Daily Archives

March 10, 2023

କିଏ ହେବେ ସାହା: ବାପା-ମା’ ପରେ ଭାଇଙ୍କୁ ହରାଇଲେ ଯାଜ୍ଞସେନୀ, କାଟୁଛନ୍ତି ନିସଙ୍ଗ ଜୀବନ

କଲମପୁର: ମଣିଷ ଜୀବନରେ ଦୁଃଖ କେତେବେଳେ ଓ କେଉଁ ରୂପରେ ଆସିପାରେ ତାହା କେହି କହିପାରିବେ ନାହିଁ। ମଣିଷ ଯାହା ଭାବୁଥାଏ ବିଧିର ବିଧାନ ଆଉ ଗୋଟିଏ ହୁଏ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଭେଳା ଗାଁର ଯାଜ୍ଞସିନୀଙ୍କ ଜୀବନରେ ମା’ ଓ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ କଥା ମିଛ : ବିହାର ତଦନ୍ତକାରୀ ଦଳର ଦାବି

ପାଟନା : ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ନେଇ ଗୁଜବର ତଦନ୍ତ ପାଇଁ ତାମିଲନାଡୁ ଯାଇଥିବା ବିହାରର କିଛି ଅଧିକାରୀ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଏଭଳି ଆକ୍ରମଣ କେବଳ ଗୁଜବ। ତାମିଲନାଡୁର ବିଭିନ୍ନ ଅଞ୍ଚଳ ବୁଲି ବିହାର ଫେରିବା ରିପୋର୍ଟରେ ଏହି ଅଧିକାରୀମାନେ କହିଛନ୍ତି ଯେ ପ୍ରବାସୀ…
ଅଧିକ ଖବର ଦେଖନ୍ତୁ...

ଆପଣ ମା’ଙ୍କୁ ସବୁଠାରୁ ବଡ ଉପହାର ଦେଇଥିଲେ; ସତୀଶଙ୍କ ଦେହାନ୍ତ ପରେ ମସାବାଙ୍କ ଇନଷ୍ଟା ପୋଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି। ମୃତ୍ୟୁ ବେଳକୁ ସତୀଶଙ୍କୁ ୬୭ ବର୍ଷ ହୋଇଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଦିନ ଦିଲ୍ଲୀର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ଅଭିନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ମଦ ନିଶାରେ ତିନିମାସର ଶିଶୁକନ୍ୟା ଉପରେ ବସିପଡ଼ିଲା ଯୁବକ; ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ରାୟପୁର: ଛତିଶଗଡ଼ର ଅମ୍ବିକାପୁରରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ହୋଲି ଦିନ ମଦ ନିଶାରେ ତିନି ମାସର ଶିଶୁକନ୍ୟା ଉପରେ ବସିପଡ଼ିଲା ଯୁବକ । ଘଟଣାସ୍ଥଳରେ ହିଁ ଶିଶୁକନ୍ୟାଟିର ପ୍ରାଣବାୟୁ ଉଡ଼ିଗଲା। ଏହି ମାମଲାରେ ଶିଶୁକନ୍ୟାର ବାପାର ଅଭିଯୋଗ ଉପରେ ଏକ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ବର: ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ଅନ୍ତର୍ଜାତୀୟ ମହିଳା ଦିବସ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଓ ମୁଖ୍ୟ ବକ୍ତାଭାବରେ…
ଅଧିକ ଖବର ଦେଖନ୍ତୁ...

ହାଲଠାରୁ ୬ଟି ଡୋର୍ନିୟର ବିମାନ କିଣିବ ବାୟୁସେନା

ନୂଆଦିଲ୍ଲୀ : ଚୀନ ବିପଦର ମୁକାବିଲା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଲଏସି ନିକଟରେ ଥିବା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ଏୟାର ଅପରେସନକୁ ସୁଦୃଢ କରିବ ଭାରତ । ଏଥିପାଇଁ ବାୟୁସେନା ୬ଟି ଡୋର୍ନିୟର-୨୨୮ ବିମାନ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଗଣମାଧ୍ୟମ ସୁତ୍ରରୁ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

କଥା ଦେଇ କଥା ରଖିଲେ ରାଜ୍ୟ ସରକାର; ସାତଦିନ ମଧ୍ୟରେ ଗୋଶାଳାକୁ ପ୍ରଦାନ କଲେ ପାଞ୍ଚ ଏକର ଜମି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକାର ୧୦ ନଂ ୱାର୍ଡ଼ ଅଁଳାଡୁବାରେ ଥିବା ଗୋଶାଳା କମିଟିକୁ ମିଳିଲା ୫ ଏକର ଜାଗା। ଓଡ଼ିଶା ସରକାର ଦେଲେ ଏହି ୫ ଏକର ଜାଗା। ଗତ ୨ ତାରିଖ ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଇରଙ୍ଗପୁର ଉପଖଣ୍ଡ ଗସ୍ତରେ ଆସିଥିଲେ। ସେହି…
ଅଧିକ ଖବର ଦେଖନ୍ତୁ...

ବହୁରାଷ୍ଟ୍ରୀୟ କମ୍ପାନିର ଏଚଆର ମ୍ୟାନେଜର ଏହି କାରଣରୁ କରୁଥିଲେ ଚେନ୍ ଲୁଟ୍

ଲକ୍ଷ୍ନୌ: ବହୁରାଷ୍ଟ୍ରୀୟ କମ୍ପାନିର ଏଚଆର ମ୍ୟାନେଜର କରୁଥିଲେ ଚେନ୍ ଲୁଟ୍। ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଘଟଣା। ଗୁରୁଗ୍ରାମର ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଏଚଆର ମ୍ୟାନେଜର ଭାବରେ କାମ କରୁଥିଲା ଅଭିଯୁକ୍ତ। ହେଲେ ଭଲ ଦରମା ଥାଇ ବି ଚୋରି କରିବାର ନିଶା ପାଇଁ ସେ ଚେନ ଲୁଟ୍…
ଅଧିକ ଖବର ଦେଖନ୍ତୁ...

ବୁଡ଼ିବାକୁ ବସିଲାଣି ଇଣ୍ଡୋନେସିଆର ରାଜଧାନୀ ଜାକର୍ତା, ବୋର୍ଣ୍ଣିଓରେ ନିର୍ମାଣ ହେଉଛି ନୂଆ ରାଜଧାନୀ ନୁସାଂତରା

ନୂଆଦିଲ୍ଲୀ: ବୁଡ଼ିବାକୁ ବସିଲାଣି ଇଣ୍ଡୋନେସିଆର ରାଜଧାନୀ ଜାକର୍ତା । ଜନସଂଖ୍ୟା ବୃଦ୍ଧି, ପ୍ରଦୂଷଣ, ଭୂମିକମ୍ପ ପ୍ରବଣତା ଏବଂ ଜାଭା ସାଗରର ଜଳସ୍ତର ବୃଦ୍ଧି କାରଣରୁ ଜଳମଗ୍ନ ହେବ ଇଣ୍ଡୋନେସିଆର ରାଜଧାନୀ। ସୂଚନା ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଜାକର୍ତ୍ତାର ଏକତୃତୀୟାଂଶ ସଂପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କାମରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ। ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ‌ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବ୍ୟବସାୟରେ ଉନ୍ନତି ହେବ। ସ୍ବାସ୍ଥ୍ୟ ଓ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...