Daily Archives

February 3, 2023

କେନ୍ଦ୍ରର ବିଜେପି ସରକାର ବିରୋଧରେ ଗର୍ଜିଲେ କଂଗ୍ରେସ ନେତା

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆଜି ଏକ ବିଶାଳ ରାଲି ବାହାରିବା ସହ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଜିଲ୍ଲାର ସାତୋଟି ବ୍ଲକରୁ ଶତାଧିକ କର୍ମୀ ଆରଏମସି ପରିସରରେ ଏକତ୍ରିତ ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଉଦଘାଟନ ପୂର୍ବରୁ ତେଲେଙ୍ଗାନା ରାଜ୍ୟ ସଚିବାଳୟରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ଫେବ୍ରୁଆରି ୧୭ରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହେବା ପୂର୍ବରୁ ଆଜି (ଶୁକ୍ରବାର) ସକାଳେ ହାଇଦ୍ରାବାଦରେ ନବନିର୍ମିତ ତେଲେଙ୍ଗାନା ରାଜ୍ୟ ସଚିବାଳୟ କୋଠାରେ ଅଗ୍ନିକାଣ୍ଡ ଘଟଛି। ତେବେ, ଏହି ଅଗ୍ନିକାଣ୍ଡ ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ବୋଲି ଅଧିକାରୀମାନେ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇଏମଏଫର କଠୋର ସର୍ତ୍ତ ମାନିବା ଛଡ଼ା ଆମ ପାଖରେ ଉପାୟ ନାହିଁ : ସରିଫ୍

ଇସ୍ଲାମାବାଦ : ପାକିସ୍ତାନ ଏବେ ଏକ ଭୟଙ୍କର ଆର୍ଥିକ ଦୁର୍ଗତି ଦେଇ ଗତି କରୁଛି । ଏ ପରିପ୍ରେକ୍ଷୀରେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ଠାରୁ ଋଣ ଆବେଦନ କରିଛି । କିନ୍ତୁ ଆଇଏମଏଫ ପାକିସ୍ତାନ ଉପରେ ଯେଉଁ ସର୍ତ୍ତାରୋପ କରିଛି ତାହାକୁ ଦେଇ ପାକିସ୍ତାନର ହୋସ ଉଡ଼ିଯାଇଛି ।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧଙ୍କୁ ଛେଳି ଗାଡ଼ିରେ ଯାଉଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ଲୋକମାନେ ଘୋଡ଼ା ଗାଡ଼ି, ବଳଦ ଗାଡ଼ି ଆଦିରେ ଯାତ୍ରା କରୁଥିବା ଦେଖିବାକୁ ଶୁଣିବାକୁ ମିଳିଛି। କିନ୍ତୁ କେବେ ଛେଳି ଗାଡ଼ି ଦେଖିଛନ୍ତି। ନିକଟରେ ଜଣେ ବୃଦ୍ଧ ଛେଳି ଗାଡ଼ିରେ ବସି ଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଏହି ଭିଡିଓ‌ରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ ଯାତ୍ରୀ ‘ପାଟନା ଯିବାକୁ ବିମାନରେ ଚଢ଼ିଥିଲେ’; ଅବତରଣ କଲେ ଉଦୟପୁରରେ

ନୂଆଦିଲ୍ଲୀ: ଦିଲ୍ଲୀରୁ ପାଟନାକୁ ବିମାନ ଉଡ଼ାଣ କରିବା ପାଇଁ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନରେ ଟିକେଟ କରି ବିମାନରେ ଚଢ଼ିଥିଲେ। କିନ୍ତୁ, ସେ ଅବତରଣ କରିଥିଲେ ଯାଇ ଉଦୟପୁରରେ। ଏହି ଅଭାବନୀୟ ଘଟଣା ଜାନୁଆରି ୩୦ରେ ଘଟିଥିଲା। ଅଫସର ହୁସେନ ନାମକ ଏହି ଯାତ୍ରୀ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ୬ଇ-୨୧୪ରେ…
ଅଧିକ ଖବର ଦେଖନ୍ତୁ...

ଭୋଡାଫୋନ ଆଇଡିଆର ୩୩% ଅଂଶଧନ ସରକାରଙ୍କ ପାଖକୁ ଆସିବ

ନୂଆଦିଲ୍ଲୀ : ଋଣଗ୍ରସ୍ତ ଟେଲିକମ କମ୍ପାନି ଭୋଡାଫୋନ୍ ଆଇଡିଆର ୧୬,୧୩୩ କୋଟି ରୁ ଅଧିକ ସୁଧ ବକେୟାକୁ ଅଂଶଧନରେ ପରିଣତ କରିବାକୁ ସରକାର ଅନୁମୋଦନ କରିଛନ୍ତି । କମ୍ପାନୀ ଶୁକ୍ରବାର ଦିନ ଷ୍ଟକ ବଜାରକୁ ଏହି ସୂଚନା ଦେଇଛି। ସମାନ ମୂଲ୍ୟରେ ସରକାରଙ୍କୁ ୧୦ ଟଙ୍କା ଫେସ୍ ମୂଲ୍ୟ ସହିତ ଇକ୍ୱିଟି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରବି-ବବିଙ୍କ କୋଣ ଆଲୋଚନା, ମଞ୍ଚରୁ ଟାଣି ତଳକୁ ଆଣି‌ବା ନେଇ ଚର୍ଚ୍ଚା

ଜୟପୁର: ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ହେ‌ଲିକେପଟରରେ ଦଶହରାପଡ଼ିଆରେ ଓହ୍ଲାଇବା ପରେ କାରକେଡରେ ମଞ୍ଚକୁ ଆସିଥିଲେ। ସେଠାରେ ଉପସ୍ଥିତ ଥିବା ସାଂସଦ,…
ଅଧିକ ଖବର ଦେଖନ୍ତୁ...

ଆମେ ଦୁଃଖିତ : ସଂଦିଗ୍ଧ ବେଲୁନ ଆମେରିକା ଆକାଶରେ ପ୍ରବେଶ କରିବା ପରେ ଚୀନର ପ୍ରତିକ୍ରିୟା

ବେଜିଂ : ଚୀନର ଗୁପ୍ତଚର ବେଲୁନ ଆମେରିକା ଆକାଶରେ ଉଡ଼ିବା ଜଣାପଡ଼ିବା ପରେ ଚୀନ ଏହାକୁ ନେଇ ଦଃଖ ପ୍ରକାଶ କରିଛି । ଏହା ପ୍ରକୃତରେ ଏକ ଏୟାରସିପ୍ ଓ ଏହାକୁ ପାଣିପାଗ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇଥାଏ ବୋଲି ବେଜିଂ କହିଛି । ଆମେରିକାର ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

କିଆରା ଓ ସିଦ୍ଧାର୍ଥଙ୍କ ବିବାହକୁ ଏସବୁ ଅତିଥିଙ୍କୁ କରାଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କିଆରା ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ।  କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ‌ଶୈଳୀରେ ବିବାହ ହେବ। ସେଥିପାଇଁ ଦୁହେଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଜୈସଲମରର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଶିକ୍ଷାର୍ଥୀଙ୍କୁ ଦିନଟି ସଫଳତା ଦେବ। ରାତିରେ ଭଲ ନିଦ ହେବ। ବୃଷ: ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ। ଚାକିରି, ଶିକ୍ଷା ଓ କାରବାରରେ ଉନ୍ନତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।…
ଅଧିକ ଖବର ଦେଖନ୍ତୁ...