Daily Archives

March 8, 2023

ମାରପିଟରେ ଖଣ୍ଡିଆ ଖାବରା ହେଲା ପରେ ପୁଲିସ ଆଗରେ ଗୁହାରି କଲେ ଦୁଇ ଗୋଷ୍ଠୀର ଲୋକେ

ଭୁବନେଶ୍ବର: କମିସନରେଟ ପୁଲିସ ଅନ୍ତର୍ଗତ ଲକ୍ଷ୍ମୀସାଗର ଅଞ୍ଚଳରେ ଗୋଷ୍ଠୀ କନ୍ଦଳ ଦେଖାଯାଇଛି। ମାରପିଟରେ ଖଣ୍ଡିଆ ଖାବରା ହେଲା ପରେ ଦୁଇ ଗୋଷ୍ଠୀର ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଜନୈକ ରାଜନୈତିକ ବ୍ୟକ୍ତିଙ୍କ ନାଁ କହି ଏହି ଗଣ୍ଡଗୋଳ ହୋଇଥିବା ନେଇ ଲକ୍ଷ୍ମୀସାଗର ନିଳକଣ୍ଠେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଦୁନିଆର ସବୁଠାରୁ ବଡ଼ ସାପକୁ ରାସ୍ତା ଅତିକ୍ରମ କରୁଥିବା ଦେଖି ସ୍ତବ୍ଧ ହୋଇଗଲେ ଲୋକେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏଇ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଏକ ବିଶାଳ ସାପ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି।  ଏହାକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଉଛି। ଏହି ସାପ କାରଣରୁ ଟ୍ରାଫିକ ଉଭୟପାର୍ଶ୍ବରେ ଅଟକି ରହିଥିଲା। ଆଉ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ଆମେରିକା ବାୟୁସେନା ବିମାନରେ ଭାରତରେ ପହଞ୍ଚିଲା ‘ନିସାର୍’ ଉପଗ୍ରହ, ଦୁର୍ବିପାକର ଆଗୁଆ ସୂଚନା ଦେବ

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଆମେରିକାର ମହାକାଶ ଏଜେନ୍ସି ନାସା ସହ ମିଶି ଏକ ସ୍ୱତନ୍ତ୍ର ଉପଗ୍ରହ ବିକଶିତ କରିଛି। ପାଖାପାଖି ୧୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନିସାର ଉପଗ୍ରହକୁ ନାସାରେ ବିକଶିତ କରାଯାଇଛି। ବୁଧବାର ଏହା ବେଙ୍ଗାଲୁରୁରେ ପହଞ୍ଚିଛି। ଇସ୍ରୋ…
ଅଧିକ ଖବର ଦେଖନ୍ତୁ...

ପୁରୀ: ମାର୍କେଟ କମ୍ପ୍ଲେକ୍ସରେ ନିଆଁ, ୩ ପର୍ଯ୍ୟଟକ ଉଦ୍ଧାର

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କ‌ମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନର କ୍ଷତି ହୋଇଛି। ପ୍ରବଳ ଧୂଆଁ ବାହାରୁଥିବାରୁ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ଜିମ ପ୍ରଶିକ୍ଷକଙ୍କୁ ଇଟା ଓ ପଥରରେ ପିଟିପିଟି ମାରି ଦେଲେ ୬ଜଣ…

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିଆବାଦ କଲେଜ ଛାତ୍ରମାନେ ମଶି ଜଣେ ୨୭ବର୍ଷୀୟ ଜିମ ପ୍ରଶିକ୍ଷକଙ୍କୁ ହତ୍ୟା କରିଛନ୍ତି। ମୃତ ଜିମ ପ୍ରଶିକ୍ଷକଙ୍କ ନାମ ବିରାଟ ମିଶ୍ରା ବୋଲି ଜଣାପଡ଼ିଛି। ବିରାଟଙ୍କୁ ଛାତ୍ରମାନେ ଇଟା, ପଥର ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଛଅଜଣ…
ଅଧିକ ଖବର ଦେଖନ୍ତୁ...

ମହିଳା ଦିବସ ଅବସରରେ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ଚଳାଚଳ କଲା ମୁମ୍ବାଇ-ପୁଣେ ଡେକାନ୍‌ କୁଇନ୍‌ ଏକ୍ସପ୍ରେସ୍‌

ମୁମ୍ବାଇ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁମ୍ବାଇ-ପୁଣେ ଡେକାନ୍‌ କୁଇନ୍‌ ଏକ୍ସପ୍ରେସ୍‌ ଏବଂ ସିଏସ୍‌ଏମ୍‌ଟି-କଲ୍ୟାଣ ଲେଡିଜ୍‌ ସ୍ପେଶାଲ୍‌ ବୁଧବାର କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ଚଳାଚଳ କରିଛି। ମୁମ୍ବାଇ-ପୁଣେ ଡେକାନ୍‌ କୁଇନ୍‌ ଏକ୍ସପ୍ରେସକୁ ଏସିଆର ପ୍ରଥମ ମହିଳା…
ଅଧିକ ଖବର ଦେଖନ୍ତୁ...

ତିହାର ଜେଲରେ ଅପରାଧୀଙ୍କ ଗହଣରେ ସିସୋଦିଆଙ୍କୁ ରଖାଯାଇଛି କି ? ଆପ୍ ଅଭିଯୋଗର ଉତ୍ତର ରଖିଲେ ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍) କରିଥିବା ଅଭିଯୋଗକୁ ଦିଲ୍ଲୀ ଜେଲ୍ ବିଭାଗ ପ୍ରତ୍ୟାଖ୍ୟାନ କରିଛି । ଏପରି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । କିଛି ସମୟ ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ପାଇବା ଦ୍ୱାରା ଆପଣ ଆଶ୍ୱସ୍ତି ଅନୁଭବ କରିବେ । ପରିଶ୍ରମ ଅନୁଯାୟୀ ସୁଫଳ ପାଇବେ । ପ୍ରତିଯୋଗିତାପୂର୍ଣ୍ଣ କାର୍ଯ୍ୟଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସ୍ତ୍ରୀ ଓ ତାଙ୍କ ପ୍ରେମିକ ସହ ହୋଲିକୁ ନିଆରା ଢ଼ଙ୍ଗରେ ପାଳିଲେ ହ୍ରିତିକ; ହେଲେ ଟ୍ରୋଲ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଚଳିତଥର ହୋଲିକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ଟ୍ରୋଲ ବି କରିଛନ୍ତି। କାରଣ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ; ୫ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ ଅଣନିଶ୍ୱାସୀ ଅବସ୍ଥାରେ…

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କ‌ମ୍ପ୍ଲେକ୍ସରେ ଆଜି ରାତିରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନକୁ କ୍ଷତି ପହଞ୍ଚାଇଛି। ନିଆଁର ସଂସ୍ପର୍ଶରେ ଆସି ଅଣନିଶ୍ବାସୀ ହୋଇଛନ୍ତି ୫ରୁ…
ଅଧିକ ଖବର ଦେଖନ୍ତୁ...