Daily Archives

March 5, 2023

ଅଦରକାରୀ ବସ୍ତୁରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତିଆରି କଲେ ଆଇଟିଆଇ ଛାତ୍ରଛାତ୍ରୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅଦରକାରୀ ବସ୍ତୁ (ସ୍କ୍ରାପ୍‌)ରୁ ପ୍ରସ୍ତୁତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଓ ତାଙ୍କ ବୀରତ୍ବର ପ୍ରତୀକ ଡାକୋଟା ବିମାନ ସବୁଠି ପ୍ରଶଂସା ସାଉଁଟୁଛି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର…
ଅଧିକ ଖବର ଦେଖନ୍ତୁ...

ଇନଷ୍ଟାଗ୍ରାମରେ ଫଟୋଟିଏ ପୋଷ୍ଟ ପାଇଁ ଏହି ଅଭିନେତ୍ରୀମାନେ ନେଇଥାନ୍ତି ଏତିକି ଟଙ୍କା

ମୁମ୍ବାଇ: ଆପଣ ସୋସିଆଲ ମିଡିଆରେ କୌଣସି ଫଟୋ ପୋଷ୍ଟ କଲେ ଆପଣଙ୍କୁ ଟଙ୍କା ମିଳେ କି? ଆପଣଙ୍କ ଫଟୋ ପୋଷ୍ଟ ପରେ କିଛି ଲାଇକ ଓ କମେଣ୍ଟ ମିଳିଥାଏ | ତେବେ ଆପଣ ଜାଣିଛନ୍ତି କି ଯେଉଁ ସେଲିବ୍ରିଟିମାନଙ୍କୁ ଆପଣ ଇନଷ୍ଟାଗ୍ରାମରେ ଦେଖନ୍ତି ସେମାନେ ଫଟୋ ପୋଷ୍ଟ କରି ବହୁତ ଟଙ୍କା ରୋଜଗାର କରନ୍ତି |…
ଅଧିକ ଖବର ଦେଖନ୍ତୁ...

ଚାରିବର୍ଷର ପ୍ରେମସମ୍ପର୍କ ଭାଙ୍ଗିବା ପରେ ପ୍ରେମିକ ନେଲା ପ୍ରେମିକା ଠାରୁ ଏଭଳି ପ୍ରତି‌‌ଶୋଧ

ନୂଆଦିଲ୍ଲୀ: ଚାରିବର୍ଷର ପ୍ରେମସମ୍ପର୍କ ଭାଙ୍ଗିବା ପରେ ପ୍ରେମିକ ପ୍ରେମିକାଠାରୁ ପ୍ରତିଶୋଧ ନେଇଛି। ଏହା କିନ୍ତୁ ପ୍ରେମିକକୁ ମହଙ୍ଗା ପଡ଼ି ଯାଇଛି। ପ୍ରତିଶୋଧ ନେବା ପାଇଁ ପ୍ରେମିକ ଇନଷ୍ଟାଗ୍ରାମରେ ନକଲି ଆକାଉଣ୍ଟ ଖୋଲି ସେଥି‌ରେ ପ୍ରେମିକା ଓ ତାର ବାପାଙ୍କ ଫଟୋ ବ୍ୟବହାର କରିଥିଲା,…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ; ମୁଣ୍ଡକୁ ୧୮୦ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ‌ହୋଇଛି। ଏଥି‌ରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ତାକୁ ଦେଖି ଲୋମମୂଳ ଟାଙ୍କୁରି ଉଠୁଛି। ଦେଖୁଦେଖୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଦୁଇଜଣ ମହିଳା କଳାରଙ୍ଗର…
ଅଧିକ ଖବର ଦେଖନ୍ତୁ...

ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ବା ପଞ୍ଚାୟତିରାଜ ଦିବସ ଅବସରରେ ଇ-ପଞ୍ଚାୟତ ସଭା ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ଏହାଦ୍ବାରା ସହଜରେ ପଞ୍ଚାୟତସ୍ତରରେ ବହୁ ଲୋକମାନଙ୍କୁ ସହଜରେ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କୁ ସବୁ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ମିଛ ଏନକାଉଣ୍ଟର ମାମଲା: ସେନା କୋର୍ଟରେ କ୍ୟାପଟେନଙ୍କୁ ଆଜୀବନ କାରାଦଣ୍ଡ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଆସମିପୁରାରେ ହୋଇଥିବା ଫେକ ଏନକାଉଣ୍ଟର ମାମଲାରେ ସେନା ଅଦାଲତ ଜଣେ ସେନା କ୍ୟାପଟେନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ମାର୍ଶଲର ପ୍ରକ୍ରିୟା ସମାପ୍ତ କରି କୋର୍ଟ ଦଣ୍ଡ ଦେବାକୁ ସୁପାରିଶ କରିଛନ୍ତି। ଜୁଲାଇ ୨୦୨୦ ରେ ଘଟିଥିବା ଏହି…
ଅଧିକ ଖବର ଦେଖନ୍ତୁ...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ; ଟ୍ରାକରୁ ଖସିଲା ୨ ବଗି, ରେଳ ଚଳାଚଳ ବ୍ୟାହତ

କଲ୍ୟାଣସିଂହପୁର: କୋରାପୁଟ-ରାୟଗଡ଼ା (କେଆର) ରେଳ ଲାଇନର କେଉଟଗୁଡ଼ା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ରାତି ସାଢ଼େ ୮ ଟାରେ ଏହି ଅଘଟଣ ଘଟିଛି। ଟ୍ରାକରୁ ୨ଟି ବଗି ଖସିବା ପରେ ରେଳ ଚଳାଚଳ ବ୍ୟାହତ ହୋଇଛି। ରେଳ ଚଳାଚଳ ସ୍ୱାଭାବିକ କରିବା ସହ ଲାଇନଚ୍ୟୁତ ଟ୍ରେନକୁ ସ୍ୱାଭାବିକ…
ଅଧିକ ଖବର ଦେଖନ୍ତୁ...

କାହିଁକି ଏକାଠି ଫିଲ୍ମର ପ୍ରଚାର କରୁନାହାନ୍ତି ଶ୍ରଦ୍ଧା-ରଣବୀର? ଆଲିଆଙ୍କ ଆଡକୁ ଉଠୁଛି ଅଙ୍ଗୁଳି

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ତୁ ଝୁଟୀ ମେଁ ମକ୍କାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗକୁ ଫିଲ୍ମ ରିଲିଜ ଥିବା ବେଳେ ସେ ଏହି ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ କରିଛନ୍ତି। ଅଭିନେତା ବିଭିନ୍ନ ସ୍ଥାନକୁ ଯାଇ ଅନେକ ଇଭେଣ୍ଟରେ ନିଜ ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

୮ବର୍ଷରେ ପ୍ରଥମ ଥର ପାଇଁ ସିସୋଦିଆଙ୍କ ଅନୁପସ୍ଥିତିରେ ଆପ୍ ଆଣିବ ବଜେଟ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କର ଜାମିନ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୧୦ରେ ରାୟ ଶୁଣାଇବାକୁ ଥିବା ବେଳେ ଆପ୍ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମାର୍ଚ୍ଚ ୧୭ରେ ବାର୍ଷିକ ବ‌ଜେଟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ‌ ବୃଷ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବେପାରରେ ଲାଭର ସୁଯୋଗ ପାଇବେ। ପୂର୍ବ କଥାକୁ ନେଇ ମନସ୍ତାପରେ…
ଅଧିକ ଖବର ଦେଖନ୍ତୁ...