Daily Archives

March 8, 2023

ପାକ୍‌ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସିମ୍‌ କାର୍ଡ ଦେବା ଅଭିଯୋଗରେ ଆସାମରୁ ୫ ଗିରଫ

ଗୌହାଟୀ/ ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସିମ୍‌ କାର୍ଡ ଯୋଗାଉ ଥିବା ଅଭିଯୋଗରେ ଆସାମର ନାଗାଓଁ ଏବଂ ମୋରିଗାଓଁ ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ବିଦେଶୀ ଦୂତାବାସକୁ ପ୍ରତିରକ୍ଷା ସୂଚନା ଦେବା ପାଇଁ ବ୍ୟବହୃତ ହ୍ୟାଣ୍ଡସେଟ୍‌ ସମେତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ସିନେମା ଓ ସିରିଏଲର ପରିଚିତ ଅଭିନେତା ଶୁଭ୍ରାଂଶୁ: କେବେ ଚରିତ୍ର ତ କେବେ ଖଳନାୟକ, ପୁଣି କେବେ ହାସ୍ୟରସ

ଭୁବନେଶ୍ବର:  ୨୦୦୨ କି ୨୦୦୩ ମସିହାର କଥା। ଏକ ସନ୍ଧ୍ୟା ସମୟ, କାମାକ୍ଷାନଗର ସାଇ ମନ୍ଦିରରେ ପହଁଚିଥିଲେ ଜଣେ ଗୋରା ଆଉ ଡେଙ୍ଗା ଯୁବକ। ପାଖରେ ବସିଥିବା ପିଲାମାନେ ଫୁସ୍ ଫୁସ୍ କରି କହୁଥିଲେ ହେଇ ଦେଖ ପ୍ରିନ୍ସ ଆସିଛନ୍ତି। ପ୍ରଶ୍ନ ଉଠୁଥାଏ ଇଏ ପ୍ରିନସ୍ କିଏ? ଭଜନ ସରିଗଲା ପରେ ସମସ୍ତେ…
ଅଧିକ ଖବର ଦେଖନ୍ତୁ...

 ମହିଳା ନୃତ୍ୟଶିଳ୍ପୀଙ୍କ ଉପରେ ଟଙ୍କା ଉଡ଼ାଇ ବିବାଦରେ କଂଗ୍ରେସ ନେତା

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ବିବାହ ଉତ୍ସବରେ ନାଚୁଥିବା ଜଣେ ଯୁବତୀଙ୍କ ଉପରେ ଟଙ୍କା ଉଡାଇ କଂଗ୍ରେସର ଜଣେ ନେତା ବିବାଦ ଘେରରେ ଫସିଯାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ସଂପୃକ୍ତ ନେତାଙ୍କୁ ଟାର୍ଗେଟ କରିଛି । ମିଳିଥିବା ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ହୋଲି: ଦୁର୍ଘଟଣାରେ ୨ ମୃତ, ଆକ୍ରମଣର ଶିକାର ହୋଇ ଏକାଧିକ ଗୁରୁତର

ଭୁବନେଶ୍ବର: ରଙ୍ଗର ପର୍ବରେ ହୋଲିରେ ଅଘଟଣ ଘଟିଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଭିନ୍ନଭିନ୍ନ ସ୍ଥାନରେ ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଜରିପାଟାଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିିଆରପି ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିସ୍ମୟ ବାଳିକା ଜ୍ୟୋତି : ବିଶ୍ବର ସର୍ବନିମ୍ନ ଉଚ୍ଚତା ବିଶିଷ୍ଟ ଝିଅ ଛୁଇଁଛନ୍ତି ସଫଳତାର ଆକାଶ

ମୁମ୍ବାଇ:  ଶରୀରର ଅକ୍ଷମତା ଯେ ମନକୁ ଅଟକାଇପାରେ ନାହିଁ ତାହା ପ୍ରମାଣିତ କରିଛନ୍ତି ବିଶ୍ବର ସର୍ବନିମ୍ନ ଉଚ୍ଚତା ବିଶିଷ୍ଟ ଝିଅ ଏବଂ ଅଭିନେତ୍ରୀ ଜ୍ୟୋତି ଆମ୍‌ଗେ। ତାଙ୍କର ଉଚ୍ଚତା ୬୨.୮ ସେଣ୍ଟିମିଟର (୨ ଫୁଟ୍‌ ୩/୪ ଇଞ୍ଚ୍) ଏବଂ ଓଜନ ମାତ୍ର ପାଞ୍ଚ କିଲୋଗ୍ରାମ୍। ଏଥିପାଇଁ ସେ ଲିମ୍‌କା…
ଅଧିକ ଖବର ଦେଖନ୍ତୁ...

