Daily Archives

February 7, 2023

ନାବାଳିକାଙ୍କ ଅନ୍ତର୍ବସ୍ତ୍ରକୁ ଜୋରଜବରଦସ୍ତ ଖୋଲିବା ଦୁଷ୍କର୍ମ ସହ ସମାନ: କାଲକାଟା ହାଇକୋର୍ଟ

କୋଲକାତା: ନାବାଳିକାଙ୍କ ଅନ୍ତର୍ବସ୍ତ୍ରକୁ ଜୋରଜବରଦସ୍ତ ଖୋଲିବା ବା ହଟାଇବା ଦୁଷ୍କର୍ମ ସହ ସମାନ ବୋଲି କାଲକାଟା ହାଇକୋର୍ଟ ରାୟ ଦେଇଛନ୍ତି। ଜନୈକା ନାବାଳିକାଙ୍କୁ ନିର୍ଜନ ସ୍ଥାନକୁ ପ୍ରଲୋଭନ ଦେଖାଇ ଡାକିନେବା ପରେ ତାଙ୍କ ଅନ୍ତର୍ବସ୍ତ୍ରକୁ ହଟାଇବାକୁ କହିଥିବା ରବି ରାୟଙ୍କ ମାମଲାର ଶୁଣାଣି…
ଅଧିକ ଖବର ଦେଖନ୍ତୁ...

ରାକ୍ଷୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ଆଦିଲ: ରାକ୍ଷୀଙ୍କ ଭାଇ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ତଥା ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ମାଡ଼ ମାରି ଗିରଫ ହୋଇଛନ୍ତି ସ୍ବାମୀ ଆଦିଲ ଦୁରାନୀ। ଏମଧ୍ୟରେ ରାକ୍ଷୀଙ୍କ ଭାଇ ଆଦିଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାକ୍ଷୀ ସାୱନ୍ତଙ୍କ ଭାଇ ରାକେଶ ସାୱନ୍ତ ବର୍ତ୍ତମାନ ଆଦିଲ ଖାନ ଦୁରାନୀଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

“ପ୍ଲିଜ୍ ଆମକୁ ବଞ୍ଚାଇ ଦିଅ, ମୁଁ ତୁମର ଚାକର ହେବି..” ଭୂକମ୍ପ ଧ୍ବଂସସ୍ତୁପ ମଧ୍ୟରୁ ଦୁଇ ଶିଶୁଙ୍କ କରୁଣ ନିବେଦନ

ଇସ୍ତାନବୁଲ : ତୁର୍କୀ ଓ ସିରିଆ ସୀମାରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଭୂକମ୍ପର ବିପର୍ଯ୍ୟୟ ମଧ୍ୟରେ ସିରିଆରୁ ଅନେକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । କେବଳ ତୁର୍କୀରେ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୫୫୦୦ରୁ ଅଧିକ କୋଠା…
ଅଧିକ ଖବର ଦେଖନ୍ତୁ...

୨ ଦୁର୍ଘଟଣାରେ ୫ ଗୁରୁତର, ଜାତୀୟ ରାଜପଥ ଜାମ୍‌

ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ବିଶୋଇ ଥାନା ଅର୍ନ୍ତଗତ ନୂଆଗାଁ ଓ ଅଶନବଣୀ ଛକ ନିକଟରେ ଦୁଇଟି ପୃଥକ ଦୁର୍ଘଟଣା ଘଟିବାରୁ ୫ ଗୁରୁତର ହୋଇଛନ୍ତି। ନୂଆଗାଁଠାରେ ଜାମଝରୀ ଗ୍ରାମର ଅଶୋକ ନନ୍ଦ ଓ ଦୁଃଶାସନ ଗିରି ଓଡି ୦୯-ଇ-୯୯୯୮ ନମ୍ବର ବିଶିଷ୍ଟ ଏକ…
ଅଧିକ ଖବର ଦେଖନ୍ତୁ...

