Daily Archives

March 2, 2023

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ‘କାୟାକଳ୍ପ’ରୁ ଔଷଧୀୟ ବୃକ୍ଷ ବଗିତା ଉଭାନ

ଖୋର୍ଦ୍ଧା: ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିର ଉନ୍ନତୀକରଣ ସହ ପରିବେଶର ସକରାତ୍ମକ ବିକାଶ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାୟାକଳ୍ପ ଯୋଜନାରେ କେତେକ ପରାମର୍ଶ ଦେଇଥିଲେ । ଏଥିରେ ପ୍ରଥମ ପର୍ଯ୍ୟାୟରେ ଚିକିତ୍ସାଳୟ ମଧ୍ୟରେ ସୁନ୍ଦର…
ଅଧିକ ଖବର ଦେଖନ୍ତୁ...

କୋର୍ଟ ଭିତରେ ଓକିଲମାନଙ୍କୁ ମୋବାଇଲ, ଲାପଟପ ବ୍ୟବହାର ଅନୁମତି ମିଳୁ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ବିଚାରପତିମାନେ ଓକିଲମାନଙ୍କୁ କୋର୍ଟ ରୁମ୍ ଭିତରେ ସେମାନଙ୍କ ମୋବାଇଲ ଫୋନ, ଲାପଟପ ଆଦି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ରେ କାମ କରିବାକୁ ଅନୁମତି ଦେବା ଉଚିତ  । ଏହା ସହିତ କୋର୍ଟରୁମରେ ପର୍ଯ୍ୟାପ୍ତ ଫାୟାରୱାଲ୍ ସହିତ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ସନ୍ତାନର ବାପାଙ୍କୁ ଟେଲି ଅଭିନେତ୍ରୀ ବିବାହ କରିବେ

ମୁମ୍ବାଇ: ଟେଲି ଅଭିନେତ୍ରୀ ଦଲଜିତ କୌର ଖୁବଶୀଘ୍ର ଦ୍ବିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିନେତ୍ରୀ ଦ୍ବିତୀୟ ବିବାହ କରି ତାଙ୍କ ବୟଫ୍ରେଣ୍ଡ ନିଖିଲ ପଟେଲଙ୍କ  ହାତ ଧରିବେ ବୋଲି କୁହାଯାଉଛି। ଦଲଜିତ ଚଳିତ ମାସ ଅର୍ଥାତ ମାର୍ଚ୍ଚ ୧୮ରେ ବିବାହ କରିବେ। ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବିଭିନ୍ନ ବିଭାଗରେ କାର୍ଯ୍ୟରତ ୨୨ ଅଧିକାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗୁରୁବାର ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଛନ୍ତି ରଣବୀର କପୁର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ 'ତୁ ଝୁଟୀ ମେଁ ମକ୍କାର'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗକୁ ଫିଲ୍ମ ରିଲିଜ ଥିବା ବେଳେ ସେ ଏହି ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ କରିଛନ୍ତି। ଅଭିନେତା ବିଭିନ୍ନ ସ୍ଥାନକୁ ଯାଇ ଅନେକ ଇଭେଣ୍ଟରେ ନିଜ ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

୫୦ଫୁଟ ଉଚ୍ଚ ମୋବାଇଲ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ ଦେ‌ଲେ ବସ ଚାଳକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପରିବହନରେ କାମ କରୁଥିବା ବସଚାଳକଙ୍କ ପ୍ରତି ଅଧିକାରୀମାନେ ଅଣଦେଖା କରିବାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବସଚାଳକ ଅଧିକାରୀଙ୍କ ଅଣଦେଖାରେ ବିରକ୍ତ ହୋଇ ନିକଟସ୍ଥ ଏକ ମୋବାଇଲ ଟାୱରରେ ଚଢ଼ି, ସେଠାରୁ ଡେଇଁ ଜୀବନ ହାରିଦେବେ ବୋଲି ଧମକ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଦାନୀ ସମର୍ଥନରେ ବାହାରିଲେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ  ଆଦାନୀ ଗ୍ରୁପ୍ କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନି ଏବଂ ତାଙ୍କ କମ୍ପାନୀ ପ୍ରତି ତାଙ୍କର ବହୁତ ସମ୍ମାନ ରହିଛି। ଆବଟଙ୍କୁ ତାଙ୍କ ଦେଶରେ ଆଦାନୀ ଗ୍ରୁପର କୋଇଲା ଖଣି ପ୍ରକଳ୍ପର…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ବାନ୍ଧି ଦାନ୍ତ ଭାଙ୍ଗିବା ଅଭିଯୋଗ

ଚିକିଟି: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଧୀନ ଆମ୍ବଝୋଳା ଗ୍ରାମର କୁଶ ମଳିକ (୮୦) ନାମକ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଆମ୍ବଝୋଳା ଏବଂ ଯଦୁପୁର ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଦାନ୍ତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

୭ଦିନରେ ୬ଲକ୍ଷ ୩୭ହଜାର କଇଁଛଙ୍କ ଅଣ୍ଡାଦାନ

ବ୍ରହ୍ମପୁର: ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଏକ ନୂଆ ରେକର୍ଡ଼ କରିଛି। ମାତ୍ର ୭ଦିନରେ ୬ଲକ୍ଷ ୩୭ହଜାର ୮ ଅଲିଭ୍‌ ରିଡ୍‌ଲେ କଇଁଛ ଋଷିକୁଲ୍ୟା ମୁହାଣରେ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ମୁହାଣ ବାଲୁକାଶଯ୍ୟାରେ ଗତକାଲି…
ଅଧିକ ଖବର ଦେଖନ୍ତୁ...

କଟକ ମହାନଗର ନିଗମର ୫୮୭.୫୭ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ

କଟକ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କଟକ ମହାନଗର ନିଗମର ବଜେଟ ଆଜି ଉପସ୍ଥାପିତ ହୋଇଛି। ମୋଟ ୫୮୭ କୋଟି ୫୬ ଲକ୍ଷ ୫୭ ହଜାର ଟଙ୍କାର ବଜେଟକୁ ମେୟର ସୁବାସ ସିଂହ ଉପସ୍ଥାପନ କରିଥିଲେ। ଏହି ବଜେଟ ଉପସ୍ଥାପନ ବୈଠକରେ ସିଏମସି କମିସନର ନିଖିଲ ପୱନ କୁମାର, ମେୟର ସୁବାଷ ସିଂହ, ଡେପୁଟି ମେୟର…
ଅଧିକ ଖବର ଦେଖନ୍ତୁ...