Daily Archives

February 3, 2023

ବ୍ୟବସାୟୀଙ୍କ ବାଇକ୍‌ରୁ ୩୯ ଗ୍ରାମ୍‌ ସୁନା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ଭଦ୍ରକ: ଚରମ୍ପା ଅଞ୍ଚଳରେ ଏକ ବାଇକ୍‌ ଡ଼ିକି ଭାଙ୍ଗି ଦୂର୍ବୁତ୍ତମାନେ ନଗଦ ୪୦ ହଜାର  ଟଙ୍କା  ସହ ୩୯ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପାସ୍ଥିତ ଏସବିଆଇ ଏଟିଏମ ସମ୍ମୁଖରୁ ଏହି ଲୁଟ ହୋଇଛି। ଲିଖିତ ଅଭିଯୋଗ ଅନୁଯାୟୀ ଶଶିକାନ୍ତ ପୃଷ୍ଟି ନାମକ ଜନୈକ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ- କଶ୍ମୀର କୁଲଗାମରେ ଜୈସ୍‌ ଆଡ୍ଡାର ପର୍ଦ୍ଦାଫାଶ, ୬ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ- କଶ୍ମୀର କୁଲଗାମରେ ସକ୍ରିୟ ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦର ଏକ ଆଡ୍ଡାର ପର୍ଦ୍ଦାଫାଶ କରି ଶୁକ୍ରବାର ଦିନ ସୁରକ୍ଷା ବାହିନୀ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଏକ ହ୍ୟାଣ୍ଡ ଗ୍ରେନେଡ, ଏକ ପିସ୍ତଲ, ଦୁଇଟି ମରଣାନ୍ତକ ସେଲ ଏବଂ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ସ୍ଥିର ଓ ଦୃଢ ରହିଛି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଆଦାନୀ ଗ୍ରୁପକୁ ନେଇ ଭାରତୀୟ ସେୟାର ବଜାରରେ ଅସ୍ଥିରତା ଜାରି ରହିଥିବାବେଳେ ଭାରତୀୟ ବ୍ୟାଙ୍କମାନେ ଆାଦାନୀ ଗ୍ରୁପକୁ ଦେଇଥିବା ଋଣର ଭବିଷ୍ୟତକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ପରିପ୍ରେକ୍ଷୀ ରିଜର୍ଭ ବ୍ୟାଙ୍କର ଏକ ବୟାନ ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି…
ଅଧିକ ଖବର ଦେଖନ୍ତୁ...

ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ 

ଜୟପୁର: ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ସମାରୋହରେ କିଛି ନିଆରା ଚିତ୍ର ଦେଖିବାକୁ ମିଳିଥିଲା। ତାରାଙ୍କ ଜୟ ନବୀନ ନାରା ଓ ପ୍ରଶାଂସା ନେଇ ଚର୍ଚ୍ଚା ଜୋର  ୭୫ତମ ବର୍ଷ ପୂର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଅବିଭକ୍ତ କୋରାପୁଟକୁ ଗୁରୁତ୍ବ: ଅନୁଦାନ ଅଜାଡ଼ିଦେଲା ରେଳ ବିଭାଗ, କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ମିଳିଲା ୫୫୦…

ରାୟଗଡ଼ା: ୨୦୨୩-୨୪ ରେଳ ବଜେଟରେ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ବ ଦେଇଛି ରେଳ ବିଭାଗ। ‌ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ବର୍ଷ ରେକର୍ଡ ପରିମାଣର ଅନୁଦାନ ମିଳିଛି। କୋରାପୁଟ, ରାୟଗଡ଼ା ରେଳପଥର ଦୋହରୀକରଣ ସହ ମାଲକାନଗିରି, ନବରଙ୍ଗପୁର ନୂଆ ରେଳପଥ ନିର୍ମାଣ ଏବଂ…
ଅଧିକ ଖବର ଦେଖନ୍ତୁ...

