Daily Archives

March 1, 2023

ଶିଶୁ ପୁତ୍ର ସହ ମାନସିକ ଭିନ୍ନକ୍ଷମ ବିଧବାଙ୍କୁ ଥଇଥାନ

ସୁନ୍ଦରଗଡ଼: ସୋନପୁରର ଜଣେ ମାନସିକ ଭିନ୍ନକ୍ଷମ ବିଧବା ମମତା ବାରିକ (୪୦) ଓ ତାଙ୍କ ଶିଶୁ ପୁତ୍ରଙ୍କୁ ସୁନ୍ଦରଗଡ଼ ଆଇନସେବା ପ୍ରାଧିକରଣ ଥଇଥାନ କରିଛି। ବିଧବାଙ୍କୁ ସୁନ୍ଦରଗଡ଼ ଆସ୍ଥାଗୃହ ଓ ଶିଶୁକୁ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି। ସୋନପୁରର ଭଗବତୀ ପ୍ଲଟ ନିବାସୀ ଗୀତା ଭୁକ୍ତା…
ଅଧିକ ଖବର ଦେଖନ୍ତୁ...

ସୋରରେ ଚାଞ୍ଚଲ୍ୟ: ଗଳାକାଟି ପତିପତ୍ନୀଙ୍କୁ ହତ୍ୟା

ସୋର: ବାଲେଶ୍ବର ଜିଲ୍ଲା ସୋରରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଦୁର୍ବୃତ୍ତମାନେ ପତିପତ୍ନୀଙ୍କୁ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୋର ବ୍ଲକ୍‌ ସବିରା ପଞ୍ଚାୟତ ମାଝୀସାହି ଗ୍ରାମର ବୁଦ୍ଧିରାମ ବେହେରାଙ୍କ ପୁଅ ରଘୁନାଥ ବେହେରା…
ଅଧିକ ଖବର ଦେଖନ୍ତୁ...

ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କଲା ଭାରତ : ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବା ଦେଶକୁ ଉତ୍ତରଦାୟୀ କରାଯିବା…

ମିଳିତ ଜାତିସଂଘ : ଆଫ୍ରିକା ଓ ଏସିଆର ଅଞ୍ଚଳରେ ଆତଙ୍କବାଦ ବ୍ୟାପିବା ନେଇ ଭାରତ ଚିନ୍ତା ପ୍ରକଟ କରିଛି। ପାକିସ୍ତାନ ଉପରେ ପରୋକ୍ଷ ଆକ୍ରମଣ କରି ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶଗୁଡ଼ିକୁ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତରଦାୟୀ କରାଯିବା ଉଚିତ୍ । ଜାତିସଂଘରେ ଭାରତର…
ଅଧିକ ଖବର ଦେଖନ୍ତୁ...

୬୮୨୮ କୋଟି ଟଙ୍କାରେ କିଣାଯିବ ୭୦ ଟ୍ରେନର ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ କମିଟି ୭୦ଟି ଏଚଟିଟି-୪୦ ପ୍ରଶିକ୍ଷକ ବିମାନ କ୍ରୟକୁ ଅନୁମୋଦନ କରିଛି। ଏହି ବିମାନ କିଣିବା ପାଇଁ ୬୮୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦୁବାଇରେ ଆକ୍ଟିଙ୍ଗ ଏକାଡେମୀ ଖୋଲିବେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ଦୁବାଇରେ ଆକ୍ଟିଙ୍ଗ ଏକାଡେମୀ ଖୋଲିବେ ରାକ୍ଷୀ ସାୱନ୍ତ। ସ୍ବାମୀଙ୍କ ସହ ବିବାଦ ମଧ୍ୟରେ ଏଭଳି ଘୋଷଣା କରିଛନ୍ତି ରାକ୍ଷୀ। ଗିରଫ ‌ପରେ ଏବେ ପୁଲିସ କଷ୍ଟଡିରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ୍ ଦୁରାନୀ। ଆଦିଲ, ରାକ୍ଷୀଙ୍କଠାରୁ ଟଙ୍କା ଠକି…
ଅଧିକ ଖବର ଦେଖନ୍ତୁ...

