Daily Archives

February 6, 2023

ଫଟୋ କହୁଛି ତୁର୍କୀ ଭୂକମ୍ପର କାହାଣୀ, ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ

ଇସ୍ତାନବୁଲ: ତୁର୍କୀ ପାଇଁ ଆଜି ଥିଲା କଳାଦିନ। ଗୋଟିଏ ଦିନରେ ୩ଥର ଥରିଛି ତୁର୍କୀ । ପ୍ରଥମ ୭.୮, ପରେ ୭.୬ ଏବଂ ସନ୍ଧ୍ୟାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଥିଲା ବୋଲି କୁହାଯାଉଛି। ମୃତ୍ୟୁସଂଖ୍ୟା ୧୫୦୦ ପାର ହୋଇଥିବା ବେଳେ ବାରମ୍ବାର ହେଉଥିବା  ଭୂମିକମ୍ପ ପାଇଁ…
ଅଧିକ ଖବର ଦେଖନ୍ତୁ...

ହଟୁନି ରାଜୁଆ ଦୁଃଖ: ଚାଷୀଙ୍କୁ ଭଣ୍ଡାଉଛି ଉଠାଜଳସେଚନ ଓ ଜଳସେଚନ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧାର ଦୁଃଖ ରାଜୁଆ ନଦୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାନଦୀର ଉପନଦୀ ରାଜୁଆରେ ବର୍ଷା ଋତୁରେ ବଢ଼ି ହୋଇ ଚାଷୀଙ୍କ ଫସଲ ନଷ୍ଟ ହୁଏ ଓ ଗ୍ରୀଷ୍ମ ଋତୁରେ ନଦୀରେ ପାଣିଥାଇ ମଧ୍ୟ ଚାଷ ଜମିକୁ ପାଣି ଆସିପାରେ ନାହିଁ । ଗତ ତିନି ଦଶନ୍ଧୀ ଧରି ଚାଷୀମାନେ ଏଭଳି ସମସ୍ୟାରେ ଗତି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି

ସୁନ୍ଦରଗଡ଼: ସୋମବାର ସ୍ଥାନୀୟ ସଦ୍ଭାବନା ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ। ମୋଟ ୧୨୫ଟି ଅଭିଯୋଗ ଆସିଥିଲା।…
ଅଧିକ ଖବର ଦେଖନ୍ତୁ...

ଜେନେରାଲ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଜେନେରାଲ୍ ଟିକେଟରେ ଯାତ୍ରା କରୁଛନ୍ତି, ତେବେ ରେଳବାଇ ଦ୍ୱାରା ଏକ ବଡ଼ ସୂଚନା ଦିଆଯାଇଛି । ଏହି ସୂଚନା ଅନୁଯାୟୀ ଏଣିକି ଆପଣଙ୍କୁ ଜେନେରାଲ ଟିକେଟରେ ଟ୍ରେନରେ ସିଟ୍ ମିଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କିହିଛି ରେଳବାଇ। ରେଳବାଇ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଅବନ୍ତିକାଠାରୁ ଅଲଗା ହେବା ପରେ କାହାକୁ ଡେଟ୍‌ କରୁଛନ୍ତି ଆମୀରଙ୍କ ଭଣଜା ଇମ୍ରାନ ଖାନ୍‌?

ମୁମ୍ବାଇ: ଆମୀର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ ଦୀର୍ଘ ସମୟ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଇମ୍ରାନ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଯେ ଇମ୍ରାନ ତାଙ୍କ ପତ୍ନୀ ଅବନ୍ତିକାଙ୍କଠାରୁ ଅଲଗା ହୋଇ…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କ ଅପେକ୍ଷା ରୋହିତ ବହୁତ ଭଲ ବ୍ୟାଟ୍ସମ୍ୟାନ୍: ପାକ୍ ଦ୍ରୁତ ବୋଲର ‌ସୋହେଲ ଖାନ୍

