Daily Archives

March 14, 2023

ବିକ୍ଷୋଭ ପାଇଁ ଖୋର୍ଦ୍ଧା ଜିଲ୍ଲାରୁ ୪ ହଜାର ଏନ୍‌ପିଏସ୍‌ ଶିକ୍ଷକ ସମୂହ ଛୁଟିରେ

ଖୋର୍ଦ୍ଧା: ତିନି ଦଫା ଦାବି ନେଇ ରାଜ୍ୟର ଏନପିଏସ ଶିକ୍ଷକଶିକ୍ଷୟିତ୍ରୀ ଭୁବନେଶ୍ୱରରେ ହେଉଥିବା ଧାରଣା ବୁଧବାର ଠାରୁ ସମୂହ ଛୁଟିରେ ଯାଉଛନ୍ତି। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ପ୍ରାୟ ୪ହଜାର ଏନପିଏସ ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ସଂଘ କହିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ବ୍ରହ୍ମୋସ୍ ପଡ଼ିବା ଘଟଣା : ବହିଷ୍କାର ଆଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଓ୍ବିଙ୍ଗ୍…

ନୂଆଦିଲ୍ଲୀ : ଗତ ବର୍ଷ ମାର୍ଚ୍ଚ ମାସରେ ଭୁଲରେ ଭାରତର ଏକ ବ୍ରହ୍ମସ କ୍ଷେପଣାସ୍ତ୍ର ପାକିସ୍ତାନରେ ପଡ଼ିଥିଲା । ଏହି ଘଟଣାରେ ବାୟୁସେନାରୁ ବହିଷ୍କୃତ ଓ୍ବିଙ୍ଗ କମାଣ୍ଡର ଅଭିନବ ଶର୍ମା ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ତାଙ୍କ ବହିଷ୍କାର ଭୁଲ ଓ ବିଚାର ବେଳେ ତାଙ୍କୁ ନିଜ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ମନ୍ତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଆଇପିଏସ ଅଫିସର

ଚଣ୍ଡୀଗଡ଼: ପଞ୍ଜାବ ସରକାରରେ ଶିକ୍ଷା ମନ୍ତ୍ରୀ ଥିବା ହରଜୋତ ସିଂ ବେନ୍ସ ଖୁବ ଶୀଘ୍ର ମାନସା ଜିଲ୍ଲାର ଏସପି ଜ୍ୟୋତି ଯାଦବଙ୍କୁ ବିବାହ କରିବାକୁ ଯାଉଛନ୍ତି | ଏହି ମାସରେ ସେମାନେ ଆନନ୍ଦପୁର ସାହିବରେ ବିବାହ କରିପାରନ୍ତି। ୨୦୧୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଡକ୍ଟର ଜ୍ୟୋତି ଯାଦବ ଏବଂ ପଞ୍ଜାବ…
ଅଧିକ ଖବର ଦେଖନ୍ତୁ...

ଇସଲାମ ଧର୍ମ ଗ୍ରହଣ କରିବା ପରେ ଦିନକୁ ୫ଥର ନମାଜ ପଢ଼ୁଛି: ରାକ୍ଷୀ ସାୱନ୍ତ

ମୁମ୍ବାଇ: ଆଦିଲ ଖାନ୍ ଦୁରାନୀଙ୍କୁ ଦ୍ବିତୀୟ ବିବାହ କରିବା ପରେ ଧର୍ମ ବଦଳାଇଥିବା କହିଥିଲେ ରାକ୍ଷୀ। ସେ ରାକ୍ଷୀରୁ ଫାତିମା ହୋଇଥିବା ଗଣମାଧ୍ୟମକୁ ଜଣାଇଥି‌ଲେ। ଏବେ ସ୍ବାମୀଙ୍କ ସହ ବିବାଦ ଚାଲିଥିଲେ ବି ସେ ଇସଲାମ ଧର୍ମ ଗ୍ରହଣ କରିଥିବାରୁ ରୋଜା ରଖିବେ ବୋଲି କହିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଓସ୍କାର ବିଜୟୀ ‘ନାଟୁ ନାଟୁ’ ଗୀତରେ ଝୁମିଲେ ଆମେରିକା ପୁଲିସ

