Daily Archives

March 6, 2023

ଉତ୍ସାହ ଭାଙ୍ଗିପାରିଲାନି ଟାଣ ଖରା, ହକି ପ୍ରୋ-ଲିଗ୍‌ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ

ରାଉରକେଲା: ହକି ପ୍ରୋ-ଲିଗ୍‌ ପାଇଁ ସୋମବାରଠାରୁ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଛି। ବିଶ୍ବକପ୍‌ବେଳେ ଟିକେଟ୍‌ ନେବାକୁ ହକିପ୍ରେମୀଙ୍କର ଯେଭଳି ଉତ୍ସାହ ପରିଲକ୍ଷିତ ହୋଇଥିଲା, ଆଜି ତା’ର ପୁନରାବୃତ୍ତି ଘଟିଛି। ମୁଣ୍ଡଫଟା ଖରାକୁ ବେଖାତିର କରି ଟିକେଟ୍‌ ପାଇଁ ଶତାଧିକ…
ଅଧିକ ଖବର ଦେଖନ୍ତୁ...

ଆଇନଶୃଙ୍ଖଳାକୁ ନେଇ ଟ୍ୱିଟରରେ ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡିଯାଇଛି, ୩୦୭ ମାଧ୍ୟମରେ ନାଲି ଆଖି ଦେଖାଯାଉଛି, କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ଆଜି ଟାର୍ଗେଟ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆଉ ଧର୍ମେନ୍ଦ୍ରଙ୍କ ଏହି ଆରୋପ ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ…
ଅଧିକ ଖବର ଦେଖନ୍ତୁ...

ତାଇଓ୍ବାନର ଭୟ.. ଚୀନ ହଠାତ୍ ଆକ୍ରମଣ କରିପାରେ !

ଚାଇପେଇ : ଗତ ବର୍ଷ ଆମେରିକୀୟ ସାଂସଦ ନାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତପରେ ହଠାତ୍ ଉତ୍ତେଜନା ବୃଦ୍ଧି ପାଇଥିଲା ଓ ଚୀନ ପକ୍ଷରୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଦିଆଯାଇଥିଲା । କିନ୍ତୁ ଏବେ ସ୍ଥିତି ଟିକିଏ ଶାନ୍ତି ରହିଛି । ଏହା ସତ୍ତ୍ବେ ତାଇଓ୍ବାନ ଆଶଙ୍କା କରୁଛି ଯେ ଚୀନ ପକ୍ଷରୁ ହଠାତ୍…
ଅଧିକ ଖବର ଦେଖନ୍ତୁ...

ଦୁବାଇ-ମୁମ୍ବାଇରେ ପତ୍ନୀ ଓ ପିଲାଙ୍କ ପାଇଁ ବଡ଼ ଘର କିଣିବା ସହ ମାସକୁ ୧୦ଲକ୍ଷ ଦେଉଛି: ନୱାଜୁଦ୍ଦିନ

ମୁମ୍ବାଇ: ବଲିଉଡ ଜଗତରେ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦରେ ଅଛନ୍ତି। ତାଙ୍କ ବିରୋଧରେ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ନୱାଜ୍। ପତ୍ନୀ ଲଗାଇଥିବା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଲାଗିଥିବା ସାଇନ ବୋର୍ଡରେ ଝୁଲି ଷ୍ଟଣ୍ଟ ମାରିବା ବଡି ବିଲଡରଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ରାଜସ୍ଥାନର ଅଜମେରରେ ଜାତୀୟ ରାଜପଥରେ ଲାଗିଥିବା ସାଇନ ବୋର୍ଡରେ  ଝୁଲି ଜଣେ ବଡି ବିଲଡର ଷ୍ଟଣ୍ଟ ଦେଖାଉଥି‌ଲେ। ଏହା ତାଙ୍କୁ କିନ୍ତୁ ମହଙ୍ଗା ପଡ଼ି ଯାଇଛି। ଏହି ଘଟଣାକୁ କେହି ଜଣେ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦେଖୁଦେଖୁ ଭିଡିଓଟି ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଇଭି କିଣିଲେ ରୋଡ୍ ଟ୍ୟାକ୍ସ ଓ ରେଜି‌ଷ୍ଟ୍ରେସନ ଫି’ ଛାଡ୍ !

