Daily Archives

March 11, 2023

ଅଗ୍ନିଶମ ବିଭାଗର ନିର୍ଦ୍ଦେଶକୁ ଫୁ, ୯୦% ବ୍ୟବସାୟିକ ପ୍ରତିଷ୍ଠାନରେ ନାହିଁ ଅଗ୍ନିନିର୍ବାପକ ବ୍ୟବସ୍ଥା

ଖୋର୍ଦ୍ଧା: ୨୦୨୨ ମଇ ମାସରେ ଦିଲ୍ଲୀରେ ଏକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟ ସରକାରଙ୍କ ନି‌ର୍ଦ୍ଦେଶରେ ଖୋର୍ଦ୍ଧା ସହରର ବିଭିନ୍ନ ଶିଳ୍ପାନୁଷ୍ଠାନ, ସପିଂମଲ, ବଜାର ସମୂହ (ମାର୍କେଟ୍ କଂପ୍ଲେକ୍ସ), ସରକାରୀ କାର୍ଯ୍ୟାଳୟ ଆଦି ଯାଞ୍ଚ କରାଯାଇଥିଲା। ଶିଳ୍ପାଞ୍ଚଳର କେତେକ ବୃହତ…
ଅଧିକ ଖବର ଦେଖନ୍ତୁ...

ନିଅଁ ଖୋଳୁଖୋଳୁ ମିଳିଲା ୨୫୦ ରୁପା କଏନ

ନୂଆଦିଲ୍ଲୀ: ଘର ତିଆରି ପାଇଁ ନିଅଁ ଖୋଳାଯାଉଥିବା ବେଳେ ୧୮୦୦ଶତାବ୍ଦୀର ପୁରୁଣା କଏନ ମିଳିଥିଲା। ଏହି ପୁରୁଣା କଏନ ମିଳିବା ଖବର ନିଆଁ ଭଳି ବ୍ୟାପୀ ଯାଇଥିଲା। ୧୮୦୦ ଶତାବ୍ଦୀର ପୁରୁଣା କଏନକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଗ୍ରାମବାସୀ ଘର ନିର୍ମାଣ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରଗତି ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଓ ମାନସିକତା ଜରୁରୀ: ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶା ଲୋକ ପ୍ରଶାସନ ସଂସ୍ଥାର ବା‌ର୍ଷିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଗତି ପାଇଁ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଓ ମାନସିକତା ଜରୁରୀ ବୋଲି ରାଜ୍ୟପାଳ କହିଥିଲେ।…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ ପୁଟିନ୍ ! ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି । ସେପ୍ଟେମ୍ବରରେ ଭାରତର ରାଜଧାନୀ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷ୍…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଏୟାର ହଷ୍ଟେସ ଚାକିରି ଛାଡ଼ି ଟ୍ରକ ଚଲାଉଛନ୍ତି ମହିଳା

ନୂଆଦିଲ୍ଲୀ: ଏୟାର ହଷ୍ଟେସ ଚାକିରି ଛାଡ଼ି ଟ୍ରକ ଚାଳକ ହୋଇଥିବା ଏହି ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମହିଳା ଟ୍ରକରେ ଯାତ୍ରା କରୁଥିବା ସମୟରେ ଦୁନିଆକୁ ରାସ୍ତାଘାଟରେ ଲୋକମାନେ କିପରି ଯାତାୟାତ କରୁଛନ୍ତି, କ’ଣ ସବୁ ଘଟୁଛି ସେସବୁକୁ ସେ ସୋସିଆଲ ମିଡିଆରେ ଭିଡିଓ କରି ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ଆଧୁନିକ ଯୁଗରେ ପୁରୁଣା ପରମ୍ପରାର ଛୁଙ୍କ: ଶଗଡ଼ରେ ଆସିଲେ କନ୍ୟା, ଘୋଡ଼ାରେ ବର

ପ୍ରତାପୁର: ‘ରୁପା ଶଗଡ଼ିରେ ସୁନାକନିଆ’....। ୮୦ ଦଶକର ଏହି ମନଛୁଆଁ ଓଡ଼ିଆ ଗୀତ ଆଜି ବି ଜନମାନସରେ ବେଶ୍ ଆଦୃତ। ଦିନ ଥିଲା, ଏହି ଶଗଡ଼ ଗ୍ରାମାଞ୍ଚଳ ସଂସ୍କୃତିର ପରିଚୟ ଥିଲା। ବିବାହ ପରେ କନ୍ୟାକୁ ହୁଡ୍‌ ପକା ସୁସଜ୍ଜିତ ଶଗଡ଼ରେ ବସାଇ ବିଦାୟ କରିବା ପରମ୍ପରା ବହୁ ପୁରୁଣା। କିନ୍ତୁ ଆଧୁନିକ…
ଅଧିକ ଖବର ଦେଖନ୍ତୁ...

ଜିମ୍‌ରେ ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: ସିଡିଏ ଅଞ୍ଚଳରେ ପରିଚାଳିତ ଏକ ଜିମ୍‌ରେ ମୃଦୁ ପାନୀୟରେ ନିଶା ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଟକ ସହରର ମର୍କତନଗର ଥାନାରେ ଏନେଇ ଯୁବତୀ ଜଣକ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁଯାୟୀ, ଗତବର୍ଷ ଜାନୁଆରି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାରେ କଂଗ୍ରେସ ଦଳର ଉପନେତା ଭାବେ ପ୍ରମୋଦ ତିଓ୍ଵାରୀ ଓ ସଚେତକ ଭାବେ ରଜନୀ ପାଟିଲଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ପ୍ରମୋଦ ତିଓ୍ଵାରୀଙ୍କୁ ରାଜ୍ୟସଭାରେ ଦଳର ଉପନେତା ଭାବେ ନିଯୁକ୍ତ କରିବାକୁ କଂଗ୍ରେସ ଶନିବାର ଅନୁମୋଦନ କରିଛି। ଆନନ୍ଦ ଶର୍ମାଙ୍କ ପରେ ଖାଲି ପଡ଼ିଥିବା ଏହି ପଦବୀକୁ ଏବେ ସେ ନିଜ ହାତକୁ ନେବେ। ସେହିପରି ରାଜ୍ୟସଭାରେ ରଜନୀ ପାଟିଲଙ୍କୁ ଦଳର ସଚେତକ ଭାବେ ନିଯୁକ୍ତ କରିବାକୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ: ମିଶନ ଶକ୍ତି ପ୍ରକଳ୍ପର ସମୀକ୍ଷା ସହ ପରିଦର୍ଶନ କଲେ ହକି ପ୍ରଶିକ୍ଷଣ କେନ୍ଦ୍ର

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ‌ ଦ୍ବିଦିବସୀୟ ସୁନ୍ଦରଗଡ ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବଣାଇଁ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବିରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ…
ଅଧିକ ଖବର ଦେଖନ୍ତୁ...

କେସିଆରଙ୍କ ଝିଅ କବିତାଙ୍କୁ ୯ ଘଣ୍ଟା ଧରି ଇଡିର ପଚରାଉଚୁରା, ମାର୍ଚ୍ଚ ୧୬ରେ ପୁଣି ଡକରା

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିପିଏସ୍ ସମିତି)ର ନେତା କେ. କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମଦ ନୀତି ମାମଲାରେ ୯ ଘଣ୍ଟା ଧରି ପଚରାଉଚରା କରିଛି । ତାଙ୍କୁ ଆସନ୍ତା ୧୬ତାରିଖରେ ତାଙ୍କୁ ପୁଣି…
ଅଧିକ ଖବର ଦେଖନ୍ତୁ...