Daily Archives

March 9, 2023

ଅଙ୍ଗନବାଡ଼ି ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧା: ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାକର୍ସ ଆସୋସିଏସନ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ୧୪ ଦଫା ଦାବିରେ ଏକ ପ୍ରତିବାଦ ରାଲି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପୂର୍ବାହ୍ନରେ ୪ଶହରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ରାଲିରେ ନୂଆ ବସଷ୍ଟାଣ୍ଡ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ ଉପରେ ୧୫ଟି କ୍ଷେପଣାସ୍ତ୍ର ପକାଇଲା ରୁଷ୍

କିଭ୍: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୀଷଣ ହୋଇଚାଲିଛି । ଗୁରୁବାର ଦିନ ୟୁକ୍ରେନର ରାଜଧାନୀ କିଭ୍ ସମେତ ୧୦ଟି ସହର ଉପରେ ରୁଷୀୟ ସେନା ପ୍ରାୟ ୧୫ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି ଗଣମାଧ୍ୟମ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କର ଗଳା ଦରଜ ହେଉଛି କି? କରନ୍ତୁ ଏହି ଘରୋଇ ଉପଚାର

ଆପଣ ତଣ୍ଟି ଦରଜ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ଋତୁ ବଦଳିବା ମାତ୍ରେ ଅଧିକାଂଶ ସମୟରେ ଲୋକଙ୍କୁ ଥଣ୍ଡା, ଜ୍ବର ଆଦି ହୋଇଥାଏ। ତଣ୍ଟି ଦରଜ ଥଣ୍ଡାର ଏକ ପ୍ରମୁ୍‌ଖ ଲକ୍ଷଣ । ବେଳେ ବେଳେ ତଣ୍ଟି ଦରଜ ଏତେ ବଢ଼ିଯାଏ ଯେ ପାଣି ପିଇବା ତ ଦୂରର କଥା ଛେପ ଢୋକିଲେ ବି କଷ୍ଟ ହୁଏ।…
ଅଧିକ ଖବର ଦେଖନ୍ତୁ...

ମାତ୍ର ୫ସେକେଣ୍ଡ ମଧ୍ୟରେ ଛୋଟ ଭାଇର ଜୀବନ ବଞ୍ଚାଇଲା ତିନିବର୍ଷର ଭଉଣୀ

ନୂଆଦିଲ୍ଲୀ: ବଡ଼ ଭାଇଭଉଣୀ ନିଜର ଛୋଟ ଭାଇଭଉଣୀଙ୍କ ଯତ୍ନ ବାପ ଓ ମା’ଙ୍କ ଭଳି ନେଇ ଥାଆନ୍ତି। ଏମିତି ଅନେକ ଥର ଛୋଟ ଭାଇଭଉଣୀଙ୍କ ଜୀବନ ବଡ଼ ଭାଇଭଉଣୀ ବଞ୍ଚାଇଥିବାର ଘଟଣା ସାମ୍ନାକୁ ଆସିଛି। ନିକଟରେ ବି ଏମିତି ଏକ ଘଟଣା ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନକୁ ଗହମ ପଠାଇବ ଭାରତ, ଖୁସିରେ ତାଲିବାନ କହିଲା ଭାରତ ବିଶ୍ବର ପ୍ରକୃତ ନେତା

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ ଟନ୍ ଗହମ ପଠାଇବାକୁ ଭାରତ ସରକାର ଘୋଷଣା କରିଛନ୍ତି। ତାଲିବାନ ସରକାର ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଆମେ ଭାରତ ପ୍ରତି କୃତଜ୍ଞ ବୋଲି କହିଛନ୍ତି। ଆଫଗାନିସ୍ତାନ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛି ଯେ ଏହା…
ଅଧିକ ଖବର ଦେଖନ୍ତୁ...

ମୁଁ ମୋ ସାନ ଭାଇକୁ ହରାଇଲି; ସତୀଶ କୌଶିକଙ୍କ ମୃତ୍ୟୁ ପରେ ଅନୀଲ କପୁରଙ୍କ ପୋଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଥିଲେ। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ସେ ଏକାଧାରରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଲାଇଭ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ। ମାତ୍ର ଦୁଇଜଣ ଚରିତ୍ରଙ୍କୁ ନେଇ ହେବାକୁ ଯାଉଛି ନାଟକ ବୟସର ଅନ୍ତେ, ଯେଉଁଥିରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସ୍ୱାମୀ ଭୂମିକାରେ ମଞ୍ଚରେ ଦେଖା ଦେବେ ସମରେଶ ରାଉତରାୟ। ଓଡ଼ିଆ ୱାନ ଥିଏଟର…
ଅଧିକ ଖବର ଦେଖନ୍ତୁ...

ବାହାଘର ଦିନ ଅନ୍ୟ ଯୁବତୀଙ୍କ ସହ ବରଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଭାଙ୍ଗିପଡ଼ିଲେ କନ୍ୟା, ରାସ୍ତାରେ ଭୋଭୋ ହୋଇ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ କନ୍ୟା ନିଜ ବିବାହ ଦିନ ତାଙ୍କର ହେବାକୁ ଥିବା ସ୍ବାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ଦେଖି କନ୍ୟା ଜଣକ ସମ୍ପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କୁ ଲିଫ୍ଟ ମାଗି ଛୁରୀ ଭୁସି ହତ୍ୟା ଉଦ୍ୟମ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ବୁଡାନପିପାଲି ଗ୍ରାମର ଶିକ୍ଷକ ଜୟନ୍ତ ପ୍ରଧାନଙ୍କୁ ବାଇକରେ ଲିଫ୍ଟ ମାଗି ଆସିବା ପରେ ଏକ ନିଛାଟିଆ ସ୍ଥା‌ନରେ ଅଭିଯୁକ୍ତ ଛୁରି ଭୁସି ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜୟନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣା ନେଲା ୩ ଜଣଙ୍କର ଜୀବନ

ପୁରୁ‌ଷୋତ୍ତମପୁର/ବୁଗୁଡ଼ା/ଚିକିଟି/ ଭଞ୍ଜନଗର: ଗତ ତିନିଦିନ ଧରି ହୋଲି ଓ ଦୋଳପୂର୍ଣ୍ଣିମାରେ ଗଞ୍ଜାମ ଜିଲ୍ଲା ଉତ୍ସବମୁଖର ଥିବା ବେଳେ ସଡ଼କ ଦୁର୍ଘଟଣା ଓ ଅଘଟଣ ୩ ଜଣଙ୍କ ଜୀବନ ନେଇଛି। ସେହିପରି ୧୫ ଜଣ ଆହତ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ମୃତ୍ୟୁ ସହ ଲଢ଼ୁଛନ୍ତି। ଏହାସହ ରାମଦୋଳିରୁ…
ଅଧିକ ଖବର ଦେଖନ୍ତୁ...