Daily Archives

February 5, 2023

ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ: କ୍ରିକେଟ ଷ୍ଟାଡିୟମ ନିକଟରେ ବିସ୍ଫୋରଣ

ଲାହୋର: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶର କ୍ୱେଟାରେ ଆଜି ହୋଇଥିବା ବିସ୍ଫୋରଣରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗତ କିଛି ଦିନ ତଳେ ସୁରକ୍ଷା ଅଧିକାରୀଙ୍କୁ ଟାର୍ଗେଟ କରି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଯୋଜନାବଦ୍ଧ ଆକ୍ରମଣର ଏହା ହେଉଛି ଦ୍ୱିତୀୟ ଘଟଣା।…
ଅଧିକ ଖବର ଦେଖନ୍ତୁ...

ଚୀନ ଉପରେ ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ୍‌ କଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାର ଚୀନ ସହିତ ଯୋଗାଯୋଗ ରଖୁଥିବା ଲୋନ ଓ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ଆପଗୁଡ଼ିକ ଉପରେ ତନାଘନା କରିଥିଲା।  ଏଥିରୁ ଜଣାପଡ଼ିଥିଲା କି ଏହି ଆପଗୁଡ଼ିକ ଭାରତୀୟଙ୍କ ଗୋପନୀୟତା ଏବଂ…
ଅଧିକ ଖବର ଦେଖନ୍ତୁ...

ଶାହାରୁଖ୍‌ଙ୍କ ପାଇଁ ଦୁଃଖ ଖବର; ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ପଠାନ’; ଟେଲିଗ୍ରାମ୍‌‌ରୁ କରିହେବ ଡାଉନ୍‌ଲୋଡ୍‌

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ ନୂଆ ନୂଆ ରେକର୍ଡ କରି ଚାଲିଥିବା ବେଳେ ନୂଆ ନୂଆ ରେକର୍ଡକୁ ବି ଭଙ୍ଗ କରି ଚାଲିଛି। ଏହି ଫିଲ୍ମକୁ ନେଇ ଆକଳନ କରାଯାଉଛି ଯେ ଏହା ବଲିଉଡର ସବୁଠାରୁ ଅଧିକ ରୋଜଗାର କରିଥିବା ସିନେମା ବନିପାରେ। ଏବେ ବି ବକ୍ସ…
ଅଧିକ ଖବର ଦେଖନ୍ତୁ...

ପୁଅକୁ ଭଲ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ମା ଗଲା ଜେଲ

ଡେରାଡୁନ: ନିଜ ପୁଅକୁ ଭଲ ସ୍କୁଲରେ ପାଠ ପଢ଼ାଇବାକୁ ମା ଗଲା ଜେଲ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ, ଉତ୍ତରାଖଣ୍ଡର ଡେରାଡୁନ ସ୍ଥିତ ଆରଆଇଏମ୍ସି(ରାଷ୍ଟ୍ରିୟ ଇଣ୍ଡିଆନ୍ ମିଲିଟାରୀ କଲେଜ୍) ରେ ଜଣେ ମହିଳା ପୁଅକୁ ଅଷ୍ଟମ ଶ୍ରେଣୀରେ ଭର୍ତ୍ତି କରିବା…
ଅଧିକ ଖବର ଦେଖନ୍ତୁ...

ଏସବୁ ସମ୍ପତ୍ତିର ମାଲିକ ଥିଲେ ପରଭେଜ ମୁଶାରଫ୍‌

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ଅବସରପ୍ରାପ୍ତ ଜେନେରାଲ୍‌ ପରଭେଜ ମୁଶାରଫ୍‌ଙ୍କର ଶୁକ୍ରବାର ଦେହାନ୍ତ ହୋଇଯାଇଛି। ପାକିସ୍ତାନ ଗଣମାଧ୍ୟମ ରିପ‌ୋର୍ଟ ଅନୁଯାୟୀ, ‘ଆମିଲଇଡୋସିସ୍‌’ ନାମରେ ଏକ ବି‌ରଳ ରୋଗଦ୍ବାରା ଆକ୍ରାନ୍ତ ଥିଲେ ପରଭେଜ । ୧୯୯୯ରୁ ୨୦୦୮…
ଅଧିକ ଖବର ଦେଖନ୍ତୁ...

ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ନେଇ ଚୀନ ମିଡିଆରେ ହଇଚଇ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ନିଜର ପ୍ରତିରକ୍ଷା ଓ ଟେ‌କ୍ନୋଲୋଜିକୁ ବୃଦ୍ଧି କରିବା ପାଇଁ ଇନିସିଏଟିଭ ଅନ କ୍ରିଟିକାଲ ଏଣ୍ଡ ଇମର୍ଜିଂ ଟେ‌କ୍ନୋଲୋଜି ବା ଆଇସିଇଟି ନାମରେ ଏକ ଚୁ୍କ୍ତି ହୋଇଛି । ଏହା ଦ୍ୱାରା ଆମେରିକା ଓ ଭାରତ ଉନ୍ନତ ପ୍ରତିରକ୍ଷା ଓ କମ୍ପ୍ୟୁଟିଙ୍ଗ…
ଅଧିକ ଖବର ଦେଖନ୍ତୁ...

ମୋ ଯନ୍ତ୍ରଣା ମୁଁ ଜାଣିଛି, ମୋ ସହ କୌଣସି ଫାଲ୍‌ତୁ କଥାବାର୍ତ୍ତା କର ନାହିଁ: ରାକ୍ଷୀ ସାୱନ୍ତ

ନୂଆଦିଲ୍ଲୀ: ନିକଟରେ ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତଙ୍କ ମାଆଙ୍କ ଦେହାନ୍ତ ହୋଇଛି। ଏହା ମଧ୍ୟରେ ନିଜ ସ୍ବାମୀ ଆଦିଲଙ୍କୁ ନେଇ ସେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଗଣମାଧ୍ୟମରେ ଦେଇଥିଲେ। ସେ କହିଥିଲେ ଯେ ତାଙ୍କ ସ୍ବାମୀ ଓ ତାଙ୍କ ମଧ୍ୟରେ ଅନ୍ୟ କେହି ପଶି ଆସିଛନ୍ତି ଓ ତାଙ୍କ ବିବାହ ବିପଦରେ…
ଅଧିକ ଖବର ଦେଖନ୍ତୁ...

ମୁଶାରଫଙ୍କୁ ଶାନ୍ତିଦୂତ କହି ଅଡୁଆରେ ଫସିଲେ ଥରୁର, ବିଜେପିର କଡା ଜବାବ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କର ରବିବାର ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଟ୍ୱିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି…
ଅଧିକ ଖବର ଦେଖନ୍ତୁ...

୮ ଲକ୍ଷଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ରବିବାର ଦୁଇଟି ଭିନ୍ନ ମାମଲାରେ ଚଢ଼ଉ କରାଯାଇ ୮୦ ଗ୍ରାମ ବ୍ରାଉନସୁଗାର ସହ ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାନୁସାରେ, ଖୋର୍ଦ୍ଧା ଅବକାରୀ ଟିମ୍ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ବର୍ଷ ମଧ୍ୟରେ ଦୁଇ ଭାଇଙ୍କୁ ହରାଇଲେ ରବି କିଶନ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ରବି କିଶନଙ୍କ ବଡ଼ ଭାଇଙ୍କ ପରଲୋକ ହୋଇଛି। ଏନେଇ ନିଜେ ରବି କିଶନ ଟୁଇଟ କରି ସୂଚନା ଦେଇଛନ୍ତି। ରବି କିଶନ ଟୁଇଟ କରି କହିଛନ୍ତି, ‘ବଡ଼ ଭାଇ ରାମକିଶନ ଶୁକ୍ଳାଙ୍କ ହଠାତ ହୃଦସ୍ପନ୍ଦନ ଗତି ମନ୍ଥର ହୋଇଯିବାରୁ ତାଙ୍କୁ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...