ରାଗି ଯାଇ ରାସ୍ତା ନିର୍ମାଣ କାମକୁ ଅଧାରୁ ବନ୍ଦ କରିଦେଲେ ରବୀନ୍ଦ୍ର ଜାଦେଜାଙ୍କ ବିଧାୟିକା ସ୍ତ୍ରୀ ରିଭାବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ବିଧାୟିକ‌ା ସ୍ତ୍ରୀ ରିଭାବା ଜାଦେଜା ଶୁକ୍ରବାର ଆକସନ ମୋଡରେ ଥିବା ଦେଖିବାକୁ ମିଳିଥିଲା। ସେ ମହାନଗରପାଳିକାର ଅଧିକାରୀଙ୍କ ସହିତ ସିସି ରାସ୍ତା ନିର୍ମାଣ କାମ ଦେଖିବା ପାଇଁ ପହଞ୍ଚିଥିଲେ। ନିର୍ମାଣ କାମ ସମୟରେ ତ୍ରୁଟି…
ଅଧିକ ଖବର ଦେଖନ୍ତୁ...

ନବ ଦାସ ମୃତ୍ୟୁ ମାମଲା: କ୍ରାଇମ୍‌ବ୍ରାଞ୍ଚକୁ ମିଳିଲା ଗୋପାଳର ଡାଏରି, ଝାରସୁଗୁଡ଼ାରେ ପହଞ୍ଚିଲେ ସିଏଫ୍‌ଏସ୍‌ଏଲ୍‌…

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜାରି ରଖିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତର ୩ୟ ଦିନରେ ଶୁକ୍ରବାର ଅଭିଯୁକ୍ତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ରହୁଥିବା କ୍ବାର୍ଟରରୁ ଡାଏରି ପାଇଛି। ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ଗାଳି କରି ଜଣେ ଛାତ୍ରଙ୍କୁ ଦଣ୍ଡିତ କଲେ, ତାହା ଅପରାଧ ନୁହେଁ: ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ

ପାନାଜୀ: ଜଣେ ଶିକ୍ଷକ ବିଦ୍ୟାଳୟର ଶୃଙ୍ଖଳା ବଜାୟ ରଖିବା ପାଇଁ ଜଣେ ଛାତ୍ରକୁ ଗାଳି ଦେବା କିମ୍ବା କିଛି ଯୁକ୍ତିଯୁକ୍ତ ଦଣ୍ଡ ଦେବା ଏକ ଅପରାଧ ନୁହେଁ ବୋଲି ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ କହିଛନ୍ତି। ଏଥିସହ ଦୁଇଜଣ ସ୍କୁଲ ପିଲାଙ୍କୁ ବାଡ଼ିରେ ପିଟିବା ଅଭିଯୋଗରେ ଦିନକ ପାଇଁ ଜେଲଦଣ୍ଡ ଓ ୧…
ଅଧିକ ଖବର ଦେଖନ୍ତୁ...

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଦେଖିବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ୯ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖ​ଳା ଆରମ୍ଭ ହେବ । ଏହି ଶୃଙ୍ଖଳାରେ ମୋଟ ୪ଟି ଟେଷ୍ଟ ଖେଳାଯିବ । ୪ର୍ଥ ଟେଷ୍ଟ ମ୍ୟାଚଟି ମାର୍ଚ୍ଚ ୯ରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ…
ଅଧିକ ଖବର ଦେଖନ୍ତୁ...

ଗାଁର ଜଣେ ଶ୍ରମିକଙ୍କୁ ବିବାହ କରିବା ପାଇଁ ଆମେରିକାରୁ ଘର, ପରିବାର ଓ ଚାକିରି ଛାଡ଼ି ଚାଲି ଆସିଲେ ଯୁବତୀ

ନୂଆଦିଲ୍ଲୀ: ଭଲ ପାଇବାର ଅର୍ଥ କ’ଣ ହୋଇଥାଏ,  ତାହାକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାର କଥା କହିଥାଆନ୍ତି। ଭଲ ପାଇବାକୁ ନେଇ ଆମେରିକାରେ ରହୁଥିବା କେଲି ଜୟ ବାନୟୋନି କହିଛନ୍ତି, ‘ଭଲ ପାଇବା ମୋ ପାଇଁ ତ୍ୟାଗ।’ କାରଣ ଭଲ ପାଇବା ପାଇଁ ଚାକିରି, ଘର, ପରିବାର, ଦେଶ ସବୁକିଛି…
ଅଧିକ ଖବର ଦେଖନ୍ତୁ...