Daily Archives

March 4, 2023

ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ୪ଦଫା ଦାବିରେ ଧାରଣା ଦେଲେ ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ଓ ସରପଞ୍ଚ

ଜୟପୁର: ଦୀର୍ଘ ୮ମାସ ପରେ ଆଜି ଜୟପୁର ପଂଚାୟତ ସମିତି ବୈଠକ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସରିଛି। ବୈଠକ ଆରମ୍ଭରୁ ହିଁ ସମିତିସଭ୍ୟ ବିଶ୍ବନାଥ ଗୌଡ଼ ଓ ବ୍ଲକ ଉପାଧ୍ୟକ୍ଷ ଗଣେଶ ପାଢ଼ୀ ଅଭିଯୋଗ ପରେ ଅଭିଯୋଗ ବାଢ଼ିଥିଲେ। ବ୍ଲକ ପ୍ରଶାସନ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଉପେକ୍ଷା କରୁଥିବା କୌଣସି…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟ୍

ବ୍ରିସବେନ : ଅଷ୍ଟ୍ରେଲିଆରେ ହିନ୍ଦୁମନ୍ଦିରଗୁଡିକ ଉପରେ ଖଲିସ୍ତାନ ସମର୍ଥକଙ୍କ ଆକ୍ରମଣ ଜାରି ରହିଛି । ବ୍ରିସବେନର ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଶନିବାର ଦିନ ଖଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଛନ୍ତି। ମନ୍ଦିରର ସଭାପତି ସତିନ୍ଦର ଶୁକ୍ଳା କହିଛନ୍ତି, ଆଜି ସକାଳେ ମନ୍ଦିରର ପୂଜକ ଓ…
ଅଧିକ ଖବର ଦେଖନ୍ତୁ...

ତରକାରୀରେ ଅଧିକ ହଳଦୀ ପଡିଯାଇଛି କି? ଏହି ଉପାୟ ଆପଣାନ୍ତୁ

ଆପଣ ରୋଷେଇ କଲାବେଳେ ତରକାରୀ ବା ଡ଼ାଲିରେ ଅଧିକ ହଳଦୀ ପଡିଯାଇଛି କି? ଭୁଲରେ ଅଧିକ ହଳଦୀ ପଡିଯାଇଥିବାରୁ ସ୍ୱାଦ ବିଗିଡ଼ିଯିବାର ଚିନ୍ତା କରୁଛନ୍ତି କି? ଯଦି ହଁ, ତେବେ ଆମେ ଆପଣଙ୍କୁ ଆଜି ଏମିତି କିଛି ଉପାୟ କହିବୁ ଯାହାଦ୍ୱାରା ହଳଦୀର କଡା ସ୍ୱାଦ କମିଯିବ ଆଉ ତରକାରୀର ସ୍ୱାଦ ଅତୁଟ ରହିବ |…
ଅଧିକ ଖବର ଦେଖନ୍ତୁ...

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ ଶରୀରରୁ ଅତିରିକ୍ତ ଚର୍ବି କମ୍‌ କରିଥାଏ କମଳା

କମଳା ଖାଇବାକୁ କାହାକୁ ବା ଭଲ ଲାଗେନା! ଏହାର ଖଟାମିଠା ସ୍ବାଦ ସଭିଙ୍କୁ ଭଲ ଲାଗିଥାଏ। କେବଳ ସ୍ବାଦ ପାଇଁ ଯେ କମଳା ଖାଇବା ଉଚିତ ତାହା ନୁହେଁ, ଆହୁରି ଅନେକ କାରଣ ରହିଛି ଯେଉଁଥିପାଇଁ ଆମକୁ ଏହି ଫଳ ଖାଇବା ଜରୁରୀ। ଏଥିରେ ରହିଛି ଫାଇବର୍‌, ଯାହାକି ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ପୁଣି ୟୁଟର୍ଣ୍ଣ ନେଇପାରନ୍ତି ନୀତୀଶ, ବିଜେପି ସହ ହାତ ମିଳାଇବା ନେଇ ଚର୍ଚ୍ଚା

