Daily Archives

March 1, 2023

ଭତ୍ତା ପାଇଁ ୧୬ ବର୍ଷ ହେଲା ସଂଘର୍ଷ: ବିଧବାରୁ ବୃଦ୍ଧା ହେଲେ, ମିଳିଲାନି ସହାୟତା

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତ ଢୁସାରି ଗ୍ରାମର ବିଧବା ବସ୍ତିନା ବଳିଆରସିଂ ଗତ ୧୬ ବର୍ଷ ହେଲା ଭତ୍ତା ପାଇଁ ସଂଘର୍ଷ କରି ଚାଲିଛନ୍ତି। ବର୍ଷ ବର୍ଷ ଧରି ଆବେଦନ ନିବେଦନ କରୁଥିଲେ ହେଁ, ପ୍ରଶାସନର କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିନାହିଁ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଶାହରୁଖଙ୍କ ସହ କାମ କରିବାକୁ ମନା କଲେ ଅଲ୍ଲୁ, ‘ଯବାନ’ରେ ହେବନି ଏଣ୍ଟ୍ରି

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ ସହ କାମ କରିବାକୁ ଅନେକ କଳାକାର ସ୍ବପ୍ନ ଦେଖୁଥିବା ବେଳେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କ ସହ କାମ କରିବାକୁ ମନା କରିଛନ୍ତି। ‘ଯବାନ’ରେ ଅଲ୍ଲୁ ଏଣ୍ଟ୍ରି କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତା’ର ଅବସାନ ଘଟିଛି। ସୁପରଷ୍ଟାର ନୟନତାରା…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜିରେ ସିଟି ସ୍କାନ୍‌ ମେସିନ୍‌ ଅଚଳ, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର: ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ସିଟି ସ୍କାନ୍‌ ମେସିନ୍‌ ପୁଣି ଖରାପ୍‌ ହୋଇଯାଇଛି। ଫଳରେ ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୁଇଟି ମେସିନ୍‌ ମଧ୍ୟରୁ ଗୋଟିଏ ଅଚଳ ଥିବାରୁ ରୋଗୀମାନେ ପରୀକ୍ଷା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆରିଫଙ୍କ ପାଇଁ ନୂଆ ଜୀବନ ପାଇବା ପରେ ପାଖ ଛାଡ଼ୁନାହିଁ ପକ୍ଷୀ; ମାଲିକ ଯେଉଁଆଡେ ଯାଆନ୍ତି ସେ ବି ଉଡିଉଡ଼ି ପହଞ୍ଚିଯାଏ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ  ହେଉଛି। ଏଥିରେ ମହମ୍ମଦ ଆରିଫଙ୍କୁ ଦେଖିବାକୁ ମିଳୁଛି । ସେ ଉତ୍ତରପ୍ରଦେଶରେ ଅମେଠିରେ ବସବାସ କରନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏକ ବର୍ଷ ପୂର୍ବେ ଆରିଫ ଏକ ପକ୍ଷୀକୁ ଆହତ ଅବସ୍ଥାରେ ଦେଖିଥିଲେ। ପକ୍ଷୀଟି ଗଭୀର ଭାବେ ଆଘାତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ ସମ୍ବନ୍ଧରେ ମଧୁରତା ଆସିବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।‌ ବୃଷ: ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାବୁଠାରୁ ନେତାଙ୍କ ପର୍ଯ୍ୟନ୍ତ କେହି ଶୁଣିଲେନି; ଶେଷରେ ରାସ୍ତୁଗୁଡାକୁ ରାସ୍ତା ତିଆରି କଲେ ୭ ଗ୍ରାମବାସୀ

ରାୟଗଡା: ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଥକିବା ପରେ ଶେଷରେ ଗାଁ ରାସ୍ତାକୁ ତିଆରି କରିବା ପାଇଁ ଅଣ୍ଟା ଭିଡିଲେ ଗ୍ରାମର କିଛି ବ୍ୟକ୍ତି। ପାହାଡ଼ ନିକଟରେ ରାସ୍ତା କାମ ଚାଲୁଥିବା ଦୃଶ୍ୟ ଦେଖିଲେ ଯିଏ ବି ଭାବୁଥିବ ସରକାରଙ୍କ ଅନୁଦାନରେ କାମ…
ଅଧିକ ଖବର ଦେଖନ୍ତୁ...

