Daily Archives

February 4, 2023

ପଟ୍ଟାଙ୍ଗି ଗସ୍ତରେ ୫-ଟି ସଚିବ: ବଦଳିବ ଦେଓମାଳିର ରୂପରେଖ

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋଟିଆକୁ ନେଇ ଦୀର୍ଘ ଦୀନ ଧରି ଉଭୟ ରାଜ୍ୟଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ଆଜି ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଦେଓମାଳି ଗସ୍ତକୁ ନେଇ କୋଟିଆବାସୀଙ୍କ ମନରେ ଖୁସିର…
ଅଧିକ ଖବର ଦେଖନ୍ତୁ...

ରେଳ ବଜେଟରେ ରାୟଗଡ଼ା ଡିଭିଜନକୁ ଲଲିପପ୍: ଘୋଷଣାକୁ ବିତିଲା ୪ ବର୍ଷ, ଖର୍ଚ୍ଚ ୧୪ ଲକ୍ଷ

ରାୟଗଡ଼ା: ୨୦୨୩-୨୪ ରେଳ ବଜେଟରେ ପୁଣି ଅବହେଳାର ଶିକାର ହୋଇଛି ରାୟଗଡ଼ା ରେଳ ଡିଭିଜନ। ଲଲିପପ୍ ସଦୃଶ ବିଭାଗ ନୂତନ ଭାବେ ଗଠିତ ହେବାକୁ ଥିବା ଡିଭିଜନ ପାଇଁ ମାତ୍ର ୫ କୋଟି ଅନୁଦାନ ଦେଇଛି। ଯାହା ରାୟଗଡ଼ା ଡିଭିଜନର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି। ନୂଆ ଡିଭିଜନ ଘୋଷଣାକୁ ଇତି…
ଅଧିକ ଖବର ଦେଖନ୍ତୁ...

କେହି କାହାକୁ ଚେତାବନୀ ଦେଇପାରିବେ ନାହିଁ : ଆଇନ ମନ୍ତ୍ରୀ ରିଜିଜୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ ନ୍ୟାୟାଳୟ ମଧ୍ୟରେ ଚାଲିଥିବା ମତଭେଦକୁ ପୁଣି ଚର୍ଚ୍ଚାକୁ ନେଇ ଆସିଛନ୍ତି ଆଇନ ମନ୍ତ୍ରୀ କିରେନ ରିଜିଜୁ । ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିବା ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନର ତୃଣମୂଳସ୍ତରରେ ଅଟକି ରହୁଛି ଲୋକଙ୍କ ସମସ୍ୟାର ସମାଧାନ

ଖୋର୍ଦ୍ଧା: ଗଣତନ୍ତ୍ର ରାଷ୍ଟ୍ରରେ ଜନତା ହେଉଛି ସର୍ବେସର୍ବା। ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସରକାର ସେମାନଙ୍କ ପାଇଁ କାମ କରୁଛି। ସରକାରଙ୍କ ଅଧୀନରେ କାମ କରୁଥିବା ସାଧାରଣ ଚପରାସୀ ଠାରୁ ମୁଖ୍ୟ ଶାସନ ସଚିବ ସମସ୍ତେ ଜନତାଙ୍କ ସେବକ। ସରପଞ୍ଚ ଠାରୁ ମୁଖ୍ୟମନ୍ତ୍ରୀ ଜନତାଙ୍କ ସମସ୍ୟା ସମାଧାନ…
ଅଧିକ ଖବର ଦେଖନ୍ତୁ...

ଶିଳ୍ପାନୁଷ୍ଠାନର ଶ୍ରମିକଙ୍କ ସମସ୍ୟା ନେଇ ସିଟୁର ବିକ୍ଷୋଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ, କାରଖାନାରେ କାମ କରୁଥିବା ଶ୍ରମିକଙ୍କ କର୍ମକ୍ଷେତ୍ରରେ ଆନୁସଙ୍ଗିକ ସୁବିଧା ଆଦି ୧୦ ଦଫା ସମସ୍ୟାର ସମାଧାନ ଦାବିରେ ଆଜି ସିଆଇଟିୟୁ (ସିଟୁ) ପକ୍ଷରୁ ଏକ ବିକ୍ଷୋଭ ରାଲିର ଆୟୋଜନ କରାଯାଇଥିଲା। ଆଜି ଅପରାହ୍ନ ୨.୩୦ ମିନିଟରେ ୬ଶହରୁ…
ଅଧିକ ଖବର ଦେଖନ୍ତୁ...

