Daily Archives

March 13, 2023

ମୁଜାଗଡ଼ ବନାଞ୍ଚଳରେ ପୁଣି ଦନ୍ତାହାତୀର ମୃତ୍ୟୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଞ୍ଝଗିରି ବିଟ୍ ଗମ୍ଭାରୀଗୋଚ୍ଛା ଗ୍ରାମ ନିକଟ ଝିଲିମିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଖରୁ ହାତୀର ଶବକୁ ଠାବ କରାଯାଇଛି। ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଗୋ ସୁଗମ ଓଡିଶା ପୋର୍ଟାଲ ଚାଷୀଙ୍କ ପାଇଁ ସାଜିଲା ବରଦାନ, ବର୍ଷକୁ ବର୍ଷ କୃଷି ଯନ୍ତ୍ରପାତି ବିକ୍ରି ବୃଦ୍ଧି

ଜୟପୁର: ଗୋ ସୁଗମ ଓଡ଼ିଶା ପୋର୍ଟାଲ କାର୍ଯ୍ୟକାରୀ ହେବା ପରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହ କୃଷି ଯନ୍ତ୍ରାଂଶ ଚାଷୀମାନେ ନେବାରେ ବି ସଫଳତା ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାରେ ଗତ କିଛିବର୍ଷ ହେବ ଦେଖାଦେଇଥିବା କୃଷି ଶ୍ରମିକ ସମସ୍ୟା ଦୂର କରିବାରେ ଅତ୍ୟାଧୁନିକ କୃଷି…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ପୁଣି ଖଟିଆରେ ବୁହା ହେଲେ ରୋଗୀ

ମ.ରାମପୁର: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମ. ରାମପୁର ବ୍ଲକରେ ଗାଁସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି।ବିଭିନ୍ନ ସମୟରେ ରୋଗୀ ସ୍ବାସ୍ଥ୍ୟ ସେବା ନ ପାଇ ଅସମୟରେ ମୃତ୍ୟୁ ବରଣ କରିଥିବା ନଜିର ଅଗଣିତ। ବଣ ଜଙ୍ଗଲ ପାହାଡ ଭିତରେ ଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ସପନ ହୋଇ…
ଅଧିକ ଖବର ଦେଖନ୍ତୁ...

ଟ୍ରୋଲ୍‌ ହେଲେ ପର୍ବ ପାଇଁ କିଣାକିଣି କରିବାକୁ ସ୍ବାମୀ ସୋଏବ ଓ ଶାଶୂଙ୍କ ସହ ବଜାର ଯାଇଥିବା ଦୀପିକା

ମୁମ୍ବାଇ: ଟେଲି ଅଭିନେତ୍ରୀ ଦୀପିକା କକ୍କର ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହୁଛନ୍ତି। ସେ ଗର୍ଭବତୀ ଥିବା ଖବର ଜଣାପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ବେଶି ହେଉଛି। ଖୁବ୍ ଶୀଘ୍ର ମାଆ ବନିବାକୁ ଯାଉଛନ୍ତି ‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା। ସେ ତାଙ୍କର ଗର୍ଭକାଳୀନ ସମୟକୁ…
ଅଧିକ ଖବର ଦେଖନ୍ତୁ...

ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ କ୍ଷୀର ନଷ୍ଟ, ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ; ପଶୁସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କୁ ଦିଆଯିବ…

ବ୍ରହ୍ମପୁର: ସହର ଉପକଣ୍ଠ ଆଙ୍କୁଶପୁରରେ ଥିବା ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ କ୍ଷୀର ଭାସି ନଷ୍ଟ ହେବା ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି। ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକରୀ ମୁରଲୀଧର ବେହେରାଙ୍କ…
ଅଧିକ ଖବର ଦେଖନ୍ତୁ...

ଅନ୍ଧାର ଭିତରେ କୁଶପାର, କ୍ୟାଣ୍ଡେଲ ଜାଳି ପାଠ ପଢ଼ୁଛନ୍ତି ପିଲା

ବୈପାରିଗୁଡା: ଗୋଟିଏ ପଟେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବା ବେଳେ ଅନ୍ୟପଟେ ଗାଆଁ ସାରା ଅନ୍ଧାର। ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ କ୍ୟାଣ୍ଡେଲ ଜାଳି ପାଠ ପଢ଼ୁଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

କାର ଷ୍ଟିଅରିଂ ଛାଡ଼ି ପାଖ‌ ସିଟରେ ଜଣେ ମହିଳାଙ୍କୁ ବସାଇ ରିଲ୍ସ ତିଆରି କରୁଛନ୍ତି ଯୁବକ

ନୂଆଦିଲ୍ଲୀ: ଚର୍ଚ୍ଚାକୁ ଆସିବା ପାଇଁ ସୋସିଆଲ ମିଡିଆ ଏକ ମାଧ୍ୟମ ପାଲଟିଛି। ତେବେ ନିଜର ଫଟୋ ଓ ଭିଡିଓ ଭାଇରାଲ କରିବା ପାଇଁ ‌ଲୋକେ ଆଶ୍ଚର୍ଯ୍ୟଜନକ କାମ କରୁଥିବା ବେଳେ ନିଜ ଜୀବନକୁ ବିପଦରେ ପକାଇବାକୁ ବି ପଛାଉ ନାହାନ୍ତି। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। କାର…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପି କ୍ବାର୍ଟର୍ସରୁ ସୁନାଗହଣା ଚୋରି

ରାଉରକେଲା: ସେକ୍ଟର-୧୭ସ୍ଥ ସି -୮୫ କ୍ବାର୍ଟର୍ସରେ କଳାକନା ବୁଲାଇଛନ୍ତି ଚୋର। ଗତକାଲି ବିଳମ୍ବିତ ରାତିରେ ଚୋରମାନେ କ୍ବାର୍ଟର୍ସ ପଛପାର୍ଶ୍ବ ଆଜବେଷ୍ଟସ୍‌ ଭାଙ୍ଗି ଭିତରକୁ ପଶିଥିଲେ। ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା, ଟିଭି, ବାସନକୁସନ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ଦାଦନ ଶ୍ରମିକ ସଂଘର୍ଷ ଘଟଣାରେ ଆଉ ଜଣେ ମୃତ, ସଂଖ୍ୟା ଦୁଇ

ପାତ୍ରପୁର: ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ୍‌ର ନାଗରପଲ୍ଲୀ ଅଞ୍ଚଳର ଏକ ଭଡ଼ାଘରୁ ଗତ ୫ ତାରିଖରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ଶବକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାସହ ତିନିଜଣଙ୍କୁ ରକ୍ତାକ୍ତ ଏବଂ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନରେ ପାଚିକା: ହାଣ୍ଡିଚଟୁ ଧରିଲେ ଶିକ୍ଷକ, ମଧ୍ୟାହ୍ନଭୋଜନ ରାନ୍ଧି ପରସିଲେ

ଚିକିଟି: ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ନିଯୁକ୍ତି ପାଇଥିବା ପାଚିକା ଓ ସହାୟିକାମାନେ ବିଭିନ୍ନ ଦଫା ଦାବି ପୂରଣ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟାହ୍ନଭୋଜନ ରୋଷେଇ ବାଧାପ୍ରାପ୍ତ ହେବା ଆଶଙ୍କାରେ ଶିକ୍ଷକମାନେ ନିଜେ ହାଣ୍ଡିଚଟୁ…
ଅଧିକ ଖବର ଦେଖନ୍ତୁ...