Daily Archives

February 6, 2023

ଭାରତର ଉନ୍ନତି ଗୋରା ଲୋକେ ସହିପାରୁନାହାନ୍ତି : ବୀରେନ୍ଦ୍ର ସେହଓ୍ବାଗ୍

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ପ୍ରସଙ୍ଗରେ ଏକ ମନ୍ତବ୍ୟ ଦେଇ ବିବାଦରେ ଫସିଯାଇଛନ୍ତି କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହଓ୍ବାଗ୍ । ଆଦାନୀ ଗ୍ରୁପ ବିରୋଧରେ ଜାଲିଆତି ଅଭିଯୋଗ ଆଣିଥିବା ହିଣ୍ଡନବର୍ଗକୁ ସେ ଟାର୍ଗେଟ କରି ଟୁଇଟରରେ ଲେଖିଛନ୍ତି ଯେ ଗୋରା ଲୋକେ ଭାରତର ଉନ୍ନତି ସହିପାରନ୍ତି ନାହିଁ ।…
ଅଧିକ ଖବର ଦେଖନ୍ତୁ...

ଏସଓଜି ଟାୱାର ଉପରକୁ ଚଢିଯାଇଥିଲେ ଯବାନ, ଓହ୍ଲାଇଲା ଅଗ୍ନିଶମ ବିଭାଗ

କୋରାପୁଟ: କୋରପୁଟ ଏସଓଜି କ୍ୟାମ୍ପସରେ ରହିଥିବା‌ ଏକ ଟାୱାର ଉପରେ ଚଢିଯାଇଥି‌ଲେ ଯବାନ। ଆଜି ଦିନ ପ୍ରାୟ ୪ଟାବେଳେ ଟ୍ରେନିଂ କରୁଥିବା ହେମନ୍ତ କୁମାର ଷଣ୍ଢ ଟାୱାର ଉପରେ ଚଢିଯାଇଥି‌ଲେ | ଏହାପରେ କୋରାପୁଟ ଅଗ୍ନିଶମ ବିଭାଗ ପହଞ୍ଚି ତଳକୁ ଓହ୍ଲାଇଥିଲେ। ଏହାପରେ ତାଙ୍କୁ ଛୁଟି ଦିଆଯାଇ ଘରକୁ…
ଅଧିକ ଖବର ଦେଖନ୍ତୁ...

ଉପହାର ଆକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ମେସିଙ୍କ ଜର୍ସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଆର୍ଜେଣ୍ଟିନାର ପେଟ୍ରୋଲିୟମ କମ୍ପାନି ୱାଇପିଏଫର ସଭାପତି ପାବଲୋ ଗୋଞ୍ଜାଲେଜଙ୍କୁ ଭେଟିଥିଲେ। ଏହି ଅବସରରେ ମୋଦୀଜୀଙ୍କୁ ବିଶେଷ ଉପହାର ସ୍ୱରୂପ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଏକ ଜର୍ସି ଦିଆଯାଇଥିବା ଜଣାପଡ଼ିଛି। ଏହାର…
ଅଧିକ ଖବର ଦେଖନ୍ତୁ...

