Daily Archives

February 3, 2023

ଗୁପ୍ତେଶ୍ୱରଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ୫-ଟି ସଚିବ, ଉନ୍ନୟନ ନେଇ ଅଧିକାରୀଙ୍କ ସହ କଲେ ଆଲୋଚନା

ବୈପାରିଗୁଡ଼ା: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ଅପରାହ୍‌ଣରେ ପ୍ରସିଦ୍ଧ ଶୈବପୀଠ ‘ଗୁପ୍ତେଶ୍ୱର’ ପରିଦର୍ଶନ କରିଛନ୍ତି। ଦିନିକିଆ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଗସ୍ତରେ ଶ୍ରୀ ପାଣ୍ଡିଆନ୍‌ ଗୁପ୍ତେଶ୍ବରଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ପାଣ୍ଡିଆନ…
ଅଧିକ ଖବର ଦେଖନ୍ତୁ...

ଯୋଶୀମଠ ପରେ ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ଘରଗୁଡ଼ିକରେ ସୃଷ୍ଟି ହେଉଛି ଫାଟ

ଜମ୍ମୁ: ଉତ୍ତରାଖଣ୍ଡର ଯୋଶୀମଠ ପରି ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାର ପ୍ରାୟ ୧୯ଟି ଘରେ ଫାଟ ସୃଷ୍ଟି ହୋଇଛି ଏବଂ ସଂପୃକ୍ତ ଅଞ୍ଚଳ ଦବିବାକୁ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସରକାରୀ କର୍ତ୍ତୃପକ୍ଷ ସମାଧାନର ବାଟ ଖୋଜିବାକୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଅଖିଳେଶ ଯାଦବଙ୍କ କ୍ୟାରକେଡରେ ଯାଉଥିବା ୪ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ସପା ମୁଖ୍ୟ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କାରକେଡ ଶନିବାର ଦିନ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଉତ୍ତରପ୍ରଦେଶର ହାର୍ଦୋଇ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ କାର କାରକେଡ ସହିତ ଚାଲୁଥିବା ଯାନଗୁଡିକ…
ଅଧିକ ଖବର ଦେଖନ୍ତୁ...

ବିଜୟ ଶଙ୍କରଙ୍କ ବିରୋଧରେ ଅଭିଯୋଗ ନେଇ ମୁହଁ ଖୋଲିଲେ ସୋମାଲିକା, କହିଲେ- ମୋତେ ନ୍ୟାୟ ଦରକାର

କଟକ: ଜଗତସିଂହପୁର ଜିଲ୍ଳା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ ମାମଲାରେ ବିଧାୟକଙ୍କ ପାଇଁ ବଢ଼ିଲା ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ସୋମାଲିକା ଯେଉଁ ଥାନାରେ ଏତଲା ଦେବେ ତାଙ୍କ ଏତଲାକୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ଦିନ ଅଞ୍ଜଳି ମଦ ପିଇ ଗାଡ଼ି ଚଲାଉଥିଲେ: ଭିସେରା ରିପୋର୍ଟ

ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ‌ବେଳେ ଦିଲ୍ଲୀ ହିଟ ଆଣ୍ଡ ରନ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଘଟଣା ଘଟିବା ଦିନଠାରୁ ଏହାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଫେବ୍ରୁଆରି ୩ ତାରିଖରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସୀମାରେ ରାସ୍ତା ନିର୍ମାଣ କରୁଥିଲା ଆନ୍ଧ୍ର, ବନ୍ଦ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ 

ରାୟଗଡ଼ା: ଓଡ଼ିଶା ସୀମା ଭିତରେ ପଶି ପୁଣି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର। ୨ କିମି ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର କାମ ଚଲାଇଥିବା ବେଳେ ବନ୍ଦ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଦୁଇ ରାଜ୍ୟର ରାଜସ୍ବ ବିଭାଗ-ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସୀମା ମାପଚୁପ୍ ସରିବା ପରେ ଆନ୍ଧ୍ର…
ଅଧିକ ଖବର ଦେଖନ୍ତୁ...

ଦଳ ବିରୋଧୀ କାର୍ଯ୍ୟ ପାଇଁ ଅମରିନ୍ଦର ସିଂଙ୍କ ପତ୍ନୀ ତଥା ପଟିଆଲା ସାଂସଦ ପ୍ରୀନିତ କୌରଙ୍କୁ ଦଳରୁ ନିଲମ୍ବନ କଲା…

ନୂଆଦିଲ୍ଲୀ: ବିଜେପି ସପକ୍ଷରେ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ କଂଗ୍ରେସ ପାର୍ଟି ଶୁକ୍ରବାର ଦିନ ଏହାର ଲୋକସଭା ସାଂସଦ ପ୍ରୀନିତ କୌରଙ୍କୁ ଦଳରୁ ବହିଷ୍କାର କରିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଦଳରୁ ବହିଷ୍କୃତ ହୋଇଥିବା ପ୍ରୀନିତ କୌର ହେଉଛନ୍ତି ପଞ୍ଜାବର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଅଦାନୀ ପ୍ରସଙ୍ଗରେ କ’ଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ?

ନୂଆଦିଲ୍ଲୀ : ଭାରତୀୟ ଷ୍ଟକ ବଜାରର ମୂଳ ଭିତ୍ତି ସୁଦୃଢ ଓ ଆଗାମୀ କିଛି ଦିନ ମଧ୍ୟରେ ଏହା ଉପରେ ନୂଆ ବଜେଟର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଦାନୀ ଗ୍ରୁପ ସେୟାର ହ୍ରାସ ଏବଂ ଷ୍ଟକ ବଜାର, ଏସବିଆଇ ଏବଂ ଏଲଆଇସି ଉପରେ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ମଣିଷ କରିବା ପାଇଁ ଘରଘର ବୁଲି ରୁଟି କରୁଥିଲେ ମା’, ଝିଅ ପାଇଲା ଦୁଇଟି ସରକାରୀ…

ନୂଆଦିଲ୍ଲୀ: ହନୁମାନଗଡ ଜିଲ୍ଲାର ତିବ୍ବି ତହସିଲର ଗାଁ ସିଲୱାଲା କଲାନର ଜଣେ ବିଧବା ମା’ଙ୍କ ସଂଘର୍ଷମୟ ଜୀବନକୁ ନେଇ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ବିଧବା ମା’ଙ୍କ ଦୁଇଝିଅ ଓ ଗୋଟିଏ ପୁଅ। ଦୁଇ ଝିଅ ମଧ୍ୟରୁ ଜଣକଙ୍କ ନାମ ହେଉଛି  ସିମରଜିତ କୌର। ଯିଏକି ସିଆଇଡି ଆଇବି ଓ ଜୟପୁର…
ଅଧିକ ଖବର ଦେଖନ୍ତୁ...

ବେଆଇନ ବାଲିଘାଟରେ ଚଢ଼ଉ ବେଳେ ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲେ ବାଲେଶ୍ବର ଉପଜିଲ୍ଲାପାଳ

ବାଲେଶ୍ଵର: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫିଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ଏକ ବେଆଇନ ବାଲିଘାଟରେ ଚଢ଼ଉ କରିବାକୁ ଯାଇ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି  ଆଜି ଉପଜିଲ୍ଲାପାଳ ଦ୍ୱିପ୍ରହର ସମୟରେ ଏକ…
ଅଧିକ ଖବର ଦେଖନ୍ତୁ...