Daily Archives

March 8, 2023

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଏୟାର ଇଣ୍ଡିଆ ସମସ୍ତ ମହିଳା କ୍ରୁଙ୍କୁ ନେଇ ୯୦ଟି ବିମାନର ଉଡ଼ାଣ କରିବ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଏବଂ ଏୟାର ଏସିଆ ଇଣ୍ଡିଆ ସହିତ ବାଣିଜ୍ୟିକ ଏୟାରଲାଇନ୍‌ସ ମହିଳାଙ୍କ ଶକ୍ତିର ଭାବନାକୁ ସମ୍ମାନ ଜଣାଇ ସମସ୍ତ ମହିଳା କ୍ରୁଙ୍କୁ ନେଇ ମୋଟ ୯୦ରୁ ଅଧିକ ବିମାନ ଚଳାଚଳ କରିବାକୁ ସ୍ଥିର କରିଛି। ଭାରତ…
ଅଧିକ ଖବର ଦେଖନ୍ତୁ...

ଭାରତ ଗସ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ମୋଦୀଙ୍କ ସହ ମିଶି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ଦେଖିବେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଭାରତ ଗସ୍ତରେ ଆସିଛନ୍ତି । ସେ ବୁଧବାରଦିନ ଏକ ସ୍ୱତନ୍ତ୍ର ବିମାନରେ ଅହମ୍ମଦାବାଦରେ ପହଞ୍ଚିବା ପରେ ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ଏଠାରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏକ ୪ ଦିନିଆ…
ଅଧିକ ଖବର ଦେଖନ୍ତୁ...

ପାଠପଢ଼ିଥିବା ସ୍କୁଲରେ ହଠାତ ପୁଲିସ ଅଧିକାରୀ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଥିଲା ଏଭଳି…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ପୁଲିସ ଅଧିକାରୀ ଖାକି ପୋଷାକରେ ସ୍କୁଲରେ ପହଞ୍ଚି ଏକ ଶ୍ରେଣୀଗୃହ‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ତେବେ ଉକ୍ତ ପୁଲିସ ଅଧିକାରୀ ଜ‌ଣକ ଏହି ଚାକିରି ପାଇଯିବା ପରେ ସେ ଯେଉଁ ସ୍କୁଲରେ…
ଅଧିକ ଖବର ଦେଖନ୍ତୁ...

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ମୁମ୍ବାଇ: ଏକ ବଡ଼ ଦୁର୍ଘଟଣାରୁ ଆଜି (ବୁଧବାର) ଅଳ୍ପକରେ ରକ୍ଷା ପାଇ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମହାରାଷ୍ଟ୍ର ଥାନେ ଜିଲ୍ଲାର ଶାହାପୁର ଠାରେ ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ହୋଲିରେ ଠାକୁରଙ୍କ ଶୋଭାଯାତ୍ରା ସମୟରେ ଅଣ୍ଡାମାଡ; ଉତ୍ତେଜନା ଓ ରାସ୍ତାରୋକ

ପାରଳାଖେମୁଣ୍ଡି/ଆରଉଦୟଗିରି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବଡପଦା ଠାରେ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ହୋଇଛି। ଆଜି ପବିତ୍ର ହୋଲି ଉତ୍ସବରେ ପୂର୍ବାହ୍ନ ୧୧ଟା ବେଳେ ରାଧା ମନ୍ଦିରରୁ ବାହାରି ଠାକୁରଙ୍କ ବିମାନ ଓଡ଼ିଆସାହି ପରିକ୍ରମା କରୁଥିବା ସମୟରେ ଅଣ୍ଡାମାଡ଼କୁ ନେଇ ବଡ଼ପଦାରେ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ଜବାବ ଦେବାର ଯୋଗ୍ୟ ହିଁ ନୁହଁ…. ଜାତିସଂଘରେ ପାକିସ୍ତାନକୁ ଲକ୍ଷ୍ୟ କରି କହିଲା ଭାରତ

ଜାତିସଂଘ : ଜାତିସଂଘ ନିରାପତ୍ତା ପରିଷଦରେ ମହିଳା, ଶାନ୍ତି ଓ ନିରାପତ୍ତା ପ୍ରସଙ୍ଗରେ ହୋଇଥିବା ବିତର୍କରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ପାକିସ୍ତାନକୁ ସମାଲୋଚନା କରି ଭାରତ କହିଛି ଯେ ଏଭଳି ଅପପ୍ରଚାରର ଜବାବ ଦେବା ମଧ୍ୟ ଅନାବଶ୍ୟକ। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଶତାଧିକ ଗଞ୍ଜେଇ ବସ୍ତା ଜବତ; ଟ୍ରାକ୍ଟରରେ ଥାନାକୁ ବୋହି ଆଣିଲା ପୁଲିସ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଞ୍ଚଳରୁ ମନମୁଣ୍ଡା ପୁଲିସ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସ୍କ୍ବାର୍ଡ ଓ ମନମୁଣ୍ଡା ପୁଲିସ ମିଳିତ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଉମେଶ ଯାଦବ ଦ୍ବିତୀୟ ଥର ବାପା ହେଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଉମେଶ ଯାଦବଙ୍କ ଉପରେ କିଛିଦିନ ପୂର୍ବରୁ ଦୁଃଖର ପାହାଡ ଭାଙ୍ଗିପଡ଼ିଥିଲା। କାରଣ ଫେବୃଆରି ୨୨ ତାରିଖରେ ତାଙ୍କ ବାପାଙ୍କ ପରଲୋକ ହୋଇଥିଲା। ଆଜି ହୋଲି ଅବସରରେ ତାଙ୍କ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଛି ବୋଲି ଉମେଶ କହିଛନ୍ତି। କାରଣ ସେ…
ଅଧିକ ଖବର ଦେଖନ୍ତୁ...

ହୋଲିରେ ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଅଘଟଣ: ଦୁଇଭାଇଙ୍କ ସମେତ ୮ ମୃତ, ୧୭ ଆହତ

ଭୁବନେଶ୍ବର: ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ରଂଗର ପର୍ବ ‘ହୋଲି’ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ତେବେ ହୋଲି ଖେଳ ପରେ କିଛି ଅଘଟଣ ସାମ୍ନାକୁ ଆସିଛି।  ରଙ୍ଗଖେଳ ସମୟରେ ଅସତର୍କ ରହିବ‌େ କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଆନନ୍ଦ ଦୁଃଖରେ ପରିଣତ ହୋଇଛି। ରାଜ୍ୟର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଓ ଲୁଣାରେ ବୁଡ଼ିଗଲେ ୩ ଯୁବକ: ମିଳିଲା ଜଣଙ୍କ ମୃତଦେହ, ଜଣେ ନିଖୋଜ, ଅନ୍ୟ ଜଣେ ଉଦ୍ଧାର

କଟକ: ସମଗ୍ର ରାଜ୍ୟ ଭଳି କଟକ ଜିଲ୍ଲାରେ ମଧ୍ୟ ଆଜି ଧୁମଧାମରେ ହୋଲି ଖେଳାଯାଇଛି। ହୋଲି ପରେ ଦେହରେ ରଂଗ ଛଡ଼ାଇବା ପାଇଁ ମହାନଦୀ ଓ ଲୁଣାନଦୀରେ ଗାଧୋଇବା ସମୟରେ ୩ ଜଣ ଯୁବକ ବୁଡ଼ି ଯାଇଛନ୍ତି। ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ତେବେ ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରିପାରିଥିଲା ବେଳେ…
ଅଧିକ ଖବର ଦେଖନ୍ତୁ...