Monthly Archives

March 2023

ଚୋର ଗିରଫ, ୧୯ ମୋବାଇଲ ଜବତ

ରାୟଗଡା: ରାୟଗଡାରେ ଦିନକୁ ଦିନ ଚୋରି ବଢୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ତେବେ ରାୟଗଡା ଥାନା ପକ୍ଷରୁ ଏନେଇ ବ୍ୟାପକ ଚଢଉ ଜାରି ରହିଛି। ଘରେ କେହି ନଥିବା ବେଳେ ଚୋର କଳାକନା ବୁଲାଉଥିବା ପ୍ରାୟତଃ ପ୍ରତିଦିନ ଶୁଣିବାକୁ ମିଳୁଛି। ତେବେ ଏଠାରେ ମୋବାଇଲ ଚୋରଙ୍କ ସଂଖ୍ୟା ମଧ୍ୟ କମ୍…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଲୋକେ ପସ୍ତଉଛନ୍ତି, ଭାବୁଛନ୍ତି ଦେଶ ବିଭାଜନ କରି ଭୁଲ ହୋଇଗଲା : ମୋହନ ଭାଗବତ

ଭୋପାଳ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ କହିଛନ୍ତି ଯେ ପାକିସ୍ତାନର ଲୋକମାନେ ନିଜ ଦେଶରେ ରହି ଏବେ ପସ୍ତଉଛନ୍ତି । ସେମାନେ ଭାବୁଛନ୍ତି ଯେ ଦେଶ ବିଭାଜନ କରି ଭୁଲ ହୋଇଗଲା । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅମର ବାଲିଦାନୀ ଓ କିଶୋର ବିପ୍ଳବୀ ହେମୁ…
ଅଧିକ ଖବର ଦେଖନ୍ତୁ...

ବିବାହ ଫଟୋସୁଟ ବେଳେ ଘଟିଲା ଅଘଟଣ, କନ୍ୟାଙ୍କ ଉପରେ ଫାଟିଗଲା ସ୍ପାର୍କଲ ଗନ

ନୂଆଦିଲ୍ଲୀ: ନିଜ ବିବାହକୁ ସ୍ମରଣୀୟ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ | ଲୋକମାନେ ସେମାନଙ୍କର ବିବାହକୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ବେଳେବେଳେ ଏପରି ଘଟଣା ଘଟେ, ଯାହାକି ସୁଖ ବଦଳରେ ଦୁଃଖ ଦେଇଥାଏ | ବାସ୍ତବରେ ଆଜିକାଲି ନିଜ ବିବାହ ଫଟୋସୁଟକୁ ଆକର୍ଷଣୀୟ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଏହି ସମସ୍ୟା ଥିଲେ ପିଅନ୍ତୁ ନାହିଁ ପଇଡ଼ ପାଣି!

ନୂଆଦିଲ୍ଲୀ: ପଇଡ଼ ପାଣିକୁ ସମସ୍ତେ ପିଇବାକୁ ଭଲ ପାଇଥାଆନ୍ତି। ଡାକ୍ତରମାନେ ବି ପଇଡ଼ ପାଣି ପିଇବାକୁ ରୋଗୀଙ୍କୁ ପରାମର୍ଶ ଦେଇଥାଆନ୍ତି। କିନ୍ତୁ କିଛି କ୍ଷେତ୍ରରେ ପଇଡ଼ ପାଣିକୁ ପିଇବାକୁ ବାରଣ କରାଯାଇଥାଏ। ପଇଡ଼ପାଣିରେ ସୋଡିୟମ, ପୋଟାସିୟମ, କାର୍ବହାଇଡ୍ରେଟ ଭଳି ଅନେକ ଭଟାମିନ ରହିଥାଏ।…
ଅଧିକ ଖବର ଦେଖନ୍ତୁ...