ନୂଆଦିଲ୍ଲୀ: କୋହଲିଙ୍କ ଅପେକ୍ଷା ରୋହିତ ବହୁତ ଭଲ ବ୍ୟାଟ୍ସମ୍ୟାନ୍। ଏଭଳି କହି ଏବେ ଚର୍ଚ୍ଚାରେ ପାକ୍ ଦ୍ରୁତ ବୋଲର ‌ସୋହେଲ ଖାନ୍। ବର୍ତ୍ତମାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଭାରତୀୟ କ୍ରିକେଟର ଆଗ ଧାଡ଼ିର ଖେଳାଳି। ଦୁହେଁ ନିଜ ନିଜର କ୍ରିକେଟ ଖେଳିବାର ଶୈଳୀ ପାଇଁ ଜଣାଶୁଣା। ଭାରତକୁ…
ଅଧିକ ଖବର ଦେଖନ୍ତୁ...

ମାସକୁ ମୋ ଆକାଉଣ୍ଟକୁ ଏତିକି ଟଙ୍କା ପଠାନ୍ତି ଗୋପାଳ, ମୁହଁ ଖୋଲିଲେ ପତ୍ନୀ

ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସେ କହିଛନ୍ତି, ଘରକୁ କ୍ରାଇମବ୍ରାଞ୍ଚର ଟିମ୍ ଆସି ବ୍ୟାଙ୍କ ଖାତା ଯାଞ୍ଚ କରିଥିଲେ । ବ୍ୟାଙ୍କକୁ ଯାଇ ଟଙ୍କା କାରବାରର ତଥ୍ୟ ହାସଲ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ତୁର୍କୀରେ ପୁଣି ଭୂକମ୍ପ, ୨୪ ଘଣ୍ଟାରେ ୩ୟ ଝଟକା,ମୃତ୍ୟୁସଂଖ୍ୟା ୧୮୦୦ ଟପିଲା

ଅଙ୍କାରା  : ତୁର୍କୀରେ ପୁଣି ଭୂମିକମ୍ପ ଆସିଛି । ଗତ ୨୪ ଘଣ୍ଟାରେ ଏହା ହେଉଛି ୩ୟ ଭୂମିକମ୍ପ । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି କୁହାଯାଉଛି । ଏହା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ସୋମବାର ଭୋର ୪ଟା ବେଳେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସାନ ଝିଅକୁ ଦେଖାଇ ବଡ଼ ଝିଅ ସହ କରିଦେଲେ ବିବାହ, ସତ ଜାଣି ଉଡିଲା ବରର ହୋସ୍

ନୂଆଦିଲ୍ଲୀ: ବିବାହ ଠିକ ହେବା ପରେ ଦୁଇ ପରିବାର ବିବାହର ଶୁଭ ସମୟ ଦେଖିଲେ। ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ପହଞ୍ଚିଲା ବର। ରାତିର ଅନ୍ଧକାରରେ ସାତ୍ ଫେରା ହେଲା। ମଣ୍ଡପରେ ମନ୍ତ୍ର ଜପ କରି ବର ଏବଂ କନ୍ୟା ୭ ଜନ୍ମ ପାଇଁ ଏକାଠି ରହିବାକୁ ପ୍ରତିଜ୍ଞା କଲେ। ଏହା ପରେ ଝିଅ ବିଦା ହୋଇ ଶାଶୁ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ କୁମାର ମଙ୍ଗଲମ୍ ବିର୍ଲାଙ୍କ କନ୍ୟା ଅନନ୍ୟା

ନୂଆଦିଲ୍ଲୀ: ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲାଙ୍କ କନ୍ୟାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୁମାର ମଙ୍ଗଲମ୍ ବିର୍ଲାଙ୍କ ଜ୍ୟୋଷ୍ଠ କନ୍ୟାଙ୍କ ନାମ ଅନନ୍ୟା ବିର୍ଲା। ଅନନ୍ୟା ନିକଟରେ ତାଙ୍କ ୨୫ବର୍ଷର ଭାଇ ଆର୍ୟମାନ୍ ବିକ୍ରମ ବିର୍ଲାଙ୍କ ସହିତ ମିଶି ଆଦିତ୍ୟ…
ଅଧିକ ଖବର ଦେଖନ୍ତୁ...