Daily Archives

February 9, 2023

ଉତ୍ତରାଖଣ୍ଡ ଲୋକସେବା ଆୟୋଗରେ ସଂସ୍କାର ଦାବିରେ ପ୍ରାର୍ଥୀଙ୍କ ହିଂସାତ୍ମକ ବିକ୍ଷୋଭ, ଲାଠି ଚଳାଇଲା ପୁଲିସ୍

ଡେରାଡୁନ: ଉତ୍ତରାଖଣ୍ଡ ଲୋକସେବା ଆୟୋଗରେ ସଂସ୍କାର ଦାବିରେ ଉତ୍ତରାଖଣ୍ଡରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଗୁରୁବାର ଡେରାଡୁନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେକାର ଯୁବକମାନେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ବେରୋଜଗାର ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଆୟକର ଅଧିକାରୀରୁ ଅଭିନେତ୍ରୀ ହୋଇଥିଲେ କ୍ରିତି, ଏବେ ଲାଗିଲା ମନି ଲଣ୍ଡରିଂର ଆରୋପ

ମୁମ୍ବାଇ: ଆୟକର ଅଧିକାରୀରୁ ଅଭିନେତ୍ରୀ ହୋଇଥିଲେ କ୍ରିତି। ଏବେ ଲାଗିଲା ମନି ଲଣ୍ଡରିଂର ଆରୋପ। ଆୟକର ଅଧିକାରୀ ପଦବୀ ଛାଡିବା ପରେ ଅଭିନେତ୍ରୀ ହୋଇଥିବା କ୍ରିତି ବର୍ମା ୨୬୩କୋଟି ମନି ଲଣ୍ଡରିଂ ମାମଲାର ସାମିଲ ଥିବା ଅଭିଯୋଗ ହୋଇଛି। ଏନେଇ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଚାଞ୍ଚଲ୍ୟ, ହଷ୍ଟେଲ ଭିତରକୁ ପଶି ଦୁଇଛାତ୍ରଙ୍କ ତଣ୍ଟି କାଟିଲା ଦୁବୃତ୍ତ

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପିଜି ହଷ୍ଟେଲରେ ଗୁରୁବାର ରାତିରେ ଜଣେ ଦୁର୍ବୃତ୍ତ ହଠାତ୍‌ ପଶିଆସି ଉନ୍ମତ୍ତ କାଣ୍ଡ ଭିଆଇଛି। ହଷ୍ଟେଲ ଭିତରେ ଥିବା ଦୁଇଜଣ ଛାତ୍ରଙ୍କ ତଣ୍ଟି ବ୍ଲେଡ୍‌ରେ କାଟିଦେଇଛି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇଛି। ସୂଚନା ଅନୁସାରେ, ଦୁର୍ବୃତ୍ତ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ସାମ୍ନାରେ ଭକ୍ତଙ୍କ ହାତରୁ ସରବତ ପିଉଛି ଶୋଷିଲା ଭାଲୁ

ନୂଆଦିଲ୍ଲୀ: ଭାଲୁ ଏକ ହିଂସ୍ର ଜନ୍ତୁ । ସେ ମଣିଷ ତ ମଣିଷ ଆଖି ସାମ୍ନାରେ ପଶୁଙ୍କୁ ଦେଖିଲେ ବି ଆକ୍ରମଣ କରିବାକୁ ଦୌଡ଼ି ଆସିଥାଏ। ଏଥିପାଇଁ ପଶୁ ସମେତ ମଣିଷ ବି ଭାଲୁ ଠାରୁ  ଦୂରେଇ ରହିଥାଏ। ନିକଟରେ ସୋସିଆଲ ମିଡିଆରେ ଭାଲୁକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଭାଲୁ ‌କାହା…
ଅଧିକ ଖବର ଦେଖନ୍ତୁ...

୨୯ତମ ଜାତୀୟ ଆଡ୍‌ଭେଞ୍ଚ ଫେଷ୍ଟିଭାଲ୍ ଅନୁଷ୍ଠିତ

ବ୍ରଜରାଜନଗର: ଜାତୀୟ ଆଡଭେଞ୍ଚର କ୍ଳବ୍ ଚଣ୍ଡୀଗଡ଼ ଦ୍ୱାରା ଆୟୋଜିତ ୨୯ତମ ଜାତୀୟ ଆଡଭେଞ୍ଚର ଫେଷ୍ଟିଭାଲ-୨୦୨୩ ରେ ଓଡ଼ିଶାର ୨୮ ଜଣିଆ  ପର୍ବତାରୋହୀ ଦଳ ବ୍ରଜରାଜନଗରର ଅଜିତ ପାଢ଼ୀଙ୍କ ନେତୃତ୍ୱରେ ଚଣ୍ଡୀଗଡ଼ ଯାଇଥିଲେ। ସେମାନେ ହିମାଚଳ ପ୍ରଦେଶର  ୧୧ ହଜାର ୭୦୦  ଫୁଟ ଉଚ୍ଚ  ସୋଲାଙ୍ଗ ସ୍ଫିତି…
ଅଧିକ ଖବର ଦେଖନ୍ତୁ...

