Daily Archives

March 12, 2023

ଦୁର୍ଘଟଣାରେ ଯୁବତୀ ମୃତ

ଖୋର୍ଦ୍ଧା: ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଖଣ୍ଡପଡ଼ାର ପିନାକିନୀ ରଣା (୨୫) ନିଜର ସ୍କୁଟିରେ ପୁରୀ ଅଭିମୁଖେ ବାହାରିଥିଲେ । ସକାଳ ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧା ଉପକଣ୍ଠ ଜାଗୁଳେଇପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଂଟକୁ ଧକ୍କା…
ଅଧିକ ଖବର ଦେଖନ୍ତୁ...

କମାଲ କରୁଛି ‘ତୁ ଝୁଠୀ ମେଁ ମକ୍କାର’ ଫିଲ୍ମ, ପ୍ରଥମ ଦିନଠାରୁ ଚତୁର୍ଥ ଦିନରେ ଆୟ କଲା ଅଧିକ କୋଟି

ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠୀ ମେଁ ମକ୍କାର’କୁ ଅପେକ୍ଷା କରିଥିଲେ। ହୋଲି ଅବସରରେ ଏହି ଫିଲ୍ମ ମାର୍ଚ୍ଚ ୮ରେ ମୁକ୍ତିଲାଭ କରିଛି । ‘ତୁ ଝୁଠୀ ମେଁ ମକ୍କାର’ରେ ପ୍ରଥମ ଥର ପାଇଁ ଦର୍ଶକ…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣ ମନ୍ତ୍ର ପଢ଼ୁଥିବା ସମୟରେ ବେଦୀରେ ଶୋଇ ପଡ଼ିଲେ କନ୍ୟା

ନୂଆଦିଲ୍ଲୀ: ବିବାହ ଋତୁ ଚାଲିଛି। ଏହି ସମୟରେ ବିବାହକୁ ନେଇ ବିଭିନ୍ନ ପ୍ରକାର ମାଜାଳିଆ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ ମଧ୍ୟରେ କେତେବେଳେ ବର କନ୍ୟାଙ୍କୁ ଟେକି କି ନେଉଥିବା ବେଳେ ତଳେ ପଡ଼ିଯାଉଛନ୍ତି ତ ଆଉ କେତେବେଳେ ବରବଧୂଙ୍କ ଭିଡିଓ କରୁକରୁ କିଏ ଗାଢ଼ାରେ…
ଅଧିକ ଖବର ଦେଖନ୍ତୁ...

ଶୋଇବା ପୂର୍ବରୁ ଏହି ସବୁ ଖାଦ୍ୟ ଖାଇବା ଦ୍ବାରା ଭଲ ନିଦ ହୋଇଥାଏ

ନିଦ୍ରା ଆମ ଶରୀର ପାଇଁ ଖୁବ୍‌ ଦରକାରୀ ହୋଇଥାଏ। ଖାଦ୍ୟ ଓ ପାନୀୟ ପରି ଏକ ସୁସ୍ଥ ଶରୀର ପାଇଁ ନିଦ୍ରାର ବି ଯଥେଷ୍ଟ ଆବଶ୍ୟକତା ରହିଛି। ଠିକ୍‌ ଭାବେ ନିଦ ନହେଲେ ଅନେକ ରୋଗ ଉପୁଜିଥାଏ। ନିଦ ନହେବା ପଛରେ ଅନେକ କାରଣ ରହିଛି। ସେ କାରଣ ଖୋଜି ତାହାର ସମାଧାନ କରିଦେଲେ ଆପଣ ସୁସ୍ଥ ଜୀବନ…
ଅଧିକ ଖବର ଦେଖନ୍ତୁ...