ହୋଲି ଅବସରରେ ରାଜନାଥ ସିଂହଙ୍କ ହାତ ଧରି ନାଚିଲେ ଆମେରିକାର ବାଣିଜ୍ୟ ସଚିବ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି ପିଲାଠାରୁ ବୃଦ୍ଧ ସମସ୍ତେ ଧୁମଧାମରେ ହୋଲି ଖେଳିଛନ୍ତି। ଏମିତିରେ ରାଜନେତାମାନେ ବି ପଛରେ ପଡ଼ି ନାହାନ୍ତି, ସେମାନେ ବି ହୋଲିର ଖୁବ ମଜା ଉଠାଇଥିବା ଦେଖିବାକୁ ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଘରେ ହୋଲି ଉତ୍ସବ ପାଇଁ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ: ୧୦ମ ଦିନରେ ପହଞ୍ଚିଲା ପୁଲୱାମା ବିଧବାଙ୍କ ଆନ୍ଦୋଳନ; ମୁଖ୍ୟମନ୍ତ୍ରୀ ଗେହଲଟ କଲେ ଅଭିଯୋଗ, ବିଜେପି ଏହାକୁ…

ଜୟପୁର: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଜସ୍ଥାନର ସିଆରପିଏଫ ଯବାନମାନଙ୍କ ପରିବାରର ପ୍ରତିବାଦ ବୁଧବାର ଦଶମ ଦିନରେ ପ୍ରବେଶ କରିଛି। କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବାସଭବନ ବାହାରେ ଆଜି ବିକ୍ଷୋଭକାରୀମାନେ ଧାରଣା ଦେଇଛନ୍ତି। ୨୦୧୯…
ଅଧିକ ଖବର ଦେଖନ୍ତୁ...

ବିହାର : ଗାଁ ଲୋକେ ଖେଳୁଥିଲେ ହୋଲି, ଏପରି ଆସିଲା ମୃତ୍ୟୁ

ଗୟା: ବିହାରର ଗୟା ଜିଲ୍ଲାରେ ଏକ ସାମରିକ ଅଭ୍ୟାସ ବେଳେ ତୋପ ମାଡ଼ରେ ଘଟଣାସ୍ଥଳରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ ଗାଁର ସମସ୍ତେ ହୋଲି ଖେଳୁଥିଲେ। ଆହତମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ସିଟି…
ଅଧିକ ଖବର ଦେଖନ୍ତୁ...

ଦେଖୁଦେଖୁ ରାସ୍ତାକୁ ଭୁଶୁଡ଼ି ପଡ଼ିଲା ୫ ମହଲା କୋଠା: ଅଳ୍ପକେ ବର୍ତ୍ତିଲେ ଲୋକେ

ନୂଆଦିଲ୍ଲୀ: ଦିଲ୍ଲୀର ଭଜନପୁରାସ୍ଥିତ ବିଜୟ ପାର୍କ ଅଞ୍ଚଳରେ ଥିବା ଏକ ପାଞ୍ଚମହଲା କୋଠା ଦେଖୁଦେଖୁ ଭୁଶୁଡି ପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ଦମକଳ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଘଟିଥିବା ରାସ୍ତାର ଉଭୟ ପାର୍ଶ୍ବକୁ…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳି ଦ୍ରୁତଗତିରେ ବାଇକ୍‌ରେ ଯାଉଥିଲେ; ଗଛରେ ପିଟି ହୋଇ ଜଣେ ମୃତ, ୨ ଗୁରୁତର

ଯାଜପୁର: ବିଂଝାରପୁର ଥାନା କପିଳା ଛକ ନିକଟରେ ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି। ହୋଲି ଖେଳି ସାଙ୍ଗମାନଙ୍କ ସହ ବାଇକ୍‌ରେ ଦ୍ରୁତଗତିରେ ଯାଉଥିଲା ବେଳେ ଗଛରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...