କୃଷକମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ୨୦ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ସାଲେଭଟା ସ୍କୁଲ ହଷ୍ଟେଲରେ ଅଘଟଣ; ରାତ୍ର ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସାଲେଭଟା ଗାଁସ୍ଥିତ ପ୍ରାଥମିକ ବିଦ୍ୟାଳୟ ଆବାସିକ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି। ରାତ୍ରଭୋଜନ ଖାଇ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସୂଚନାମତେ, ଉକ୍ତ ଅଞ୍ଚଳର ଗରିବ ଶ୍ରେଣୀର ପରିବାର ଲୋକ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ…
ଅଧିକ ଖବର ଦେଖନ୍ତୁ...

୮୭ ମିନିଟରେ ବଜେଟ ଅଭିଭାଷଣ ସାରିଦେଲେ ନିର୍ମଳା

ନୂଆଦିଲ୍ଲୀ: ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିବାବେଳେ ମାତ୍ର ୮୭ ମିନିଟରେ ସେ ଭାଷଣ ସମାପ୍ତ କରିଛନ୍ତି | ରିପୋର୍ଟ ମୁତାବକ ୮୭ ମିନିଟର ଅଭିଭାଷଣରେ ଅର୍ଥମନ୍ତ୍ରୀ ସମସ୍ତ କ୍ଷେତ୍ର ବାବଦରେ କହିବାକୁ ଚେଷ୍ଟା କରିଥିଲେ। ସେ ଅନେକ ଥର ଏପରି କିଛି…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଜାମ୍ ହେବାରୁ ଏଭଳି ଦାବି କରି ଡିଭାଇଡରରେ ଯାଇ ବସିଲେ ବିଜେପି ବିଧାୟକ

ଲଖିମପୁର: ରାସ୍ତା ଜାମ୍ ହେବାରୁ ଜବରଦଖଲ ହଟାଇବା ଦାବି କରି ଡିଭାଇଡରରେ ଯାଇ ବସିଲେ ବିଜେପି ବିଧାୟକ। ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଛି ଏଭଳି ଘଟଣା। ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ବେଆଇନ ଜବରଦଖଲ ବିରୋଧରେ ବିଜେପି ବିଧାୟକ ଯୋଗେଶ ବର୍ମାଙ୍କ ରାଗ ଏତେ ବଢ଼ିଯାଇଥିଲା ଯେ ସେ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ଚୋରି, ଡକାୟତି; ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ୩୭ ଗ୍ରାମ୍ ସୁନା ଚେନ୍ 

ରାୟଗଡ଼ା: ରାୟଗଡ଼ା ସହରର ଟ୍ରେଜେରି ଲାଇନରେ ସକାଳ ୭ଟାରେ ବୃଦ୍ଧାଙ୍କ ବେକରୁ ୩୭ ଗ୍ରାମର ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ବୃଦ୍ଧାଙ୍କ ନାମ ସଂଯୁକ୍ତା ବକ୍ସିପାତ୍ର। ସଂଯୁକ୍ତା ଜଗନ୍ନାଥ ମନ୍ଦିରରୁ ନିଜ ଘର ରାମକୃଷ୍ଣ ନଗରକୁ ଫେରିବା ବେଳେ ଲୁଟେରାମାନେ ଏହି…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣରେ ୩ ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବାଲିଗୁଡ଼ା : ସ୍କୁଲରେ ଛାତ୍ରଙ୍କ ପକେଟରେ ବୋମା ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅଧୀନ ଋତୁଙ୍ଗିଆ ପଞ୍ଚାୟତ କରୁମୁଣ୍ତା ସେଣ୍ଟ୍ ଯାଭିଅର ସ୍କୁଲରେ। ସ୍କୁଲର ୫ମ ଶ୍ରେଣୀ ଛାତ୍ର…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଡମ୍ଫର ସାମ୍ନାରେ ପଡ଼ିଯାଇଥିଲେ ବାଳକ, ଅଳ୍ପକେ ବର୍ତ୍ତିଲା ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର  ସନ୍ତ କବୀର ନଗର ଅଞ୍ଚଳରୁ ଏକ ଭୟାବହ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଯେଉଁ ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ  ମିଳୁଛି ତାକୁ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି। ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’ ବୋଲି କଥାରେ ରହିଛି।…
ଅଧିକ ଖବର ଦେଖନ୍ତୁ...