Daily Archives

March 11, 2023

ଆସାମରେ ଯାଜପୁର ଯୁବକଙ୍କ ମୃତ୍ୟୁ

ଧର୍ମଶାଳା: ଆସାମର ଏକ ଠିକାସଂସ୍ଥାରେ କାମ କରୁଥିବା ଧର୍ମଶାଳା ବ୍ଲକ୍ ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ଗ୍ରାମର ସୁଚିତ୍ର ବଳ(୪୫)ଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଛି। ମରଶରୀର ଗତକାଲି ରାତିରେ ଘରେ ପହଞ୍ଚିବା ପରେ ଗ୍ରାମ ଶ୍ମଶାନ ଶେଷକୃତ୍ୟ କରାଯାଇଛି। ପୁଅ ଧୀରେଜ୍ ମୁଖାଗ୍ନି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଏକା ଚାଲିଚାଲି ଯାଉଥିବା ବୃଦ୍ଧ ଦମ୍ପତିଙ୍କୁ ଡିଏସପି କଲେ ଏଭଳି ସାହାଯ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ପୁଲିସର ଜଣେ ଅଧିକାରୀ ମାନବିକତା ଦେଖାଇ ପ୍ରଶଂସା ସାଉଁଟିଛନ୍ତି। ଦେଖିବାକୁ ଗଲେ ଗ୍ବାଲିୟରର ଡିଏସପି ସନ୍ତୋଷ ପଟେଲ ପ୍ରାୟତଃ ତାଙ୍କର ଉତ୍ତମ କାମ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ଜଣେ ବୃଦ୍ଧଙ୍କୁ ସାହାଯ୍ୟ କରିଥିବା ଘଟଣା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବିଚାର ସକାରାତ୍ମକ ରହିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଶୁକ୍ର ଓ ଶନିବାର: ନୂଆ ଚାକିରିର ସୁଯୋଗ ଅଛି। ରବିବାର: ଭଲ ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୁଧ ଓ…
ଅଧିକ ଖବର ଦେଖନ୍ତୁ...

‘୬୦୦ କୋଟି ଟଙ୍କାର ଅପରାଧ…’ : ଲାଲୁ ଯାଦବଙ୍କ ପରିବାର ଉପରେ ଚଢ଼ାଉ ପରେ ଇଡିର ବଡ଼ ଦାବି

ନୂଆଦିଲ୍ଲୀ: ରେଳବାଇ ଜମି ଦୁର୍ନୀତି ମାମଲାରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଉପରେ ଚଢ଼ାଉ କରି ୧ କୋଟି ଟଙ୍କାର ‘ହିସାବ ବହିର୍ଭୂତ ନଗଦ ଟଙ୍କା’ ଜବତ କରିବା ସହ ୬୦୦ କୋଟି ଟଙ୍କାର ଅପରାଧିକ ଆୟ ଠାବ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ରେଳବାଇ ଲ୍ୟାଣ୍ଡ ଫର ଜବ୍‌…
ଅଧିକ ଖବର ଦେଖନ୍ତୁ...

ଜାତିସଂଘରେ ଆମ କଥା କେହି ଶୁଣୁନାହାନ୍ତି : ବିଲାଓ୍ବଲ ଭୁଟ୍ଟୋ

ଜାତିସଂଘ : ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଶୁକ୍ରବାର ସ୍ୱୀକାର କରିଛନ୍ତି ଯେ ଭାରତର କୂଟନୈତିକ ପ୍ରୟାସ ଯୋଗୁଁ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘ ଏଜେଣ୍ଡାରେ ସାମିଲ କରିବା ତାଙ୍କ ଦେଶ ପାଇଁ କଷ୍ଟକର ହୋଇପଡିଛି । ଜାତିସଂଘର ମହିଳା ସ୍ଥିତି ଆୟୋଗର ବୈଠକ  ଅବସରରେ…
ଅଧିକ ଖବର ଦେଖନ୍ତୁ...