ବାଇକ ଚଲାଇ ଷ୍ଟାଇଲ ଦେଖାଉଥିବା ବେଳେ ରାସ୍ତାରେ ଚିତପଟାଙ୍ଗ ମାରିଲେ ଦୁଇଯୁବତୀ

ନୂଆଦିଲ୍ଲୀ: ଯୁବତୀମାନଙ୍କ ଗାଡ଼ି ଚଲାଇବାକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି। ନିକଟରେ ଦୁଇଜଣ ଯୁବତୀଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଦୁଇଜଣ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ପିଇଓଙ୍କ ମୃତ୍ୟୁ 

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟା ନିକଟ ହଟକଟ ଗ୍ରାମ ନିକଟରେ ଏକ ଦୁର୍ଘଟଣାରେ ପିଇଓ ଜନାର୍ଦ୍ଦନ ଯୋଶୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ସଇଁତଳା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ପଞ୍ଚାୟତରେ କାର୍ଯ୍ୟ କରୁଥିବା ପିଇଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ। ନୂଆ କାର୍ଯ୍ୟ କୌଶଳ ନେଇ ବିଚାର କରିବେ। ଆଇନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।‌ ବୃଷ: ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ବ୍ୟବସାୟରେ ପ୍ରଗତି ହେବ। ପରିବାରରେ…
ଅଧିକ ଖବର ଦେଖନ୍ତୁ...

କୋରପୁଟରୁ ଦାମନଯୋଡି ୨୭ କିମି ଧାଇଁଲେ ୩ ଭାଇଭଉଣୀ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରର ତିନି ବିସ୍ମୟ କୁନି ଧାବକ ଓ ଧାବିକା ହେଉଛନ୍ତି ଯମୁନା, ହରୀଶ ଓ ତପସ୍ୟା। ଆଜି କୋରାପୁଟ ମୁଖ୍ୟାଳୟରୁ ଦାମନଯୋଡି ଯାଏ ଧାଇଁ ଆଲୋଚନାର ସରବ୍ୟ ହୋଇଛନ୍ତି। ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ। ପୂର୍ବରୁ ଜୟପୁରରୁ ବୋରିଗୁମ୍ମାକୁ…
ଅଧିକ ଖବର ଦେଖନ୍ତୁ...

୨ଦିନ ମଧ୍ୟରେ ଦୁଇ ଭାଇଙ୍କୁ କାମୁଡ଼ି ମାରିଦେଲେ ବୁଲା କୁକୁର

ନୂଆଦିଲ୍ଲୀ: ୨ଦିନ ମଧ୍ୟରେ ଦୁଇ ଭାଇଙ୍କୁ କାମୁଡ଼ି ମାରିଦେଲେ ବୁଲା କୁକୁର। ଦିଲ୍ଲୀରେ ଦୁଇ ଭାଇ ଆନନ୍ଦ (୭) ଏବଂ ଆଦିତ୍ୟ (୫), ଦୁଇ ଦିନ ମଧ୍ୟରେ ବୁଲା କୁକୁରମାନଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସୂଚନା ମୁତାବକ, ଶୁକ୍ରବାର ଦିନ ସହରର ବସନ୍ତ କୁଞ୍ଜ ଅଞ୍ଚଳରୁ ଶିଶୁ ନିଖୋଜ ଥିବା…
ଅଧିକ ଖବର ଦେଖନ୍ତୁ...

ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ରେଞ୍ଜ୍ ଅଧୀନ କରଡ଼ା ସଂରକ୍ଷିତ ଜଙ୍ଗଲରୁ ଜଣେ ଶିକାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତଜଣକ ହେଉଛି, ମଙ୍ଗଳପୁର ଗ୍ରାମର ସଂଜୟ ପ୍ରଧାନ। ତା’ଠାରୁ ଏକ ଦେଶୀ ବନ୍ଧୁକ ସମେତ କିଛି ଗୁଳି ଓ ବାରୁଦ ଜବତ ହୋଇଛି। ଆଜି ସକାଳେ ତିନିଜଣ ଶିକାରୀ ବନ୍ୟଜନ୍ତୁ…
ଅଧିକ ଖବର ଦେଖନ୍ତୁ...