Daily Archives

March 7, 2023

ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଲେ ବନପାଳ; ନାଏକେ ବାବାଙ୍କୁ କଲେ ସମ୍ବର୍ଦ୍ଧିତ

ବିଶୋଇ: ଆଦିବାସୀ ବାହାବଙ୍ଗା ପର୍ବ ଅବସରରେ ପ୍ରତ୍ୟେକ ଗ୍ରାମର ଜାହେରା ଶାଳ(ପୂଜା ସ୍ଥଳୀ)କୁ ଯାଅ ନାଏକେ ବାବାମାନଙ୍କୁ ସମ୍ବର୍ଦ୍ଧିତ କରି ଅବିନବ ଉପାୟରେ ଜଙ୍ଗଲ ସୁରକ୍ଷା ସଚେତନତା ଆରମ୍ଭ କରାଉଛନ୍ତି ବିଶୋଇ ବନ୍ୟପ୍ରାଣ ବନାଞ୍ଚଳ ଅନ୍ତର୍ଗତ ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର। ନିଜ…
ଅଧିକ ଖବର ଦେଖନ୍ତୁ...

ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ, ପିଚକୁ ନେଇ ପୁଣି ଦ୍ବନ୍ଦ୍ବ

ଅହମ୍ମଦାବାଦ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ଟେଷ୍ଟ ଆସନ୍ତା ମାର୍ଚ୍ଚ ୯ତାରିଖରୁ ଅହମ୍ମଦାବାଦରେ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତୀୟ କ୍ରିକେଟ ଦଳ ୨-୧ରେ ଆଗୁଆ ରହିଛି। ଶେଷ ଟେଷ୍ଟ ମ୍ୟାଚ୍ ରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏଭଳି…
ଅଧିକ ଖବର ଦେଖନ୍ତୁ...

ସିଲିଣ୍ଡରରୁ ଗ୍ୟାସ ଲିକ ହେଲେ ଆଲାର୍ମ ବଜାଇ ସଚେତନ କରିବ ଏହି ବଲବ

ନୂଆଦିଲ୍ଲୀ: ସାଧାରଣତଃ ଖରାଦିନରେ ନିଆଁ ଲାଗିବା ଘଟଣା ବଢ଼ିଯାଇଥାଏ | ନିଆଁ ଲାଗିବା ଦ୍ୱାରା ବହୁତ ଧନଜୀବନ ନଷ୍ଟ ହୋଇଯାଇଥାଏ | ଅନେକ ସମୟରେ ରାତିରେ ନିଆଁ ଲାଗିଥିବାର ଜଣାପଡୁନଥିବାରୁ ଅନେକାଂଶରେ ଲୋକ ଜୀବନ୍ତଦଗ୍ଧ ମଧ୍ୟ ହୋଇଯାଉଛନ୍ତି | ଆଉ ସମସ୍ତଙ୍କ ଘରେ ଗ୍ୟାସ ସିଲିଣ୍ଡର ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

କାର ଦୁର୍ଘଟଣାର ୩ ମୃତ: ମୃତ ସାଥୀଙ୍କ ସହ ଦୁଇଦିନ ରହିବା ପରେ ଗୁରୁତର ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଯୁବତୀ ନିଜର ତିନିଜଣ ସାଙ୍ଗଙ୍କ ମୃତଦେହ ସହିତ ରହିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଯୁବତୀ ଜଣକ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ପୁଲିସକୁ ଦୁର୍ଘଟଣାଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

ଭୂକମ୍ପ ଯୋଗୁଁ ୧୦୦ ବିଲିୟନ ଡଲାରର କ୍ଷତି ସହିଛି ତୁର୍କୀ

ଜେନିଭା: ଗତ ମାସରେ ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ କେବଳ ତୁର୍କୀ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି । ମିଳିତ ଜାତିସଂଘ ମଙ୍ଗଳବାର ଏହି ସୂଚନା ଦେଇଛି । ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି)ର ଲୁଇସ୍ ଭିଣ୍ଟନ୍ ତୁର୍କୀର ଗାଜିଆଣ୍ଟେପ୍ରୁ ଭିଡିଓ…
ଅଧିକ ଖବର ଦେଖନ୍ତୁ...