ଧ୍ବଂସସ୍ତୁପ ମଧ୍ୟରୁ ୬ ବର୍ଷ ବାଳିକାକୁ ଉଦ୍ଧାର କଲା ଭାରତର ଏନଡିଆରଏଫ୍

ନୂଆଦିଲ୍ଲୀ : ତୁର୍କୀ ଏବଂ ସିରିଆରେ  ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ (ତୁର୍କୀ-ସିରିଆ ଭୂମିକମ୍ପ) ପରେ ବିଶ୍ୱର ପ୍ରାୟ ୭୦ଟି ଦେଶ ସାହାଯ୍ୟ କରିବାକୁ ଆସିଛନ୍ତି। 'ଅପରେସନ୍ ଦୋସ୍ତ’ ଅଧୀନରେ ତୁର୍କୀକୁ ମଧ୍ୟ ଭାରତ ସହାୟତା ଯୋଗାଇ ଦେଉଛି । ଭାରତ ସରକାର ତୁର୍କୀକୁ ଏନଡିଆରଏସ୍ ଟିମ,…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣା ଭର୍ଚୁଆଲ ହାଇକୋର୍ଟରେ ଶୁଣାଣି ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କୋର୍ଟ ପରିସରରେ ଭର୍ଚୁଆଲ ହାଇକୋର୍ଟରେ ଆଜିଠାରୁ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ସ୍ବାସ୍ଥ୍ୟସେବା ଉପରେ ଅଭିଯୋଗ ଦାଖଲ ହୋଇଥିଲା। ମାନ୍ୟବର ହାଇକୋର୍ଟର ମୁଖ୍ୟବିଚାରପତି ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ଅଧୁରା ରହିଲା ବିବାହ ଆଶା: ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ

କଣ୍ଟାମାଳ: ଆସନ୍ତା ଫେବ୍ରୁଆରି ୨୪ ତାରିଖ ହୋଇଥାନ୍ତା ବାହାଘର। ହେଲେ ଦଇବ ନିର୍ଦ୍ଦେଶ ଥିଲା କିଛି ଅଲଗା ପ୍ରକାର। ବିବାହର ଦୁଇ ସପ୍ତାହ ପୂର୍ବରୁ ଦୁର୍ଘଟଣା ନେଇଗଲା ଜୀବନ। ଏବେ ଘରେ ପଡ଼ିଛି କାନ୍ଦବୋବାଳି। ଗୁରୁବାର ରାତି ୮ଟା ସମୟରେ କଣ୍ଟାମାଳ ଟିଭିଏସ୍ ସୋରୁମ୍ ସମ୍ମୁଖରେ ୨ଟି ବାଇକ୍…
ଅଧିକ ଖବର ଦେଖନ୍ତୁ...

ସବସ୍କ୍ରିପସନ୍ ପରେ ବି ବିଜ୍ଞାପନ ଦେଖାଉଛି ସୋନିଲିଭ୍, ଧୋକା ଦେଉଥିବାର ଅଭିଯୋଗ ଆଣିଲେ ଲୋକେ

ନୂଆଦିଲ୍ଲୀ: ସବସ୍କ୍ରିପସନ୍ ପରେ ବି ବିଜ୍ଞାପନ ଦେଖାଉଛି ସୋନିଲିଭ୍। ଧୋକା ଦେଉଥିବାର ଅଭିଯୋଗ ଆଣିଲେ ଲୋକେ। ଅଭିଯୋଗ ହେଉଛି ଯେ ଗତ କିଛି ଦିନ ହେଲାଣି ସୋନି ଏହାର ଓଟିଟି ପ୍ଲାଟଫର୍ମରେ ସବସ୍କ୍ରିପସନ୍ ପରେ ମଧ୍ୟ ବିଜ୍ଞାପନ ଦେଖାଇବା ଆରମ୍ଭ କରିଛି। ଓଟିଟି ପ୍ଲାଟଫର୍ମରେ ବିଜ୍ଞାପନ…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା, ୨୪ ତମ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ସ୍ଥାନୀୟ ଏଡିଜେଙ୍କ ଅଦାଲତରେ ଜାରି ରହିଛି। ଗୁରୁବାର ୨୪ ତମ ସାକ୍ଷୀ ଭାବେ ହୃଷୀକେଶ ଠାକୁରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଘଟଣା ସମୟରେ ଭଇଁଷା ଜ୍ୟୋତି ବିକାଶ କଲେଜରେ କିରାଣି ଭାବେ କାର୍ଯ୍ୟ କରୁଥିବା…
ଅଧିକ ଖବର ଦେଖନ୍ତୁ...