Daily Archives

February 2, 2023

ନିର୍ବନ୍ଧ ରୋକିବା ପାଇଁ ପ୍ରେମିକ ଘର ଆଗରେ ବସିଥିଲା ପ୍ରେମିକା, ଜାଣିବା ପରେ ପିଟିଲା ଭାଇ

ମିରଟ: ନିର୍ବନ୍ଧ ରୋକିବା ପାଇଁ ପ୍ରେମିକ ଘର ଆଗରେ ବସିଥିଲା ପ୍ରେମିକା। ଭଉଣୀ ଏଭଳି ପ୍ରେମିକ ଦୁଆରେ ଜିଦ ଧରି ବସିଥିବା ଜାଣିବା ପରେ ପିଟିଲା ଭାଇ। ଉତ୍ତରପ୍ରଦେଶର ମିରଟରେ ଘଟିଛି ଏଭଳି ଘଟଣା। ପ୍ରେମିକର ନିର୍ବନ୍ଧ ବନ୍ଦ କରିବାକୁ ପ୍ରେମିକା ତାଙ୍କ ଘରେ ପହଞ୍ଚି ଧାରଣାର ବସିଥିଲା।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ କୌଣସି ବନ୍ଧୁର ସାହାଯ୍ୟ ନେଇ ପାରନ୍ତି। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ସମସ୍ୟା ଆସିପାରେ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ଲାଭ ଦେବ। ବୃଷ: ପ୍ରିୟ ବନ୍ଧୁ ସହିତ ସାକ୍ଷାତ ହୋଇପାରେ। ଖୁସି ଖବର ପାଇବେ। ଆପଣଙ୍କୁ ନୂଆ ଉତ୍ସରୁ ଧନ ପ୍ରାପ୍ତି ହୋଇପାରେ। ଆପଣ…
ଅଧିକ ଖବର ଦେଖନ୍ତୁ...

 କାହିଁକି ଦ୍ରୁତ ଗତିରେ ହ୍ରାସ ପାଉଛି ଅଦାନୀ ଗ୍ରୁପର ସେୟାର ?

ନୂଆଦିଲ୍ଲୀ: ଆମେରିକୀୟ ଗବେଷଣା କମ୍ପାନୀ ହିଣ୍ଡେନବର୍ଗର ରିପୋର୍ଟ ଆସିବା  ପରେ ଅଦାନୀ ଗ୍ରୁପ୍ ର ଆର୍ଥିକ ସ୍ଥିତି ଉପରେ ବିଭିନ୍ନ ପ୍ରକାରର ସଂଦେହ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ନିବେଶକମାନେ ଆଦାନୀ ଗ୍ରୁପରେ ନିବେଶକୁ ନେଇ ସତର୍କତା ଅବଲମ୍ବନ କରୁଛନ୍ତି । ଅଧିକାଂଶ ଆଦାନୀ ଗ୍ରୁପ୍…
ଅଧିକ ଖବର ଦେଖନ୍ତୁ...

ଆଧାର କାର୍ଡ ନ ଦେଖାଇଲେ କିଣିପାରିବେନି କଟୁରୀ, କାହିଁକି ହେଲା ଏଭଳି ନିୟମ ଜାଣନ୍ତୁ

ପୁଣେ: ଆଧାର କାର୍ଡ ଦେଖାଇଲେ ହିଁ କଟୁରୀ ବିକ୍ରି କର | ହାର୍ଡୱେର ଦୋକାନ କରିଥିବା ଦୋକାନୀମାନଙ୍କୁ କିଛି ଏଭଳି ନିର୍ଦ୍ଦେଶ ଦେଇଛି ପୁଲିସ | ଯଦି କେହି ଆଧାର କାର୍ଡ ଦେଖାଉନାହାନ୍ତି ଓ ବିଶ୍ୱାସଯୋଗ୍ୟ ହେଉନାହାନ୍ତି ତେବେ କଟୁରୀ ବିକ୍ରି କରନାହିଁ | ମହାରାଷ୍ଟ୍ରର ପୁଣେ ପୁଲିସ ଏବେ ଏଭଳି…
ଅଧିକ ଖବର ଦେଖନ୍ତୁ...