ରେକର୍ଡ ଭାଙ୍ଗିଲା ଫେବ୍ରୁଆରି : ୧୨୨ ବର୍ଷରେ ସବୁଠାରୁ ଉତ୍ତପ୍ତ ମାସ

ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗରେ ଦିନକୁ ଦିନ ପରିବର୍ତ୍ତନ ଆସିବାରେ ଲାଗିଛି । ଦିନକୁ ଦିନ ଉତ୍ତାପ ବଢିଚାଲିଛି । ଚଳିତ ବର୍ଷର ଫେବ୍ରୁଆରି ମାସ ଗତ ୧୨୨ ବର୍ଷର ରେକର୍ଡ ଭାଙ୍ଗିଦେଇଛି । ଅର୍ଥାତ ଗତ ୧୨୨ ବର୍ଷରେ ଚଳିତ ବର୍ଷର ଫେବ୍ରୁଆରି ଥିଲା ସବୁଠାରୁ ଉତ୍ତପ୍ତ । ଏବେ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଶିକାର ପାଇଁ ରଖାଯାଇଥିଲା ଦେଶୀ ବୋମା; ଚୋବାଇଲା ବେଳେ ବିସ୍ଫୋରଣ, ଗର୍ଭବତୀ ଗାଈ ମୃତ

ପାତ୍ରପୁର: ଗଂଜାମ ଜିଲ୍ଲା ସାମନ୍ତିଆପଲ୍ଳୀ ବାନାଞ୍ଚଳ ପାତ୍ରପୁର ବ୍ଳକ  ଚୁଡ଼ିଆଲାଞ୍ଜି ଆମ୍ବଗାଁ  ନୃସିଂହନାଥ ମନ୍ଦିର ନିକଟରେ ଥିବା ଏକ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଶିକାର ପାଇଁ ରଖାଯାଇଥିବା ଦେଶୀ ବୋମା ଖାଇ ଏକ ଗାଈର ମୃତ୍ୟୁ ହୋଇଛି। ପୋଖରୀ ନିକଟରେ ଶିକାର ପାଇଁ ତଳେ ପକାଇଥିବା…
ଅଧିକ ଖବର ଦେଖନ୍ତୁ...

ରିଲିଜ ହେଲା କପିଲଙ୍କ ଫିଲ୍ମର ଟ୍ରେଲର: ଦେଖିବାକୁ ମିଳିଲା ପୂରା ଭୁବନେଶ୍ବରର ଝଲକ

ମୁମ୍ବାଇ: କମେଡି ସୋ 'ଦି କପିଲ ଶର୍ମା ସୋ'ର ଜଣାଶୁଣା ହୋଷ୍ଟ କପିଲ ଶର୍ମାଙ୍କ ଫିଲ୍ମ 'ଜିଗାଟୋ' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି | ସବୁବେଳେ କମେଡି କରୁଥିବା କପିଲଙ୍କୁ ଏହି ଫିଲ୍ମରେ ନିଆରା ଭୂମିକାରେ ଦେଖିବାକୁ ମିଳିବ | ଏହି ଫିଲ୍ମରେ କପିଲ ଶର୍ମା ଜଣେ ଫୁଡ ଡେଲିଭରି ବୟଙ୍କ ଭୂମିକାରେ…
ଅଧିକ ଖବର ଦେଖନ୍ତୁ...

ସମସ୍ୟାରେ ଥାଇ ବି ସ୍ବଭାବ ଛାଡ଼ିପାରୁନି ପାକିସ୍ତାନ, ସୋସିଆଲ ମିଡିଆରେ ଜାରି କଲା ଅଭିନନ୍ଦନ ବର୍ଧମାନଙ୍କୁ…

ଇସ୍ଲାମାବାଦ : ଭୀଷଣ ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଗତି କରିବା ସତ୍ତ୍ବେ ପାକିସ୍ତାନ ନିଜର ପୁରୁଣା ପ୍ରକୃତି ଛାଡ଼ିପାରୁନାହିଁ । ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ଏହି ଦେଶ ନିଜର ଭାରତ ବିରୋଧୀ ମନୋଭାବକୁ ତ୍ୟାଗ କରିପାରୁନାହିଁ । ନିକଟରେ ପାକିସ୍ତାନ ପକ୍ଷରୁ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...