କୁଆଁରୀ ରହି ମା’ ହେବେ ଅଭିନେତ୍ରୀ, କରିସାରିଛନ୍ତି ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: ଅଭିନେତ୍ରୀ ମା’ ହେବାକୁ ଚାହୁଁଛନ୍ତି, ସେଥିପାଇଁ ‌ସେ ନିଜ ଡିମ୍ବାଣୁକୁ ହିମୀକୃତ କରିଛନ୍ତି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। ଏମିତି ଏକ ଘଟଣା ଅଭିନେତ୍ରୀ ରିଦ୍ଧିମା ପାଣ୍ଡିତଙ୍କ ସହିତ ଘଟିଛି। ରିଦ୍ଧିମା ଧାରାବାହିକ ‘ବୋହୂ ହାମାରି…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷାରେ କମ ମାର୍କ ରଖିଥିବାରୁ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷକ ନିଲମ୍ବିତ

ମୋହନା: ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ୫ ଛାତ୍ରୀଙ୍କୁ ନିଧୁର୍ମ ପିଟିଲେ ଶିକ୍ଷକ। ଗ˚ଜାମ ଜିଲ୍ଲା ସୋରଡ଼ା ବ୍ଳକ୍‌ ଆରସିଏମ୍‌ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ମୋହନା ବ୍ଲକ୍‌ ପରମଙ୍ଗା ଗ୍ରାମର ଦଣ୍ତାପାଣି ମଳିକଙ୍କ ଝିଅ ପ୍ରିୟଦର୍ଶନୀ ମଳିକଙ୍କ ସମେତ ୫ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ମଦ ନିଶାରେ ଚୁର୍‌ହୋଇ ବର ଆସିଲେ ବାହା ହେବାକୁ; ନିଶାସକ୍ତ ବରକୁ ବାହାହେବାକୁ ମନାକରି କନ୍ୟା ଦାବି କଲେ…

ନଲବାରୀ: ଆସାମର ନଲବାରୀ ଜିଲ୍ଲାରେ ଜନୈକ ବର ଅତ୍ୟଧିକ ମଦ୍ୟପାନ କରି ବିବାହ ପାଇଁ ଆସି କନ୍ୟା ଘରେ ପହଞ୍ଚିବା ପରେ କନ୍ୟା ଜଣକ ତାଙ୍କ ବିବାହକୁ ବାତିଲ କରି ଦେଇଛନ୍ତି। ବର ଜଣକ ମଦ୍ୟପାନ କରି ଏପରି ନିଶାସକ୍ତ ଥିଲେ ଯେ ବିବାହର ରୀତିନୀତି ସମ୍ପାଦନ କରିବାକୁ ସୁଦ୍ଧା ସମର୍ଥ ନଥିଲେ।…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁର କିଛି ସମୟ ପୂର୍ବରୁ ରିଲସ୍‌ କରିଥିଲେ ସରପଞ୍ଚ, ଦୁର୍ଘଟଣାରେ ଚାଲିଗଲା ଜୀବନ

କୋଣାର୍କ/ନିମାପଡ଼ା: ମୃତ୍ୟୁ ପୂର୍ବର କେଇ ଘଣ୍ଟା ତଳେ ଭିଡିଓ ସୁଟିଂ କରିଥିଲେ। ହସହସ ମୁହଁରେ ବୁଲେଟ଼ ପଛରେ ବସି ପ୍ରସ୍ତୁତ କରିଥିଲେ ରିଲସ୍ । ଆଉ ଏହାକୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ। କିନ୍ତୁ ସେ କଣ ଜାଣିଥିଲେ ଏହା ହିଁ ତାଙ୍କର ଶେଷ ରିଲସ୍ ହେବ। ସଡ଼କ…
ଅଧିକ ଖବର ଦେଖନ୍ତୁ...

ଭାରତର ସଂସଦରେ ମାଇକ୍ ବନ୍ଦ ହୁଏ ନାହିଁ : ରାହୁଲଙ୍କୁ ଉପରାଷ୍ଟ୍ରପତିଙ୍କ ଜବାବ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମ ନ ନେଇ ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦରେ ମାଇକ୍ ବନ୍ଦ ହୋଇଯାଇଛି ବୋଲି କିଛି ଲୋକ ଅଭିଯୋଗ କରୁଛନ୍ତି, ଏହାଠାରୁ ବଡ଼ ମିଛ…
ଅଧିକ ଖବର ଦେଖନ୍ତୁ...