ଲକ୍ଷ୍ନୌ: ବୈଦ୍ୟୁତିକ ଯାନ(ଇଭି) କିଣିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ରାଜ୍ୟ ସରକାର ଅନେକ ପ୍ରକାରର ରିହାତି ଏବଂ ସବସିଡି ଦେଉଛନ୍ତି। ଏହି ସମୟରେ, ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ଇଭି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ବଡ଼…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ବେକାରମାନଙ୍କୁ ମିଳିବ ମାସିକ ଅଢେଇ ହଜାର ଟଙ୍କା

ରାୟପୁର : ଛତିଶଗଡ଼ରେ ବେକାରମାନଙ୍କୁ ଏବେ ଅଢେଇ ହଜାର ଟଙ୍କା ମାସିକ ଭତ୍ତା ମିଳିବ । ରାଜ୍ୟ ବିଧାନସଭାରେ ଉପସ୍ଥାପିତ ବଜେଟରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଆଗକୁ ରାଜ୍ୟରେ ନିର୍ବାଚନ ଥିବାରୁ ଯୁବପିଢିଙ୍କୁ ଆକଷ୍ଟ କରିବାକୁ ଏହି ଘୋଷଣା କରାଯାଇଥିବା ଅନୁମାନ କରାଯାଉଛି ।…
ଅଧିକ ଖବର ଦେଖନ୍ତୁ...

୪ ଦିନ ପରେ ମାଟ୍ରିକ ପରୀକ୍ଷା: ୩୬୨ଟି ସ୍କୁଲର ୧୭ହଜାର ୧୩ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କୋରାପୁଟ: ଚାରିଦିନ ପରେ ହେବ ମ୍ୟାଟ୍ରିକ ପରୀକ୍ଷା ବା ସମ୍ମେଟିଭ୍‌-୨ ପରୀକ୍ଷା। ଚଳିତ ମାସ ୧୦ ତାରିଖରୁ ୨୦ ତାରିଖ ଯାଏଁ ୧୦ ଦିନ ଧରି ଚଳିତବର୍ଷର ମ୍ୟାଟ୍ରିକ ପରୀକ୍ଷା ହେବ। କୋରାପୁଟ ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର ଓ ପାଡୱାରେ ପରୀକ୍ଷା କରାଇବାକୁ ଅତି ସତର୍କତା…
ଅଧିକ ଖବର ଦେଖନ୍ତୁ...

ବାଲିଯାତ୍ରା ଏକ ବାଣିଜ୍ୟିକ ମେଳା ନୁହେଁ; ଏହାର ଅନନ୍ୟ ସାଂସ୍କୃତିକ-ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ରହିଛି, ଏଥିରେ…

ଭୁବନେଶ୍ବର : ଓଡ଼ିଶା ସହ ଇଣ୍ଡୋନେସିଆର ସଂପର୍କ ବହୁ ପ୍ରାଚୀନ ଏବଂ ଏହାର ଆଧାର କେବଳ ବାଣିଜ୍ୟ-ବ୍ୟବସାୟରେ ସୀମିତ ନୁହେଁ, ଦୃଢ଼ ସାଂସ୍କୃତିକ ଓ ଆଧ୍ୟାତ୍ମିକସୂତ୍ରରେ ଦୁଇ ଦେଶ ବନ୍ଧା। ବିଶେଷ କରି ଇଣ୍ଡୋନେସିଆର ବାଲିଦ୍ବୀପରେ ପ୍ରତି ଗାଁରେ ଜଗନ୍ନାଥ ପୂଜା ପାଉଛନ୍ତି ଏବଂ ଓଡ଼ିଶୀ ନୃତ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ବିଡ଼ିଓଙ୍କ ଓଡ଼ିଆ ଭାଷା ପ୍ରୀତି ଏମିତି: ସରକାରୀ ଚିଠିରେ ଅଜସ୍ର ବନାନ ଭୁଲ

ଜୟପୁର: ଓଡ଼ିଆ ଭାଷାରେ ଲିଖିତ ଚିଠିରେ ବନାନ ଭୁଲ କରି ସମାଲୋଚନାର ଶିକାର ହୋଇଛନ୍ତି ରାମନାଗୁଡା ବିଡିଓ ପ୍ରଭାତୀ ଝୋଡିଆ । ପଂଚାୟତିରାଜ ଦିବସ ଅବସରରେ ଲୋକସେବା ଦିବସ ପାଳନ ପାଇଁ ରାମନାଗୁଡା ବ୍ଲକର ପଞ୍ଚାୟତ ପ୍ରତିନିଧି ମାନଙ୍କ ଉଦ୍ଦେଶ୍ୟରେ କରିଥିବା ଓଡ଼ିଆ ଚିଠିରେ ଅନେକ ବନାନ ତ୍ରୁଟି…
ଅଧିକ ଖବର ଦେଖନ୍ତୁ...