ନୂଆଦିଲ୍ଲୀ: ଭାରତ ପାଇଁ ସବୁଠାରୁ ଗର୍ବର ଦିନ ଥିଲା ମାର୍ଚ୍ଚ ୧୩ ତାରିଖ। ଏହିଦିନ ସିନେମା ‘ଆରଆରଆର’ର ଗୀତ ‘ନାଟୁ ନାଟୁ’କୁ  ଓସ୍କାର ପୁରସ୍କାରେ ସମ୍ମାନିତ କରାଯାଇଥିଲା। ସମଗ୍ର ଦୁନିଆରେ ‘ନାଟୁ ନାଟୁ’ ଗୀତର କ୍ରେଜ ଜୋରସୋର ଥିବା ଦେଖିବାକୁ ମିଳିଛି। ନିକଟରେ ଏମିତି ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ବଢୁଛି ଚୀନ ବିପଦ: ରାଜନାଥଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ, ଯୋଗଦେଲେ ଗଡ଼କରି, ଡୋଭାଲ୍

ନୂଆଦିଲ୍ଲୀ : ଚୀନକୁ ଲାଗିଥିବା ସୀମାରେ ଚାଲିଥିବା ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଦିନ ବସିଥିବା ଏକ ବୈଠକରେ ଏସବୁ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ପଢିବେ ଜନଜାତି ଛାତ୍ରଛାତ୍ରୀ: ପ୍ରଦୀପ ମାଝି

ରାୟଗଡା: ଅଧା ପାଠ ପଢିଥିବା ଜନଜାତି ଯୁବକଯୁବତୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ମାଗଣା ବ୍ୟବସ୍ଥା କରାଯିବ ଏବଂ ପ୍ରତି ଜିଲ୍ଳାରୁ ୧୦ରୁ ୧୫ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶରେ ପାଠ ପଢାଇବାର ସୁଯୋଗ ବ୍ୟବସ୍ଥା କରାଯିବ। ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝି ମଙ୍ଗଳବାର ଏହା କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଘରେ ୪୨ କିଲୋ ଗଞ୍ଜେଇ ରଖି ଗିରଫ ହେଲେ ଅବକାରୀ କନଷ୍ଟେବଳ

ରାୟଗଡା: ରାୟଗଡା ଅବଗକାରୀ କନେଷ୍ଟବଳଙ୍କ ଘରୁ ମିଳିଲା ଗ‌ଞ୍ଜେଇ। ରାୟଗଡା ପୁଲିସ କନେଷ୍ଟବଳକୁ ଗିରଫ କରିବା ସହ ଗଞ୍ଜେଇଇକୁ ଜବତ କରିଥିବା ଜଣାପଡିଛି। ରାୟଗଡ଼ା ଜିଲ୍ଲା ସଦରରେ ଥିବା ଅବକାରୀ ବିଭାଗର କାର୍ଯ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ ନିଜ ଘରେ ଗଞ୍ଜେଇ ରଖିଥିବା ନେଇ ଭୁବନେଶ୍ବରରୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ଗୁଜୁରାଟ ମଡେଲକୁ ଆପଣାଇବ ନାହିଁ ବିଜେପି!

ବେଙ୍ଗାଲୁରୁ: ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ସୂଚନାନୁସାରେ, କର୍ଣ୍ଣାଟକରେ ବିଜେପି ଗୁଜୁରାଟ ମଡେଲକୁ ଆପଣାଇବ ନାହିଁ | ଗୁଜୁରାଟ ମଡେଲ ଭଳି ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କ ଟିକେଟ୍ କଟାଯିବ ନାହିଁ। ବାସ୍ତବରେ ବିଜେପି…
ଅଧିକ ଖବର ଦେଖନ୍ତୁ...

୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭଦ୍ରକ: ଗ୍ରାମାଞ୍ଚଳ ପୁଲିସ ଆଜି ଜଣେ ବ୍ରାଉନସୁଗାର୍ ବେପାରୀକୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକଙ୍କ ନାମ ରାଜୁ ମାଝି। ଘର ଯାଜପୁର ବୋଲି ଜଣାପଡିଛି। ଅଭିଯୁକ୍ତ ନିକଟରୁ ୧୫.୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ…
ଅଧିକ ଖବର ଦେଖନ୍ତୁ...