Daily Archives

March 6, 2023

ଗାଡି ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ

ବିଷମ କଟକ: ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଚାଞ୍ଚଡାଗୁଡ଼ା ଗ୍ରାମ ନିକଟରେ ଥିବା ରାଜ୍ୟ ରାଜପଥରେ। ବାଇକ୍ ଚାଳକ ଓଡ଼ି-୧୮-ଡି-୪୭୬୬ ନମ୍ବର ବାଇକ ଯୋଗେ ମୁନିଗୁଡା ଅଭିମୁଖେ ଯାଉଥିବା ସମୟରେ ସୋମବାର…
ଅଧିକ ଖବର ଦେଖନ୍ତୁ...

ପିଓକେ ସ୍କୁଲରେ ହିଜାବ ବାଧ୍ୟତାମୂଳକ

ଇସ୍ଲାମାବାଦ : ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ସେଠାକାର ପ୍ରଶାସନ ଛାତ୍ରୀ ଓ ଶିକ୍ଷକମାନଙ୍କ ଉପରେ ତାଲିବାନୀ ଆଦେଶ ଜାରି କରିଛି । ଯେଉଁ ଝିଅମାନେ ହିଜାବ ପିନ୍ଧିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି । ଏହି ଆଦେଶ…
ଅଧିକ ଖବର ଦେଖନ୍ତୁ...

ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ସୋମବାର ସକାଳେ ବାଣ ବିସ୍ଫୋରଣ ହୋଇଛି। ଉକ୍ତ ଘଟଣାରେ ୪ଜଣଙ୍କ ଜୀବନ ଯାଇଥିଲା। ତେବେ ଗୁରୁତର ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସାଂଘାତିକ ହେବାରୁ ସମସ୍ତଙ୍କୁ ଏସସିବିରେ…
ଅଧିକ ଖବର ଦେଖନ୍ତୁ...

ହୋଲି ପାଇଁ ଘର ମୁହାଁ ହୋଇଛନ୍ତି ଲୋକେ; ଜୀବନକୁ ବାଜି ଲଗାଇ ଟ୍ରେନରେ କରୁଛନ୍ତି ଯାତ୍ରା

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲି ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି।‌ ହୋଲି ପାଇଁ କିଛିଦିନ ଛୁଟି ଥିବାରୁ ଲୋକେ ଘରମୁହାଁ ହୋଇଛନ୍ତି। ଏଥିପାଇଁ ବସ ଓ ଟ୍ରେନରେ ଯାତ୍ରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଏମିତି କି ଲୋକେ ନିଜ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଖିତଳ କଳା ପଡ଼ିଲେ ଅଧା ହୋଇଯାଏ ସୌନ୍ଦର୍ଯ୍ୟ; ଏହି ଘରୋଇ ଉପାୟରେ ପାଆନ୍ତୁ ସମାଧାନର ବାଟ

ଅଧିକାଂଶ ମହିଳା ଓ ପୁରୁଷଙ୍କ ଆଖି ତଳ କଳା ପଡ଼ିବା ଆଜିକାଲିକା ସମ‌ୟରେ ଏକ ସାଧାରଣ କଥା। ନିଦ୍ରାହୀନତା, ଖାଦ୍ୟପେୟର ଅନିୟମିତତା କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌, ଟ୍ୟାବ୍‌, ଫୋନ ଆଦି ବ୍ୟବହାର କରିବା ଦ୍ୱାରା ଏପରି ହୋଇଥାଏ। ତେବେ ଏହା ଏକ ବିରାଟ କଥା ନୁହେଁ। ସାମାନ୍ୟ ସତର୍କତା ଅବଲମ୍ବନ…
ଅଧିକ ଖବର ଦେଖନ୍ତୁ...

କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ୪ ଦିନ ପାଇଁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ଦିଲ୍ଲୀର ଏକ ଅଦାଲତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟ ୪ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ଖଣ୍ଡ ଖଣ୍ଡ କରି ୨ମାସ ଯାଏ ପାଣି ଟାଙ୍କିରେ ଲୁଚାଇ ରଖିଥିଲା ସ୍ବାମୀ

ବିଲାସପୁର: ପତ୍ନୀଙ୍କୁ ଖଣ୍ଡ ଖଣ୍ଡ କରି ୨ମାସ ଯାଏ ପାଣି ଟାଙ୍କିରେ ଲୁଚାଇ ରଖିଥିଲା ସ୍ବାମୀ। ଛତିଶଗଡ଼ର ବିଲାସପୁରରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ପ୍ରଥମେ ପତ୍ନୀଙ୍କୁ ହତ୍ୟା କରିବା ପରେ ଧରାପଡ଼ିଯିବା ଡରରେ ମୃତଦେହକୁ ଖଣ୍ଡ ଖଣ୍ଡ କରିବା ସହ ପାଣି ଟାଙ୍କିରେ ଲୁଚାଇ ଦେଇଥିଲେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନପ୍ରାଣ ଢାଳି କାମ ସଂପୂର୍ଣ୍ଣ କରିନେବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ‌ଛାତ୍ରଙ୍କୁ ନୂଆ ଶିକ୍ଷା ମିଳିବ। ବୃଷ: ନୂଆ କାମ ଆରମ୍ଭରେ ଯଥେଷ୍ଟ ଲାଭ ପାଇବେ। ବିବାଦ ଠାରୁ ଦୂରରେ ରୁହନ୍ତୁ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।…
ଅଧିକ ଖବର ଦେଖନ୍ତୁ...

ସରଣ୍ଡାରେ ହିଂସା ମୁହାଁ ନକ୍ସଲ: ୨୨ ଦିନରେ ନେଲେଣି ୪ ଜୀବନ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ପୁଣି ମାତିଛନ୍ତି ନକ୍ସଲ। ନିଜର ଉପସ୍ଥିତି ଜାହିର କରିବାକୁ ଭିଆଉଛନ୍ତି ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ। ସ୍ଥାନୀୟ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ଖୋଲା‌ଖୋଲି ଚାଲେଞ୍ଜ ଦେବାକୁ ବି ଏମାନେ ପଛାଉ ନାହାନ୍ତି। ସଙ୍ଗଠନର…
ଅଧିକ ଖବର ଦେଖନ୍ତୁ...

ଚାଳକ ତାଙ୍କ ଅଟୋ ପଛରେ ‌ଲେଖିଛନ୍ତି, ‘ଯୁବତୀମାନେ କ୍ଷମା କରିବେ, ମୋର ସ୍ତ୍ରୀ ବହୁତ କଡ଼ା’ 

ନୂଆଦିଲ୍ଲୀ: ରାସ୍ତାରେ ଯାଉଥିବା ସମୟରେ ଅଟୋ ଚାଳକ ତାଙ୍କ ଅଟୋରେ ପଛପାର୍ଶ୍ବରେ ଏମିତି କିଛି ପୋଷ୍ଟର ଲଗାଇ ଥାଆନ୍ତି ଯାହାକୁ ଦେଖିଲେ ହସ ଲାଗିଥାଏ। ଆଉ ଏହାର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଇଚ୍ଛା ହୋଇଥାଏ। ନିକଟରେ ଏକ ଅଟୋ ପଛପାର୍ଶ୍ବରେ ଏମିତି ଏକ ମଜାଳିଆ…
ଅଧିକ ଖବର ଦେଖନ୍ତୁ...