Daily Archives

March 9, 2023

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜାମୁଣ୍ଡା ନିକଟ କତଲିଗୁଡା ଗ୍ରାମରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ପୁଲିସ ସୂତ୍ରରୁ ପ୍ରକାଶ। ମୃତ ଯୁବକଙ୍କ ନାମ ସଦାଶିବ ଗାଦବା ବୟସ ୩୨ ବର୍ଷ। ପୁଲିସ ସୂଚନା ଅନୁଯାୟୀ ସଦାଶିବ ଗାଦବା ନିଜ ଗାଁ କତଲିଗୁଡାରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସମୟରେ ବିଜୁଳି ରହୁନଥିଲା, ଏଣୁ ଜନସଂଖ୍ୟା ବଢିଗଲା : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବୟାନ ଉଭୟ ଚର୍ଚ୍ଚା ଓ ବିବାଦ ସୃଷ୍ଟି କରିଛି । କହିଛନ୍ତି ଯେ କଂଗ୍ରେସ ତାଙ୍କ ଶାସନ କାଳରେ ବିଜୁଳି ଯୋଗାଣ କମ ଥିଲା । ସବୁ ସ୍ଥାନରେ ବିଜୁଳି ପହଞ୍ଚିନଥିଲା ଓ ସବୁବେଳେ ବିଜୁଳି ରହୁନଥିଲା । ଏହି କାରଣରୁ ସେହି ସମୟରେ ଜନସଂଖ୍ୟା ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜର ଆଖପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଘରର ପରିବେଶ ଭଲ ରହିବ। ବୃଷ: ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ବ୍ୟବସାୟରେ ନୂଆ ଗୋ‌ଷ୍ଠୀ ସହିତ ଯୋଡ଼ିହେବାର କଥା ଭାବିବେ।…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସରେ ‘ମହିଳା କ୍ରୁ’ କଲେ ସ୍ବତନ୍ତ୍ର ଟ୍ରେନ୍‌ର ସଂପୂର୍ଣ୍ଣ ପରିଚାଳନା

ଜୟପୁର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ୍ ପକ୍ଷରୁ ନୂଆ ପ୍ରୟାସ କରାଯାଇ ବିଶାଖାପାଟଣାରୁ ରାୟଗଡା ଓ ରାୟଗଡାରୁ ବିଶାଖାପାଟଣା ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନ ଚଳାଯାଇଥିଲା। ଏହି ଟ୍ରେନର ସଂପୂର୍ଣ୍ଣ ପରିଚାଳନା ଭାର ‘‘ମହିଳା କ୍ରୁ’ ହାତରେ ନ୍ୟାସ୍ତ…
ଅଧିକ ଖବର ଦେଖନ୍ତୁ...

ଗଡ଼ିଲା ମୁଣ୍ତ: ମଦପିଇ ଗାଳି କରିବାରୁ ଘରେ ପଶି ଯୁବକଙ୍କୁ କଲେ ହତ୍ୟା

ଦଶପଲ୍ଲା: ରଙ୍ଗର ପର୍ବ ହୋଲିକୁ ନେଇ ଗାଁ ଠାରୁ ସହର ସବୁଠାରେ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ବୁଗୁଡା ଠାରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ତ। ମଦପିଇ ଗାଳି କରିବାରୁ ସଂଘବଦ୍ଧ ଭାବେ ଜଣେ ଯବକଙ୍କୁ ଘରେ ପଶି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ନାକର ସର୍ଜରୀ ପରେ ମୁଁ ନିଜକୁ ଦେଖି ଡରିଯାଇଥିଲି: ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ନିଜ ନିଜର ଲୁକକୁ ବଦଳାଇବା ପାଇଁ ଅନେକ କଳାକାର କସମେଟିକ ସର୍ଜରୀ କରନ୍ତି। ବଲିଉଡର ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜର ନାକ ଓ ଓଠର ସର୍ଜରୀ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତାଙ୍କ ଆତ୍ମଜୀବନୀ…
ଅଧିକ ଖବର ଦେଖନ୍ତୁ...

ଲୋକସେବା ଭବନରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: ବାହାରିଲାନି ନିଷ୍କର୍ଷ

ଭୁବନେଶ୍ବର: ଲୋକସେବା ଭବନରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହିତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ…
ଅଧିକ ଖବର ଦେଖନ୍ତୁ...

ୟୁପିଏସସି ପରୀକ୍ଷାର ୧୭ଦିନ ପୂର୍ବରୁ ପ୍ରସ୍ତୁତ ହୋଇ ସଫଳତା ପାଇଥିଲେ ଏହି ଆଇପିଏସ ଅଧିକାରୀ

ନୂଆଦିଲ୍ଲୀ: ପ୍ରତିବର୍ଷ ୟୁପିଏସସି ପକ୍ଷରୁ ସିଭିଲ ସେବ‌ା ପରୀକ୍ଷା ଆୟୋଜିତ କରାଯାଇଥାଏ। ଏହି ପରୀକ୍ଷା ପାଇଁ ପାଖାପାଖି ୧୦ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥାଆନ୍ତି। ଏହି ୧୦ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୧୦/୧୫ଜଣ ପ୍ରାର୍ଥୀ ଏମିତି ଥାଆନ୍ତି ଯେଉଁମାନେ ଇତିହାସ ରଚିଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର, ୪ଟି ଜିଲ୍ଲା ପାଇଁ ୫ଟି ରକ୍ତ ସଂଗ୍ରହ ଯାନ ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ପାଇଁ ୧୦ଟି 'ତାପ ସଂରକ୍ଷିତ ଯାନ' ଏବଂ ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ସମ୍ପନ୍ନ ୫ଟି 'ରକ୍ତ ସଂଗ୍ରହ ଯାନ' ଲୋକାର୍ପଣ…
ଅଧିକ ଖବର ଦେଖନ୍ତୁ...

ଅଟୋ ଇଣ୍ଡଷ୍ଟ୍ରି ପାଇଁ ବିପଦ ବୋଲି କହି ରାପିଡୋ ଚାଳକଙ୍କୁ ଧମକାଇଲେ ଅଟୋ ଚାଳକ

ବେଙ୍ଗାଲୁୁରୁ: ଅଟୋ ଇଣ୍ଡଷ୍ଟ୍ରି ପାଇଁ ବିପଦ ବୋଲି କହି ରାପିଡୋ ଚାଳକଙ୍କୁ ଧମକାଇଲେ ଅଟୋ ଚାଳକ। ଭାଙ୍ଗିଲେ ହେଲମେଟ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ଘଟଣା ଘଟିବା ସମୟର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ପୁଲିସ ଅଭିଯୁକ୍ତ ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...