କେବଳ ନମାଜ ପଢ଼, ତା’ପରେ ଯାହା ଇଚ୍ଛା ତାହା କର;ସଂଖ୍ୟାଲଘୁ ସଂପ୍ରଦାୟକୁ ଏପରି ଶିଖାଯାଉଥିବା କହିଲେ ରାମଦେବ

ନୂଆଦିଲ୍ଲୀ: କେବଳ ନମାଜ ପଢ଼, ଏହାପରେ ଯାହା ଇଚ୍ଛା ତାହା କର। ସଂଖ୍ୟାଲଘୁ ସଂପ୍ରଦାୟକୁ ଏହା ଶିଖାଯାଉଛି। ଏଭଳି କହି ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି ଯୋଗ ଗୁରୁ ବାବା ରାମଦେବ। ରାଜସ୍ଥାନର ବାଡମେରରେ ଏକ ଧାର୍ମିକ ସମାବେଶରେ ରାମଦେବ ଏହି କଥା କହିଛନ୍ତି। ବାବା ରାମଦେବ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡ ଘଟଣାରେ କ୍ରାଇମ୍‌ବାଞ୍ଚ କହିଲା- ଯାଞ୍ଚ ହେବ ଟାଙ୍କିରୁ ମିଳିଥିବା ଟୁକୁଡ଼ା ହାତଲେଖା କାଗଜ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ରିମାଣ୍ଡ ଅବଧୀର ଦ୍ବିତୀୟ ଦିନରେ ଗୁରୁବାର କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଚ କହିଛି ଯେ, ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ଧରାପଡ଼ିଲା ଏମଏସପି ଦୁର୍ନୀତି, ପ୍ରତି ଗହମ ବସ୍ତାରେ ୪୦ କିଲୋ ବାଲି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସତନାରେ ଏକ ନୂଆ ପ୍ରକାରର ଦୁର୍ନୀତି ସାମନାକୁ ଆସିଛି । ସରକାରଙ୍କ ପକ୍ଷରୁ ଚାଷୀଙ୍କଠାରୁ ଏମଏସପି ମୂଲ୍ୟରେ ଖରିଦ କରାଯାଉଥିବା ଗହମରେ ଅପମିଶ୍ରଣର ମାମଲା ଜଣାପଡ଼ିଛି । ଗହମ ବସ୍ତାର ଓଜନ ବଢାଇବାକୁ ଗହମରେ ବାଲି ମିଶାଯାଉଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଏମ୍‌ସ ଭୁବନେଶ୍ୱରର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ଡ. ଦିଲ୍ଲୀପ କୁମାର ପରିଡ଼ା

ଭୁବନେଶ୍ବର: ଏମ୍‌ସ ଭୁବନେଶ୍ୱର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ରେଡିଏସନ୍‌ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡ. ଦିଲ୍ଲୀପ କୁମାର ପରିଡ଼ା। ଏହି ଅବସରରେ ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ.) ଆଶୁତୋଷ ବିଶ୍ବାସ…
ଅଧିକ ଖବର ଦେଖନ୍ତୁ...

ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ପତ୍ନୀଙ୍କୁ ଡାକ୍ତରଖାନା ନେବା ବାଟରେ କାରରେ ଘଟିଲା ଅଗ୍ନିକାଣ୍ଡ; ଦମ୍ପତି ମୃତ

କନ୍ନୁର: କେରଳର କନ୍ନୁରରେ ଆଜି (ଗୁରୁବାର) ସକାଳେ ଘଟିଥିବା ଏକ ଦୁଃଖଦ ଘଟଣାରେ ଡାକ୍ତରଖାନା ଯିବା ବାଟରେ ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀ ଜୀବନ୍ତ ଜଳିଯାଇଛନ୍ତି। ରିପୋର୍ଟରୁ ପ୍ରକାଶ, ୨୬ ବର୍ଷ ବୟସ୍କା ରିଶା ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କ ସ୍ୱାମୀ ୩୫ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଓୟୁଏଟିରେ ଡିସେମ୍ବର ସୁଦ୍ଧା ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କାର୍ଯ୍ୟ ଶେଷ ହେବ: ୫ଟି ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ପରିଦର୍ଶନ କରି ସେଠାରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର…
ଅଧିକ ଖବର ଦେଖନ୍ତୁ...