ପାଟନା : ଗତ ବର୍ଷ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେତେବେଳେ ବିଜେପିର ହାତଛାଡ଼ି ରାଷ୍ଟ୍ରୀୟ ଜନତା ଦଳ ସହ ମିଶି ସରକାର ଗଠନ କଲେ ବିଜେପି ପକ୍ଷରୁ ନୀତୀଶଙ୍କୁ ପଲଟୁ ରାମ ବୋଲି କୁହାଯାଇଥିଲା । କାରଣ ସେ ନିଜର ସୁବିଧା ଅନୁସାରେ ମେଣ୍ଟ କରନ୍ତି ଓ ଭାଙ୍ଗିଦିଅନ୍ତି । ଏବେ ପୁଣି ସେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କଲା ସ୍ବାମୀ

ସୁନ୍ଦରଗଡ଼: ଟାଙ୍ଗରପାଲି-କନ୍ଦାବାହାଲ ( ଜବରଦସ୍ତପଡା ) ଠାରେ ଗତକାଲି ରାତିରେ ଜନୈକ ସ୍ବାମୀ ନିଜ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିଛି। ପୁଲିସ ଅବିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକା ହେଲେ ରାଜେଶ୍ବରୀ ପଟେଲ (୩୯) । ପୁଲିସ ଅଭିଯୁକ୍ତ ସ୍ବାମୀ ଜିତେନ୍ଦ୍ର ପଟେଲ (୪୪)ଙ୍କୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପରିବାରକୁ ମିଳିଲା ହତ୍ୟା ଧମକ

ଚଣ୍ଡୀଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପିତା-ମାତା ଏବଂ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି | ଏପ୍ରିଲ ୨୫ ପୂର୍ବରୁ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ସିଦ୍ଧୁ ମୁସେୱାଲାଙ୍କ ପରିବାର ଏ ବାବଦରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସୂତ୍ରରୁ ଏହା…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହୋଇ ଫେରିଲେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ମା’ ପୁଅଙ୍କ ଭାଇରାଲ ହେଲା ମିଳନର ଭିଡିଓ

ଜୟପୁର: ହୃଦଘାତରେ ଗୁରୁତର ହୋଇ ପଡ଼ିଥିବା ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ୧୭ଦିନ ପରେ ସୁସ୍ଥ ହୋଇ ଜୟପୁର ଘରକୁ ଫେରିଛନ୍ତି। ସ୍ଥାନୀୟ ବିମାନବନ୍ଦରରୁ ତାଙ୍କୁ ତାଙ୍କ ସମର୍ଥକ ମାନେ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ବାଇକ ରାଲିରେ ଘର…
ଅଧିକ ଖବର ଦେଖନ୍ତୁ...

‘ଅଙ୍କଲ ନୁହଁ ଆରକେ ଡାକ’; ଇଣ୍ଡିଆନ ଆଇଡଲ ପ୍ରତିଯୋଗୀଙ୍କୁ ଏଭଳି କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ତୁ ଝୁଟୀ ମେଁ ମକ୍କାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗକୁ ଫିଲ୍ମ ରିଲିଜ ଥିବା ବେଳେ ସେ ଏହି ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ କରିଛନ୍ତି। ଅଭିନେତା ବିଭିନ୍ନ ସ୍ଥାନକୁ ଯାଇ ଅନେକ ଇଭେଣ୍ଟରେ ନିଜ ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବନ୍ଧୁମିଳନ। ସୋମ ଓ ମଙ୍ଗଳବାର: କିଛି ନୂଆ କରିବାକୁ ଭାବିବେ। ବୁଧ, ଗୁରୁ ଓ ଶୁକ୍ରବାର: ସବୁ ଅଶାନ୍ତି ଦୂର ହେବ। ଶନିବାର: ପରିବାରରେ ଉତ୍ସବ ଭଳି ପରିବେଶ ରହିବ। ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ଜମିରେ ନିବେଶ କରିପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର:…
ଅଧିକ ଖବର ଦେଖନ୍ତୁ...