ମାଆର କାମ ପାଇଁ ସାତ ବର୍ଷର ପିଲାକୁ ସ୍କୁଲରୁ ବାହାର କଲା ପ୍ରଶାସନ

ନୂଆଦିଲ୍ଲୀ: କଥାରେ ଅଛି ବାପ ଖାଇଲେ ତାଳ, ପୁଅ ମୁଣ୍ତରେ କାଳ । ଅର୍ଥାତ୍ ବାପା ମାଆ ଯାହା କରନ୍ତି ପିଲାଙ୍କ ଉପରେ ତାହାର ପ୍ରଭାବ ପଡ଼ିଥାଏ । ଏହି କ୍ରମରେ କହିବାକୁ ଗଲେ ଜଣେ ମହିଳା କରୁଥିବା କାମ ପାଇଁ ସାତ ବର୍ଷର ପିଲାକୁ ସ୍କୁଲରୁ ନିଲମ୍ବିତ କରାଯାଇଛି । ଏହାର କାରଣ ହେଉଛି ଉକ୍ତ ପିଲାର…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସହିଦ ଦିବସ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଅଁଳାଯୋଡି ଗ୍ରାପର ଗୁଣ୍ଡୁରିଆ ସହିଦ ଦିବସ ପାଳିତ ହୋଇଯାଇଛି। ସହିଦ ଆଦିବାସୀମାନଙ୍କ ସ୍ମୃତିଚାରଣ କରିବା ପାଇଁ ପ୍ରତ୍ୟେକବର୍ଷ ପରି ଚଳିତବର୍ଷ ମଧ୍ୟ ଶହୀଦ ଦିବସ ପାଳନ କରାଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ଆଦାନୀ ଗ୍ରୁପର ଜାଲିଆତି ଓ ରାଷ୍ଟ୍ର ବିରୋଧୀ କାରନାମା ନେଇ କଂଗ୍ରେସର ବିକ୍ଷୋଭ

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆଦାନୀ ଗ୍ରୁପର ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଦାନୀ କମ୍ପାନିର ଅର୍ଥନୈତିକ ଅପରାଧ ପ୍ରସଙ୍ଗ ପାର୍ଲାମେଣ୍ଟରେ ଆଲୋଚନା ହେବା ଦରକାର ଏବଂ କଳା କାରନାମାର ପର୍ଦାଫାସ ପାଇଁ ସୁପ୍ରିମକୋର୍ଟର…
ଅଧିକ ଖବର ଦେଖନ୍ତୁ...

ଏକସଙ୍ଗେ ୩ ଯାଆଁଳା ଭଉଣୀଙ୍କ ସହ ଯୁବକଙ୍କୁ ହେଲା ପ୍ରେମ, କରିବାକୁ ଯାଉଛନ୍ତି ବିବାହ

ନୂଆଦିଲ୍ଲୀ: ଜଣେ ଯୁବକ ୩ ଜଣ ଯାଆଁଳା ଭଉଣୀଙ୍କ ସହ ପ୍ରେମ ସଂପର୍କରେ ଥିବା କଥା ଏବେ ସଭିଙ୍କୁ ଚକିତ କରିଛି। କେବଳ ସେତିକି ନୁହେଁ, ଯୁବକ ଜଣକ ଖୁବ୍‌ ଶୀଘ୍ର ତିନିଜଣ ଯାକଙ୍କୁ ବିବାହ ବି କରିବାକୁ ଯାଉଛନ୍ତି। ଯୁବକଙ୍କ କହିବା କଥା ହେଉଛି, ୩ ଜଣ ଯାକ ପତ୍ନୀଙ୍କୁ ପ୍ରେମ ଦେବା ତାଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଘୃଣାର କୌଣସି ସ୍ଥାନ ନାହିଁ, ତାହାକୁ ନିର୍ମୂଳ କରାଯିବା ଉଚିତ୍ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତ ଭଳି ଧର୍ମନିରପେକ୍ଷ ଦେଶରେ ଧର୍ମ ଆଧାରିତ ଘୃଣ୍ୟ ଅପରାଧ ପାଇଁ କୌଣସି ସ୍ଥାନ ନାହିଁ ଓ ତାହାକୁ ନିର୍ମୂଳ କରାଯିବା ଉଚିତ୍ ବୋଲି ସୋମବାର ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଉତ୍ତର ପ୍ରଦେଶର ନୋଏଡାରେ ଦିଆଯାଇଥିବା ଏକ ଘୃଣା ସୃଷ୍ଟିକାରୀ ଭାଷଣ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଆବେଦନ ଖାରଜ

କଟକ: ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସିସୋର ଚିଟ୍‌ଫଣ୍ଡ ଘଟଣାକୁ ନେଇ ତାଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ଶ୍ରୀ ଜେନା ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୦ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଏସବୁ କାର୍ଯ୍ୟକ୍ରମରେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଗସ୍ତକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ଶେଷ…
ଅଧିକ ଖବର ଦେଖନ୍ତୁ...