Daily Archives

February 7, 2023

ତାରାଙ୍କ ଡାଏଲଗ୍‘‘ ସେର୍ ଭୁକା ରେହଯାଏଗା.. ଲେକିନ୍ ଘାସ୍ ନେହି ଖାଏଗା’’ ଭାଇରାଲ

ଜୟପୁର: ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ବବି ଦାସଙ୍କୁ ଖୁବ ପ୍ରଶଂସା କରିଥିଲେ। ଜୟ ନବୀନ ଓ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୫ ଭରି ସୁନା, ୧ କେଜି ରୂପା, ନଗଦ ଦେଢ଼ ଲକ୍ଷ ଚୋରି

ରାୟଗଡ଼ା: ରାୟଗଡ଼ା ସହରରେ ଚୋର, ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସୋମବାର ଦିନରେ ଦୁର୍ବୃତ୍ତ ମହିଳାଙ୍କ ବେକରୁ ୭ ଭରି ସୁନା ଚେନ୍ ଲୁଟି ନେଇଥିବାବେଳେ ରାତିରେ ଗାୟତ୍ରୀ ନଗରର ବନ୍ଦ ଘରେ କଳାକନା ବୁଲାଇଛନ୍ତି। ଚୋରି ବଢ଼ିବା ପରେ ପୁଲିସର ମୁଣ୍ଡବ୍ୟଥା ବଢ଼ିବା ସହ ଲୁଟେରାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଅତିରିକ୍ତ ଦାୟିତ୍ବରେ ଚାଲିଛି ଗୁଣପୁର ପୌର ପରିଷଦ: ନାହାଁନ୍ତି ସ୍ଥାୟୀ ଅଧିକାରୀ, ବିକାଶମୂଳକ କାର୍ଯ୍ୟ ଠପ୍

ରାୟଗଡ଼ା: ପ୍ରସୂତି ଅବକାଶରେ ସ୍ଥାୟୀ ଅଧିକାରୀ। କାର୍ଯ୍ୟବ୍ୟସ୍ତତାରୁ ନିୟମିତ ଅଫିସ୍ ଆସି ପାରୁନାହାନ୍ତି ଅତିରିକ୍ତ ଦାୟିତ୍ବରେ ଥିବା ଅଧିକାରୀ। ଫଳରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇ ପଡ଼ିବା ସହ ନିୟମିତ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି କର୍ମଚାରୀ। ମକର ସଂକ୍ରାନ୍ତି, ପୋଙ୍ଗଲରେ ବି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀର ପ୍ରଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜାତୀୟସ୍ତରର କବାଡ଼ି ଖେଳାଳି

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ କୋଚ୍‌ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ ଜାତୀୟ ସ୍ତରର କବାଡ଼ି ଖେଳାଳି। ସଂପୃକ୍ତ ଅଭିଯୁକ୍ତ କୋଚ୍‌ ତାଙ୍କୁ ଦୁଷ୍କର୍ମ କରିବା ପରେ ବ୍ଲାକମେଲ୍‌ କରିବା ସହ ତାଙ୍କୁ ଦୁଷ୍କର୍ମ କରୁଥିବା ସମୟର ଫଟୋ ସବୁକୁ ଲିକ୍‌ କରିବାକୁ ଧମକ ଦେଉଥିବା ୨୭…
ଅଧିକ ଖବର ଦେଖନ୍ତୁ...

ରମାଦେବୀ ଅଡିଟୋରିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ନିର୍ମାଣ ହୋଇଥିବା ଏକ ଅଡିଟୋରିୟମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୧୭ କୋଟିର ବ୍ୟୟ ଅଟକଳରେ ଏହି ଅଡିଟୋରିୟମଟି ସମ୍ପୂର୍ଣ୍ଣ କରାଯାଇଥିବାବେଳେ ଏଠାରେ ୧୦୦୦ ଜଣ…
ଅଧିକ ଖବର ଦେଖନ୍ତୁ...

ପ୍ରସବ ଯନ୍ତ୍ରଣା ସମୟରେ ସିରିଆରେ ହେଲା ଭୂକମ୍ପ: ମହିଳାଙ୍କ ଜୀବନ ଗଲା, ହେଲେ ଜୀବିତ ବାହାରିଲେ ନବଜାତ

ନୂଆଦିଲ୍ଲୀ: ସୋମବାର ତୁର୍କୀ ଓ ସିରିଆରରେ ଭୂକମ୍ପ ହୋଇଥିଲା। ଭୋର ୪ଟା ସମୟରେ ୭.୮ ତୀବ୍ରତାର ପ୍ରଥମ ଭୂମିକମ୍ପ ହେବା ପରେ ଥରି ଉଠିଥିଲା ତୁର୍କୀ ଓ ସିରିଆ। ଏହି ସମୟରେ ଲୋକେ ଶୋଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଭୂକମ୍ପ ୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା…
ଅଧିକ ଖବର ଦେଖନ୍ତୁ...

ବିବାହ ବନ୍ଧନରେ ବାନ୍ଧିହେଲେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା। ସୂର୍ଯ୍ୟଗଡ଼ ପ୍ୟାଲେସରେ ଆଜି ଦୁହିଁଙ୍କ ବିବାହ ସଂପର୍ଣ୍ଣ ହୋଇଛି। ଗତ କିଛି ମାସ ହେଲାଣି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଫିଲ୍ମ ଶେରଶାହରେ ଦୁହେଁ ସାଥିରେ…
ଅଧିକ ଖବର ଦେଖନ୍ତୁ...

ପିଏଫଆଇ ନିଷିଦ୍ଧ ହେବା ବାହାନାରେ ଭାରତୀୟ ଯୁବକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି ଆଇଏସ

ନୂଆଦିଲ୍ଲୀ: ଭାରତରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ନିଷିଦ୍ଧ ଘୋଷିତ ହେବା ପରେ ତାହାର ବାହାନାରେ ଭାରତୀୟ ଯୁବକ ମାନଙ୍କୁ ନିଜ ସଂଗଠନକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ ବା ଆଇଏସ । ଏ ସଂପର୍କରେ ସୂଚନା ମିଳିବା ମାତ୍ରେ ଭାରତୀୟ ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ, ସାରା ଓଡ଼ିଶାର ୧୩ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ତାଳଚେର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯିବା ସହ ରାଜ୍ୟର ୧୩ଟି ସହରରେ ଟ୍ରୁ-୫ଜିର ଲାଭ ପହଞ୍ଚିଛି । ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର,…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡି ଜେଏମଏମରେ ମିଶିଲେ ଡଃ ନେପଲ୍ ରଘୁ ମୁର୍ମୁଙ୍କ ସମେତ ଶତାଧିକ କର୍ମୀ

ରାଇରଙ୍ଗପୁର: ରାଇରଙ୍ଗପୁରଠାରେ ଜେଏମ୍ଏମ୍ ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଜେଏମ୍ଏମର ଓଡିଶା ରାଜ୍ୟ ସଭାପତି ଅଂଜନୀ ସୋରେନ ସଭାପତିତ୍ୱ କରିଥିଲେ । ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା ଅଲଚିକି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଡଃ ନେପଲ୍…
ଅଧିକ ଖବର ଦେଖନ୍ତୁ...