‘କଲେଜ ରୋମାନ୍ସ’ରେ ଏମିତି ଅଶ୍ଳୀଳ ଭାଷା ଅଛି ଯେ ଇୟରଫୋନ ଲଗାଇ ଦେଖିବାକୁ ପଡିଲା’: ହାଇକୋର୍ଟ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ଟିଭିଏଫର ୱେବ୍ ସିରିଜ୍ 'କଲେଜ ରୋମାନ୍ସ'ରେ ଅଶ୍ଳୀଳ ବିଷୟବସ୍ତୁ ଅଛି ବୋଲି କହି ଦିଲ୍ଲୀ ହାଇକୋର୍ଟ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ପଥଚାରୀଙ୍କ ଉପରେ ଚଢ଼ିଗଲା କାର: ଜଣେ ଯୁବକ ମୃତ, ୨ ଗୁରୁତର

ରେଢ଼ାଖୋଲ: ରାଞ୍ଚି-ବିଜୟୱାଡା ରାଜପଥର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ବଡ଼ବାହାଲ ଛକ ନିକଟରେ ଆଜି ରାତିରେ ଜଣେ ଯୁବକଙ୍କ ଉପରେ କାର ଚଢ଼ିଯାଇଛି। ଅନ୍ୟ ୨ ଜଣ ବାଇକ୍‌ ଅରୋହୀଙ୍କୁ କାର(ୱାଗନର) ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ  କ୍ଷତିପୂରଣ ଦାବିରେ…
ଅଧିକ ଖବର ଦେଖନ୍ତୁ...

ପରିବା ବିକାଳି ରାତାରାତି ୧୭୨କୋଟିରୁ ଅଧିକ ଟଙ୍କା ପାଇ ହେଲେ ମାଲାମାଲ

ନୂଆଦିଲ୍ଲୀ: ଟଙ୍କା ରୋଜଗାର କରିବା ପାଇଁ ଲୋକେ ରାତିଦିନ ଏକ କରି ପରିଶ୍ରମ କରୁଛନ୍ତି। ଏହି କ୍ରମରେ ଜଣେ ପରିବା ବିକାଳି ରାତାରାତି ମାଲାମାଲ ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ରାତିରେ ତାଙ୍କ ଜମାଖାତାକୁ ୧୭୨କୋଟି ୮୧ଲକ୍ଷ ୫୯୧୫୩ ଟଙ୍କା ଆସିଥିବା ଜଣାପଡ଼ିଛି। ଏହି…
ଅଧିକ ଖବର ଦେଖନ୍ତୁ...

୨୦ରୁ ନୂଆ ପରିସରରେ କାର୍ଯ୍ୟାରମ୍ଭ କରିବ ହାଇଦ୍ରାବାଦସ୍ଥିତ ଆମେରିକୀୟ କନସୁଲେଟ

ହାଇଦ୍ରାବାଦ : ଆସନ୍ତା ମାର୍ଚ୍ଚ ୨୦ରେ ହାଇଦ୍ରାବାଦସ୍ଥିତ ଆମେରିକୀୟ କନସୁଲେଟ କାର୍ଯ୍ୟାଳୟ ନିଜର ନୂଆ ପରିସରରେ କାର୍ଯ୍ୟାରମ୍ଭ କରିବ।  ହାଇଦ୍ରାବାଦର ନାନକରାମଗୁଡାସ୍ଥିତ ଫାଇନାନ୍ସିଆଲ ଡିଷ୍ଟ୍ରିକ୍ଟର ଲେନ ନଂ ୧୧୫/୧ ରେ ଥିବା ନୂଆ କନସୁଲେଟ କୋଠାକୁ ପ୍ରାୟ ୩୪୦ ନିୟୁତ ଡଲାର ବ୍ୟୟରେ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମା-ଝଡ଼ ପ୍ରଭାବ: ୯ ଏବଂ ୧୦ ତାରିଖରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ପଶ୍ଚିମା-ଝଡ଼ ପ୍ରଭାବରେ ଆସନ୍ତା ୯ ଏବଂ ୧୦ ତାରିଖରେ କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ୯ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ…
ଅଧିକ ଖବର ଦେଖନ୍ତୁ...