ସାମରିକ ଉପକରଣ ପରିବହନ କରୁଥିବା ଗାଡ଼ିକୁ ଓଭରଟେକ୍‌ କରିବାରୁ ବସ୍‌ ଡ୍ରାଇଭରଙ୍କୁ ମାଡ଼ ମାରିଲେ ସିଆଇଏସ୍‌ଏଫ୍‌ ଯବାନ

ବେଙ୍ଗାଲୁରୁ: କର୍ଣ୍ଣାଟକର ହୋସୁର ରାଜପଥରେ ସୋମବାର ଦିନ ସାମରିକ ଉପକରଣ ପରିବହନ କରୁଥିବା ସୁରକ୍ଷା ଗାଡ଼ିକୁ କର୍ଣ୍ଣାଟକ ପରିବହନ ବିଭାଗର ଏକ ଯାତ୍ରୀବାହୀ ବସ୍‌ ଓଭରଟେକ୍‌ କରିବା ପରେ ଜଣେ ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ) ଯବାନ ସଂପୃକ୍ତ ବସ୍‌ର…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ପ୍ରଥମ କିସ୍ତି ଟଙ୍କା ନେଇ ପ୍ରେମିକମାନଙ୍କ ସହ ଫେରାର ‌ହେଲେ ୪ମହିଳା

ବାରବଙ୍କି(ଉତ୍ତରପ୍ରଦେଶ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ପ୍ରଥମ କିସ୍ତି ଟଙ୍କା ନେଇ ପ୍ରେମିକ ସହ ଫେରାର ‌ହେଲେ ୪ମହିଳା। ଏଭଳି ଘଟଣା ଘଟିଛି ୟୁପିର ବାରବଙ୍କିରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତିରେ ୫୦,୦୦୦ଟଙ୍କା ମିଳିଥିଲା। ଏହି ଟଙ୍କା ମିଳିବା ପରେ ୪ଜଣ ମହିଳା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ସୀମାନ୍ତରେ ୪ ନକ୍ସଲ ମିଲିସିଆ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଧନନ୍ତରୀ ଜିଲ୍ଲାରେ ପୁଲିସ ୪ ଜଣ ନକ୍ସଲ ମିଲିସିଆଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଛତିଶଗଡ ପୁଲିସ ଧନନ୍ତରି ଜଂଗଲରେ ଚଢାଉ କରିଥିଲେ। ତେବେ ସର୍ଚ୍ଚ ଅପରେସନବେଳେ ଜଣେ ବ୍ୟକ୍ତି ଜଂଗଲରେ କିଛି ଜିନିଷ ନେଇ ଯାଉଥିବା ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ମାମଲାରେ ସଂପର୍କୀୟଙ୍କ ଠାରୁ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କୁ ଗୁରୁଜନଙ୍କ ସାହାଯ୍ୟ ମିଳିବ। ସତର୍କତା ଅବଲମ୍ବନ କଲେ ବଡ଼ ଅଶାନ୍ତିକୁ ଅତିକ୍ରମ କରିଯିବେ। ବୃଷ: ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଭଲ ରହିବ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ଘର ନିର୍ମାଣ ଲାଗି…
ଅଧିକ ଖବର ଦେଖନ୍ତୁ...

ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କେବେ?

ଜୟପୁର: ୧୯୪୬ମସିହାରେ ଆରମ୍ଭ ହୋଇଥିବା ଶ୍ରୀ ବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍ ଜୁବୁଲି ଉତ୍ସବ ୨୦୨୧ମସିହାରେ ପାଳନ କରାଯିବା କଥା। କିନ୍ତୁ ୨ବର୍ଷ ପରେ ବି ଏହା କେବେ ପାଳନ ହେବ ତାହାର ଦିନ କିଛି ନିର୍ଦ୍ଧାରଣ ହୋଇପାରୁନାହିଁ। ଏହି ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଆଇପିଏଲ : ଫେବ୍ରୁଆରି ୧୩ରେ ହେବ ଖେଳାଳି ନିଲାମୀ

ମୁମ୍ବାଇ : ଆସନ୍ତା ଫେବ୍ରୁଆରି ୧୩ରେ ମହିଳା ଆଇପିଏଲ୍ ଦଳଗୁଡ଼ିକ ପାଇଁ ଖେଳାଳି ନିଲାମ ହେବ । ଏ ସଂପର୍କରେ ମଙ୍ଗଳବାରଦିନ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୨ ତାରିଖରେ ଟି-୨୦ ମହିଳା ବିଶ୍ବକପରେ ଭାରତ-ପାକିସ୍ତାନ ମ୍ୟାଚ ହେବାକୁ ଥିବାବେଳେ ତାହାର ଦିନକ ପରେ ଏହି ନିଲାମ ହେବ ।…
ଅଧିକ ଖବର ଦେଖନ୍ତୁ...