Daily Archives

March 5, 2023

ୟୁକ୍ରେନକୁ ଋଷ ପଠାଇଲା ଘାତକ ‘ବୁମେରାଂ ଡ୍ରୋନ୍’

କିଭ: ୟୁକ୍ରେନ-ଋଷ ଯୁଦ୍ଧକୁ ବର୍ଷେ ବିତିଗଲାଣି | ଆଉ ଏହି ଏକ ବର୍ଷ ମଧ୍ୟରେ ନା ଋଷ ୟୁକ୍ରେନ ଉପରେ ଆକ୍ରମଣ କମ କରିଛି ନା ୟୁକ୍ରେନ ହାର ମାନିଛି | ତେବେ ବର୍ତ୍ତମାନ ମିଳିଥିବା ତାଜା ରିପୋର୍ଟ ମୁତାବକ ଆକ୍ରମଣକୁ ଆହୁରି ଜୋରଦାର କରିବା ପାଇଁ ଋଷ ଏବେ ଏହାର ଏକ ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ମହେନ୍ଦ୍ରଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌

ଜି.ଉଦୟଗିରି: ଗଜପତି ଜିଲ୍ଲା ଜି.ଉଦୟଗିରି ବ୍ଲକ ମହେନ୍ଦ୍ରଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦୁଇଦିନ ହେଲା ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ର ଏକ ୩ ଜଣିଆ ଟିମ୍ ଡେରା ପକାଇଛନ୍ତି। ଇନ୍ସପେକ୍ଟର୍ ବୈଦେହୀ ବେହେରାଙ୍କ ନେତୃତ୍ବରେ ଏହି ଟିମ୍ ଗତକାଲି ଯୁକ୍ତଦୁଇ ପରୀକ୍ଷା ଚାଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମନୀଷଙ୍କ ଭଳି ଜଣେ ସାଧୁ ବ୍ୟକ୍ତିଙ୍କୁ ଏମାନେ ଜେଲରେ ପୁରାଇଦେଲେ: କେଜ୍ରିୱାଲ

ରାୟପୁର: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଛତିଶଗଡର ରାଜଧାନୀ ରାୟପୁରରେ ପହଞ୍ଚିଛନ୍ତି। ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ ବିଜେପି ଏବଂ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଅରବିନ୍ଦ କେଜ୍ରିୱାଲ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଗତବର୍ଷ ଟ୍ରେନି ଏସଆଇ ଭାବେ ନିୟୋଜିତ ହୋଇଥିବା‌ ମହିଳା ପୁଲିସ ଅଧିକାରୀ ଚଳିତ ବର୍ଷ  ଏହି କାରଣରୁ ହେଲେ ନିଲମ୍ବନ

ନୂଆଦିଲ୍ଲୀ: ରାଜସ୍ଥାନ ପୁଲିସର ସବ-ଇନ୍ସପେକ୍ଟର ନୈନା କାନୱାଲଙ୍କୁ ନିଲମ୍ବନ କରି ଦିଆଯାଇଛି। ଏହାକୁ ନେଇ ଆଇଜି ଇଣ୍ଟେଲିଜେନ୍ସଙ୍କ ପକ୍ଷରୁ ଆଦେଶ ଜାରି କରି ଦିଆଯାଇଛି। ଅପହରଣର ଏକ ମାମଲାରେ ଦିଲ୍ଲୀ ପୁଲିସ ପକ୍ଷରୁ ଜାରି କରାଯାଇଥିବା ଗିରଫଦାରୀ ଘଟଣାର ଯାଞ୍ଚ ସମୟରେ ନୈନାଙ୍କୁ ନିଲମ୍ବନ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେଉଛି: ଆପ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯିବା ପରେ ଦି‌ଲ୍ଲୀରେ ରାଜନୀତି ସରଗରମ ହୋଇଛି। ଆପ୍ ନେତାମାନେ ଲଗାତାର କେନ୍ଦ୍ର ସରକାର ଏବଂ ବିଜେପିକୁ ଟାର୍ଗେଟ କରୁଛନ୍ତି। ଏ ମଧ୍ୟରେ ଆପ୍ ମୁଖପାତ୍ର ସୌରଭ ଭରଦ୍ୱାଜ ଏକ…
ଅଧିକ ଖବର ଦେଖନ୍ତୁ...