ଭୋଟ ପାଇବାକୁ ଭୋଟରଙ୍କ ବୀମା ରାଶି ଭରିବା ସହ ତୀର୍ଥଯାତ୍ରାରେ ବୁଲାଇଲେଣି ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ନେତାମାନେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗିପଡ଼ିଲେଣି | ଅନେକ ନେତା ପ୍ରତିଶ୍ରୁତିର ବର୍ଷା କରୁଥିବାବେଳେ କିଛି ନେତା ଭୋଟରଙ୍କୁ ଭଳି ଭଳି ଉପହାର ସାଙ୍ଗକୁ ଦର୍ଶନୀୟ ସ୍ଥାନ ବୁଲାଇବାରେ ଲାଗିପଡ଼ିଲେଣି | ଭୋଟରଙ୍କ…
ଅଧିକ ଖବର ଦେଖନ୍ତୁ...

ଅନୁପମ ଖେରଙ୍କୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ପୁରୁଷ କହିଲେ କଙ୍ଗନା

ମୁମ୍ବାଇ: ୨୦ମାସ ପରେ ଟ୍ବିଟରକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ମେ’ ୨୦୨୧ରେ ତାଙ୍କର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ବେଳେ ଜାନୁଆରି ୨୪, ୨୦୨୩ରେ ଏହାକୁ ପୁଣି ଥରେ ସକ୍ରିୟ କରାଯାଇଥିଲା। ଆକାଉଣ୍ଟ ସକ୍ରିୟ ହେବା ପରେ ତୁରନ୍ତ କଙ୍ଗନା ଟ୍ବିଟ କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ : ଦୁଇ ମନ୍ଦିରରୁ ୨ କିଲୋ ଓଜନର ଅଳଙ୍କାର ଚୋରି

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ଓ ମା’ ଅନ୍ନପୂର୍ଣ୍ଣା ମନ୍ଦିରରୁ ଶନିବାର ଦିନ ଦ୍ବିପ୍ରହରରେ ଭଗବାନଙ୍କ ପ୍ରତିମୂର୍ତ୍ତିରେ ପିନ୍ଧାଯାଇ ଥିବା ୭ଟି ରୁପା ମୁକୁଟ, ଗୋଟିଏ ସୁନା ନୋଥ ଓ ଗୋଟିଏ ରୁପା ବଂଶୀ ଚୋରି ହୋଇଥିବା ଖଡ଼ିଆଳ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବଦଳିଲା ଅଗ୍ନିବୀର ନିଯୁକ୍ତି ନିୟମ, ଜାଣନ୍ତୁ ନୂଆ ନିୟମ କ’ଣ  ?

ନୂଆଦିଲ୍ଲୀ : ଭାରତୀୟ ସେନା 'ଅଗ୍ନିବୀର' ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଘୋଷଣା କରିଛି, ଯାହା ଅଧୀନରେ ସେନାରେ ଯୋଗଦେବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କୁ ବର୍ତ୍ତମାନ ପ୍ରଥମେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ) ନେବାକୁ ପଡିବ । ଏହା ପରେ ପ୍ରାର୍ଥୀମାନଙ୍କୁ ଶାରୀରିକ…
ଅଧିକ ଖବର ଦେଖନ୍ତୁ...

ବିଡିଓ ଭାବେ କଟିଛି ୮ ବର୍ଷ, ହେଲେ ତୁଟୁନି ଜିଲ୍ଲା ମୋହ: ଗାଦି ମାଡ଼ି ବସିଛନ୍ତି ଅଧିକାରୀ

ରାୟଗଡ଼ା: ୮ ବର୍ଷ ୮ ମାସ ବିଡିଓ ଭାବେ କାର୍ଯ୍ୟ କଲେଣି। ପୌର ନିର୍ବାହୀ ଅଧିକାରୀ ଭାବେ ୧୦ ମାସ ଦାୟିତ୍ବ ତୁଲାଇଛନ୍ତି। ନିକଟରେ ପଦୋନ୍ନତି ସହ ଗୁଣପୁର ପିଏ ଆଇଟିଡିଏ ଭାବେ କାର୍ଯ୍ୟ କରିବାକୁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଗୋଟିଏ ଜିଲ୍ଲାରେ ଦୀର୍ଘ ୧୦ ବର୍ଷ ଧରି ବିଭିନ୍ନ ପଦ…
ଅଧିକ ଖବର ଦେଖନ୍ତୁ...