ଗୌତମ ଆଦାନୀଙ୍କୁ ମିଳିଲା ଆଶ୍ବସ୍ତି; ଧନୀ ତାଲିକାର ୩୪ରୁ ୩୦କୁ କୁଠିଲେ

ନୂଆଦିଲ୍ଲୀ: ମାସେରୁ ଅଧିକ ସମୟ ହେଲା ଧନୀ ତାଲିକାରୁ ଖସିଥିବା ଗୌତମ ଆଦାନୀଙ୍କୁ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ପରି, ବୁଧବାର ଆଦାନୀ ଗ୍ରୁପର ସେୟାରରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ମୋଟ ସମ୍ପତ୍ତି ୨.୧୯ ଅରବ୍ ଡ଼ଲାର ବଢ଼ିଛି ଏବଂ ସେ ଧନୀ ତାଲିକାର ୩୪ରୁ ୩୦ଶ ସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...

ବୋହୂକୁ ତରାଜୁରେ ବସାଇ ନକଲି ସୁନାଇଟା ରଖି ଓଜନ କରୁଥିବା ବେଳେ ବର କଲେ ଏଭଳି କାମ

ନୂଆଦିଲ୍ଲୀ: ଦୁବାଇରେ ହୋଇଥିବା ଏକ ପାକିସ୍ତାନୀ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ଏହି ବିବାହରେ ୨୦୦୮ଚଳଚ୍ଚିତ୍ର 'ଯୋଦ୍ଧ‌ା ଅକବର’ରେ ଥିବା ଏକ ଦୃଶ୍ୟ ଭଳି ଘଟଣା ଦେଖିବାକୁ ମିଳୁଛି। ଏହି ପାକିସ୍ତାନୀ ବିବାହରେ ବୋହୂକୁ ସୁନାର ଇଟାରେ ଓଜନ କରାଯାଉଥିବାର…
ଅଧିକ ଖବର ଦେଖନ୍ତୁ...

କେବେ କହିନଥିଲୁ ଯେ କିଏ ନେତୃତ୍ବ ନେବ : ବିରୋଧୀ ଏକତାକୁ ନେଇ କଂଗ୍ରେସର ବଡ଼ ବୟାନ

ଚେନ୍ନାଇ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିରୋଧୀ ମାନେ ଏକାଠି ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଡିଏମକେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ବୁଧବାର ଚେନ୍ନାଇରେ ଏକ ରଥଯାତ୍ରାର ଆୟୋଜନ କରାଯାଇଛି। ଏଥିରେ ଅନେକ ବିରୋଧୀ ଦଳ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନଙ୍କ ପାଇଁ ଉଦାହରଣ ୭୦ ବର୍ଷୀୟ କେଶବ; ଦୃଷ୍ଟିଶକ୍ତି ନଥିବା ସତ୍ତ୍ବେ ବୁଣୁଛନ୍ତି ଦଉଡ଼ିଆ ଖଟ

ରା.ଉଦୟଗିରି(ଜ୍ଞାନରଂଜନ ଷଡ଼ଙ୍ଗୀ): ମାତ୍ର ୮ ବର୍ଷ ବୟସରେ ହଠାତ୍ ଦୃଷ୍ଟିଶକ୍ତି ହରାଇଦେଲେ। ‌ଏବେ ବୟସ ୭୦। କିନ୍ତୁ ଦୃଷ୍ଟିଶକ୍ତି ନଥାଇ ବି ବୟସର ସାୟାହ୍ନରେ ହାର୍ ମାନିନାହାନ୍ତି, କେଶବ ବେହେର୍ଦ୍ଦଳାଇ। କାହା ଉପରେ ବୋଝ ନସାଜି ନିଜ କାମ ନିଜେ କରୁଛନ୍ତି। ଏହି ବୟସରେ ଦଉଡ଼ିଆ ଖଟ ବୁଣି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଆସିବ ନିର୍ବାଚନ ଫଳାଫଳ, ସତ ହୋଇଯିବ କି ହିମନ୍ତଙ୍କ ଭବିଷ୍ୟବାଣୀ?

ଗୌହାଟୀ: ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ | ତେବେ ଏହାରି ଭିତରେ ମେଘାଳୟର ରାଜନୀତିରୁ ବଡ ଖବର ଆସୁଛି। ବାସ୍ତବରେ ଆସାମର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସଂଯୋଜକ ହିମନ୍ତ ବିଶ୍ୱସର୍ମା ମେଘାଳୟର…
ଅଧିକ ଖବର ଦେଖନ୍ତୁ...