ମୋର ଦୋଷ କ’ଣ ଥିଲା ମା’, ମୋତେ ଜନ୍ମ ଦେଇ ତୁ କେମିତି ଜୀବନ ନେଇ ପାରିଲୁ’

ନୂଆଦିଲ୍ଲୀ: ନାଗପୁରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ସନ୍ତାନକୁ ଜନ୍ମ ଦେବା ପରେ ତାକୁ ହତ୍ୟା କରି ଦେଇଥିଲା। ହତ୍ୟା କରିବା ପ‌ରେ ନବଜାତକୁ ଏକ ପ୍ଲାଷ୍ଟିକ ଭର୍ତ୍ତି କରି ଘର ପାଖରେ ରଖି ଦେଇଥିଲା। ପରିବାରଲୋକ ଏଘଟଣା ସମ୍ପର୍କରେ ଜାଣିବା ପରେ ସେମାନେ…
ଅଧିକ ଖବର ଦେଖନ୍ତୁ...

ବିଦେଶ ମାଟିରେ ମୁଁ ନୁହେଁ, ପ୍ରଧାନମନ୍ତ୍ରୀ ଭାରତକୁ ଅପମାନିତ କରିଛନ୍ତି: ରାହୁଲ ଗାନ୍ଧି

ଲଣ୍ଡନ : ବିଦେଶ ମାଟିରେ ମୁଁ ନୁହେଁ ପ୍ରଧାନମନ୍ତ୍ରୀ ଭାରତକୁ ଅପମାନିତ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଇଂଲଣ୍ଡର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଉଦ୍‌ବୋଧନ ଦେଇ ମୋଦୀ ସରକାରକୁ ଟାର୍ଗେଟ୍‌ କରିଥିଲେ ରାହୁଲ। ଏହାକୁ ନେଇ ବିଜେପି…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ସୋମବାର ଆସିପାରେ ଚିନ୍ମୟୀଙ୍କ ଦୁଇବନ୍ଧୁଙ୍କ ଲାଏଡିଟେକ୍ସନ୍‌ ରିପୋର୍ଟ

ସମ୍ବଲପୁର/ବୁର୍ଲା: ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଶନିବାର ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଦେ’ ଓ ମାନସ ଟୁଡୁଙ୍କ ମିଛ ଧରା ଟେଷ୍ଟ୍‌ ଶେଷ କରିଛି ପୁଲିସ। ଏହି ରିପୋର୍ଟ ସୋମବାର ଆସିବାର ସମ୍ଭାବନ…
ଅଧିକ ଖବର ଦେଖନ୍ତୁ...

ରାଇଘର ଅଞ୍ଚଳରେ ମାଓ ପୋଷ୍ଟର; ଜମି ନଦେବାକୁ ଆଦିବାସୀଙ୍କୁ ନିର୍ଦ୍ଦେଶ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସ୍ଥାନୀୟ ଆଦିବାସୀଙ୍କୁ ନିଜ ଜମି ବଙ୍ଗାଳୀ ସଂପ୍ରଦାୟର ଲୋକମାନଙ୍କୁ ନ ଦେବା ପାଇଁ ଉକ୍ତ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସ୍ଥାନୀୟ ବ୍ଲକର ହଳଦୀ,…
ଅଧିକ ଖବର ଦେଖନ୍ତୁ...

‘ସମୁଦ୍ର ମନ୍ଥନରୁ ହୋଇଥିଲା ଗାଈଙ୍କର ଉତ୍ପତି, କେନ୍ଦ୍ର ସରକାର ରାଷ୍ଟ୍ରୀୟ ପଶୁ ଘୋଷଣା କରିବା…

ଆହ୍ଲାବାଦ: ଗାଈଙ୍କୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବାର ଆବଶ୍ୟକତା ରହିଛି | କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନେବା ଉଚିତ | ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚ ଏକ ମାମଲାର ଶୁଣାଣିବେଳେ କିଛି ଏଭଳି କହିଛନ୍ତି | କୋର୍ଟ କହିଛନ୍ତି, "ଗାଈ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।…
ଅଧିକ ଖବର ଦେଖନ୍ତୁ...