ମନରେଗା କାର୍ଯ୍ୟକାରିତାରେ ଗଞ୍ଜାମ ଦେଶରେ ପ୍ରଥମ, ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ୍

ଛତ୍ରପୁର: ମନରେଗା ଯୋଜନାର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସମଗ୍ର ଭାରତବର୍ଷରେ ରେକର୍ଡ଼ ସୃଷ୍ଟି କରିଛି। ବିଗତ ବର୍ଷ ଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ଗଞ୍ଜାମ ଶ୍ରମଦିବସ ସୃଷ୍ଟି କରିବା ସହିତ ପରିବାରକୁ ଶହେ ଦିନିଆ କାମ ଯୋଗାଇବାରେ ଦେଶରେ ପ୍ରଥମ ସ୍ଥାନ ହାସଲ…
ଅଧିକ ଖବର ଦେଖନ୍ତୁ...

ମାଗଣା ଅଟା ପାଇଁ କରାଚିରେ ଦଳାଚକଟା, ୧୨ ମୃତ

କରାଚି : ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଖାଦ୍ୟ ପାଇଁ ହିଂସା ଆରମ୍ଭ ହୋଇଯାଇଛି । ଖାଦ୍ୟସାମଗ୍ରୀ ପାଇଁ ଲୋକମାନେ ପରସ୍ପର ମଧ୍ୟରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । ଶୁକ୍ରବାର ରାତିରେ କରାଚି ସହରରେ ରମଜାନ ଉପଲକ୍ଷେ ମାଗଣା ଅଟା ବଣ୍ଟନ ହେଉଥିଲା । ମାଗଣା ଅଟା…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କ ଶୋଇବା ପାଇଁ ଜାଗା ନାହିଁ, ବେଡ଼ରେ ଗହମ ଶୁଖାଉଛନ୍ତି ମେଡିକାଲ କର୍ମଚାରୀ

ପାଟନା: ରୋଗୀଙ୍କୁ ଶୋଇବା ପାଇଁ ଜାଗା ନାହିଁ, ମେଡିକାଲ ବାରଣ୍ଡାରେ ରୋଗୀ ଶୋଇବାକୁ ବାଧ୍ୟ ହେଉଥିବାବେଳେ ଏବେ ବିହାରର ଏକ ଡାକ୍ତରଖାନାର ବିକଳ ଚିତ୍ର ସାମ୍ନାକୁ ଆସିଛି | କାରଣ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ମେଡିକାଲ ବେଡ଼ରେ ଗହମ ଶୁଖାଉଛନ୍ତି ମେଡିକାଲ କର୍ମଚାରୀ | ତେବେ ଏହି କଥା ଆମେ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ଭାଙ୍ଗିଲା ଗଛ, ଦେଓଗାଁରେ ବ୍ୟାପକ କ୍ଷୟକ୍ଷତି

ଦେଓଗାଁ: ଶୁକ୍ରବାର ଅପରାହ୍ନରେ ଝଡ଼ ବାତ୍ୟା ହେବାରୁ କେନ୍ଦୁଝର ଜିଲ୍ଲା ଦେଓଗାଁ ବ୍ଳକ ଅଞ୍ଚଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ଘର ଉପରେ ବିଦ୍ୟୁତ ଖୁଣ୍ଟ ପଡିଛି ତ ପୁଣି କେଉଠି ରାସ୍ତା ଉପରେ ଟ୍ରାନ୍ସଫର୍ମର ପଡି ରହିଛି। ଏପରି କି ଏହି ଝଡ଼ ତୋଫାନ ହେତୁ ବଡ଼ ବଡ଼ ଗଛ ଉଫୁଡି ପଡ଼ିଥିବାରୁ…
ଅଧିକ ଖବର ଦେଖନ୍ତୁ...

ଭ୍ୟାନ୍‌-ବାଇକ୍‌ ମୁହାଁମୁହିଁ, ଦମ୍ପତି ମୃତ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ଫାଣ୍ଡି ଅଧୀନ ଖର୍ଦାର ନିକଟରେ ଏକ ଅଜଣା ଭ୍ୟାନ୍‌ ଗୋଟିଏ ବାଇକ୍‌କୁ ସମ୍ମୁଖରୁ ଧକ୍କା ଦେବା ଫଳରେ ବାଇକ୍‌ରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ କୋଟଲିଙ୍ଗି ଗ୍ରାମର ଡି.ମୁକୁନ୍ଦ ରାଓ(୫୧) ଓ ତାଙ୍କ ପତ୍ନୀ ହେମଲତା (୩୭) ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...